Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗିରିରେ ଆୟୋଜିତ ହେଲା ୨ୟ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ
ମାଲକାନଗିରି : ଆଜି ମାଲକାନଗିରିରେ ଆୟୋଜିତ ହୋଇଯାଇଛି ୨ୟ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ । ମାଲକାନଗିରି ସଦର ନିକଟ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ!-->…
କଂଗ୍ରେସର କୁକୁଡାଖଣ୍ଡି ବ୍ଲକ ଘେରାଉ, ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ପାଇଁ ଦାବି
କୁକୁଡ଼ାଖଣ୍ଡି(୧୮/୮) : ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଗତ ୨୪ବର୍ଷ ଧରି ଶାସନ କରି ଆସୁଥିଲେ ମଧ୍ୟ କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ଆପେଣେଇନାହାଁନ୍ତି । ଗରିବୀରେ ଓଡ଼ିଶା ଦିନକୁ ଦିନ ତଳକୁ ତଳକୁ ଖସୁଥିବା ବେଳେ!-->…
ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ !
ଛତ୍ରପୁର : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ,ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି ।ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମିଶନ ପରିଚାଳନା!-->!-->!-->…
ପୂର୍ବ ଶତୃତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣିଲା ଦୃର୍ବୃତ୍ତ ୨ଆହତ
କାଶିପୁର : ପୂର୍ବ ସତୃତାକୁ କେନ୍ଦ୍ରକରି ୨ଜଣକୁ ହାଣିଲା ଦୃବୁତ ଏମିତି ଏକ ଲୋମହର୍ଷଣକାରୀ ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ପିତାଯୋଡି ଗ୍ରାମରେ।ଏହି ଗ୍ରାମର ରଥ ମାଝୀ ଓ ଅଦୁମାଝୀ ମକା ବାଡ ଯୋଗିବାକୁ ନିଜ ଜମିକୁ ଗଲାବେଳେ ପୂର୍ବ ସତ୍ରୁତାକୁ ନେଇ!-->…
ଗୋଟିଏ ପରେ ଗୋଟିଏ ସଫଳତା ମାଲକାନଗିରି ବନାଞ୍ଚଳ ତରଫରୁ ଚଡାଉ ସମୟରେ ୧.୫ଲକ୍ଷ ମୂଲ୍ୟର କାଠ ସହ କାଠ ସାମଗ୍ରୀ ଜବତ
ମାଲକାନଗିରି : ବିଶେଷ ସୂତ୍ରରୁ ଖବର ପାଇଁ ମାଲକାନଗିରି ବନାଞ୍ଚଳ ତରଫରୁ କୋରୁକୋଣ୍ଡା ସେକ୍ଶନ ଅନ୍ତର୍ଗତ ଏମଭି – ୨୪ ଗ୍ରାମ ଠାରେ ଶ୍ରୀ ମିଥୁନ କବିରାଜ,ବୟସ -୪୫ ବର୍ଷ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ , ମାଳାକାନଗିରି ଶ୍ରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ!-->…
ପ୍ଲାଷ୍ଟିକମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଂଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀ ମାନେ ସଚେତନ ହେଲେ ପୁରା ସମାଜ ସଚେତନ ହେବ
ଛତ୍ରପୁର : ଛାତ୍ର ଛାତ୍ରୀ ମାନେ ପ୍ରଥମେ ସଚେତନ ହେଲେ ଅଭିଭାବକ ମାନେ ସଚେତନ ହୋଇପାରିବେ l ଏହା ସହିତ ସମାଜ ସଚେତନ ହୋଇପାରିବ l ଆଜିର ସମାଜରେ ପରିବେଶ ସୁରକ୍ଷା, ଜଳର ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ସରକାର!-->!-->!-->…
ଆନ୍ତର୍ଜାତୀୟ ୨୦ବର୍ଷୀୟ ରାଗବି ଟିମର ଅଧିନାୟକ ପଦ ସମ୍ଭାଳିବେ ବଣ୍ଡା ଯୁବକ ଗଣେଶ
ମାଲକାନଗିରି: ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ମାଟି ପୁଅ ଗଣେଶ ଧାଙ୍ଗଡ଼ା ମାଝୀ । ତାଙ୍କ ଇଚ୍ଛା ଶକ୍ତି ଆଗରେ ହାରିଛି ପ୍ରତିବନ୍ଧକ । ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବ ଖେଳାଳି ଗଣେଶ ଧାଙ୍ଗଡ଼ା ମାଝୀ ୨୦ ବର୍ଷରୁ କମ ଭାରତୀୟ ରଗବୀ ଦଳରେ ସ୍ଥାନ ପାଇଛନ୍ତି । ଖାଳି ଦଳରେ ସ୍ଥାନ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ
ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପୋଡାପଦର ୟୁପି ହାଇସ୍କୁଲରେ ଚଳିତ ବର୍ଷର ବିଷୟବସ୍ତୁକୁ ନେଇ “ଯୁବପିଢ଼ି ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘସ୍ଥାୟୀ ଦୁନିଆ ଆଡକୁ ଅଗ୍ରଗତି’’ ନାମକ କାର୍ଯ୍ୟକ୍ରମ ଆୟୋଜନ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭!-->…
ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ
ମାଲକାନଗିରି (୧୬।୮) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ପରିସରରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ରାଜେଶ୍ଵରୀ ପ୍ରଧାନ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ଏହାସହ ଏହି ଅବସରରେ ଏକ ବୃକ୍ଷ ରୋପଣ!-->…