Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟିରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ବିକାଶ ଅଭିଯାନ
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ସୋମବାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ବିକାଶ ଅଭିଯାନ ବା "ମୁକ୍ତା ଯୋଜନା’ ବିଷୟ ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିସନ ଶକ୍ତି, ସ୍ଵୟମ ସହାୟକ ଗୋଷ୍ଠୀ ଓ ଅଧିକାରୀମାନଙ୍କ ଦକ୍ଷତା ବିକାଶ!-->…
କଂଗ୍ରେସର ଭ୍ରଷ୍ଟାଚାର ବିରୋଧୀ ରାଲି
ନନ୍ଦାହାଣ୍ଡି (୧୦/୦୭) : ଆଜି ନବରଙ୍ଗପୁର ଜ଼ିଲ୍ଲା ସଦରଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ଏକ ବିଶାଳକାୟ ରାଲି କରି ଶାସ୍ତ୍ରୀ ଭବନ ଠୁ ବାହାରି କଂଗ୍ରେସ ଭବନ ଯାଏ ବିଭିନ୍ନ ସ୍ଲୋଗାନ ଦେଇ ଭ୍ରଷ୍ଟାଚାର ବିରୋଧୀ ନାରା ଲଗାଇ କଂଗ୍ରେସ ଭଵନ ଠାରେ ପହଂଚି ନବରଙ୍ଗପୁର ବଞ୍ଚାଓ ଓ!-->…
ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ, ଚଳିତ ବର୍ଷ ଫୁଲବାଣୀରେ ହେବ ଅଲ୍ ଓଡିଶା ଲୟରର୍ସ ଆସୋସିଏସନ ସମ୍ମିଳନୀ
ଫୁଲବାଣୀ ୧୦।୭, :ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।!-->!-->!-->…
ଘରର ଗ୍ରିଲ ଭାଙ୍ଗି ସୁନା, ରୂପା ଲୁଟ
ଦାରିଙ୍ଗବାଡି(୧୦/୭): ଘରେ ନଥିବ ସମୟର ଘରର ଲୁହା ଗ୍ରିଲ୍ ଭାଙ୍ଗି ସୁନା, ରୂପା ସହ ଟଙ୍କା ଲୁଟ କଲେ ଦୂର୍ବୁତ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ସ୍ଥିତ ଲାଇନପଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା। ଏହି ଗ୍ରାମର ସନ୍ତୋଷିନି ନାୟକ ନିଜ ସାନ ଭଉଣୀ ପାଖକୁ ଫୁଲବାଣୀ ଯାଇଥିବା ବେଳେ!-->…
ରାଜ୍ୟ ବାର କାଉନସିଲ ନିର୍ବାଚନରେ ପୀତବାସ ପଣ୍ଡା ହେଲେ ପ୍ରଥମ
ବ୍ରହ୍ମପୁର : ଚଳିତ ରାଜ୍ୟ ବାର କାଉନସିଲ ନିର୍ବାଚନରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ସର୍ବାଧିକ ଭୋଟ ପାଇଁ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ପ୍ରତି ପାଞ୍ଚ ବର୍ଷକୁ ଥରେ ହେଉଥିବା ଏହି ନିର୍ବାଚନ ଏଥର ଦଶ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇ!-->!-->!-->…
ପୋଲିସ ଚାକିରୀ ନାମରେ ଠକେଇ
ହିଞ୍ଜିଳିକାଟୁ : ପୋଲିସ ଚାକିରୀ କରାଇଦେବା ମୋହ ଦେଖାଇ ୧୩ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ହିଂଜିଳି ଥାନା ସିଙ୍ଗିପୁର ଗ୍ରାମର ବଳରାମ ସାହୁ ଏଥି ନେଇ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗରୁ ପ୍ରକାଶ ଯେ, ବଳରାମଙ୍କ ପୁତୁରାଙ୍କୁ ପୋଲିସ ଚାକିରୀ କରାଇ!-->…
ସୁନ୍ଦରଗଡ ବନଖଣ୍ଡର ଆଉ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ :ବନ ସୁରକ୍ଷା ସମିତିର ଜିଆଖତର ଉପଯୁକ୍ତ ବଜାର ବ୍ୟବସ୍ଥା କଲା…
• ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଉର୍ଦ୍ଧ ମହିଳା କରୁଛନ୍ତି ଜିଆଖତ ଚାଷ• ଦେବଗଡ ବନଖଣ୍ଡକୁ ଜିଆଖତ ବିକ୍ରି କରି ଆନ୍ତଃ ଜିଲ୍ଲା ବଜାର ବ୍ୟବସ୍ଥାର ଶୁଭାରମ୍ଭ• ପ୍ରଥମ ପର୍ଯ୍ୟାୟରେ ୨୨୦ କ୍ଵିଣ୍ଟାଲ ଜିଆଖତ ବିକ୍ରି କଲା ଫୁଲ୍ଧୁଡି ବନ ସୁରକ୍ଷା ସମିତି• ଚଳିତ ବର୍ଷ ଅମଳ ହେବ ୨୦୦୦!-->…
କନ୍ଧମାଳ ମିଡିଆ ଫୋରମ ର ଦ୍ୱି – ବାର୍ଷିକ ନିର୍ବାଚନ ଆଗାମୀ ୧୩ ତାରିଖରେ ଅନୁଷ୍ଠିତ ହେବ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ଆଗାମୀ ୧୬ ତାରିଖରେ ହେବା ପରିବର୍ତ୍ତେ ୧୩/୦୭/୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଅବସରରେ ଏକ ଜରୁରୀ ବୈଠକ ଫୁଲବାଣୀ ସ୍ଥିତ ଅତିରିକ୍ତ ପ୍ରେସ କ୍ଲବ ଗୃହରେ ସଂଘର ସଭାପତି ସୁନୀଲ କୁମାର!-->…
ମିଡିଆକିଆର ନୂଆସାହି ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନମହୋତ୍ସବ ପ୍ରଧାନଶିକ୍ଷକ ଜଗଦିଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି!-->…
ପ୍ରୋତ୍ସାହନ ଅଭାବରୁ କମୁଛି ଶିଆଳି ପତ୍ର ଖଲିର ଚାହିଦା
ମାଲକାନଗିରି : ବନ ଜଙ୍ଗଲରେ ଘେରା ମାଲକାନଗିରି ରେ ପ୍ରକୃତି ଦତ୍ତ ସମସ୍ତ ପ୍ରକାର ଖାଦ୍ୟ ପ୍ରଦାର୍ଥ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ସାମଗ୍ରୀ ମହଜୁଦ ରହିଥିବା ବେଳେ ତାହା ମନୁଷ୍ୟ ଜୀବନର ସର୍ବ ନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ। ଯାହା ଜନ୍ମଠାରୁ ମୃତ୍ୟ ପଯ୍ୟନ୍ତ ମନୁଷ୍ୟର!-->…