Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା
ବାଲିଗୁଡା: ସମଗ୍ର ରାଜ୍ୟରେ ମୋଟ ୮ ୬୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତରଭୁକ୍ତ କରାଯାଇଛି । ଚିକିତ୍ସା ଖର୍ଚ୍ଚ ବାବଦକୁ ମାତ୍ର ୨ ଲକ୍ଷ ଟଙ୍କା ଥିବା ବେଳେ ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ସଭାପତି!-->…
ଛତ୍ରପୁର ତାଲୁକା ରେଡ୍ଡୀସଂଘ କମ୍ୟୁନିଟି ହଲ୍ ନିର୍ମାଣ ଲାଗି ବିଧାୟକଙ୍କ ୫ ଲକ୍ଷଟଙ୍କା ଅନୁଦାନ ଘୋଷଣା
ଛତ୍ରପୁର :ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀସଂଘ ସଭା ଭବନରେ ରବିବାର ସଂଘର ଉନ୍ନୟନ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସଭା ସମେଳନ ଅନୁଷ୍ଠିତ ହୋଇଯାଇଛି । ୧୬ଖଣ୍ଡ ଗ୍ରାମର ବଡ଼ରେଡ୍ଡୀ,ନାଇଡୁ,ତାଲୁକା ପଦାଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା ୧୯୪୦ ମସିହାର ପୁରାତନ ପ୍ରତିଷ୍ଠିତ!-->!-->!-->…
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳନ…
ରାୟଗଡ଼ା : ତା : ୨୩/୦୭/୨୪ ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ!-->!-->!-->…
ସିପିଆଇ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା…
ଛତ୍ରପୁର : ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଆଇନଜିବୀ ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ!-->!-->!-->…
ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା ରେ ଯୋଗ ଦେଲେ ଛତ୍ରପୁର ବିଧାୟକ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ସ୍ଥାନୀୟ ସାଇ ଆଙ୍ଗନ ପରିସରରେ ରବିବାରଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର!-->!-->!-->…
ସହିଦ ଦିବସ ପୂର୍ବରୁ ତିନି ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ତିନି ହାର୍ଡକୋର ନକ୍ସଲ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ, ଝିରମ ଘାଟି ଆକ୍ରମଣରେ ତିନିଜଣ ନକ୍ସଲ ମଧ୍ୟରୁ ଜଣେ ସମ୍ପୃକ୍ତ ଥିବା କୁହାଯାଉଛି ଏହି ତିନି ଜଣ ନକ୍ସଲମାନେ!-->…
ସର୍ତ୍ତାବଳୀ ସହ ଖାପଖାଉନାହିଁ ବାସ୍ତବତା : ମୋ ଘର ଯୋଜନାରୁ ବଞ୍ଚିତ ଚିତ୍ରକୋଣ୍ଡାବାସୀ
ଚିତ୍ରକୋଣ୍ଡା/ମାଲକାନଗିରି : ବାସଗୃହ ମଣିଷର ଏକ ମୌଳିକ ଆବଶ୍ୟକତା, ଯାହା ମଣିଷକୁ ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରିବାରେ ସହାୟକ ହୋଇଥାଏ । ସମାଜରେ ସମ୍ମାନର ସହିତ ବାସ କରିବା ଅଧିକାର ପ୍ରତ୍ୟେକଙ୍କର ବଞ୍ଚିବା ଅଧିକାର ଭିତରେ ରହିଥାଏ, ଯେଉଁଥିରେ ଗୃହ ଏକ ପ୍ରମୁଖ ଭୂମିକା ବହନ କରେ ।!-->…
ମା’ ପାଟଖଣ୍ଡା ମନ୍ଦିରର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ
ଦାରିଙ୍ଗବାଡି, (୨୨/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଥିବା ମା ପାଟଖଣ୍ଡା ମନ୍ଦିର ର ଉନ୍ନତି କରଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏ ଅବସରରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓସ୍ବାନ ହଲ୍ ଠାରେ ଆଭାସୀ ମାଧ୍ଯମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା!-->…
ହାଇଡ୍ରାକୁ ଧକ୍କା ଦେଲା ଟ୍ରକ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖରେ ଏକ ହାଇଡ୍ରା କୁ ପଛ ପଟୁ ଧକ୍କା ଦେଲା ଟ୍ରକ l ଯାହାଫଳ ରେ ହାଇଡ୍ରା ଗାଡି ର ଚାଳକ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି,ମିଳିଥିବା ସୂଚନା ମୁତାବକ ଓଡି 01 ଜେ 0731 ନଂ ଏକ!-->…