Browsing Category

ଧର୍ମ ସଂସ୍କୃତି

ଆଜି ପବିତ୍ର ରାଧାଷ୍ଟମୀ…

ପୁରୀ :ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ…

ସମ୍ବଲପୁର : ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ ଧାନରେ…

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ…

ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ  ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି  ।   ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଘରେ ଘରେ…

ନୂଆଁଖାଇ ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଶୁଭେଚ୍ଛା…

ଭୁବନେଶ୍ବର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା…

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ : ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା…

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ର ଲୋକପର୍ବ ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ନୂଆଁ ନୂଆଁରେ ପାଳନ ହେବ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବ  ।  ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ…

ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି…

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ସୋମବାର ରାତିରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଏକ ହାତୀ ବେଶ ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀମନ୍ଦିର ଠାରେ ପହଞ୍ଚିଥିଲା। ମହାପ୍ରଭୁଙ୍କ…

୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ହେଲା ଗଣେଶ ମୂର୍ତ୍ତି…

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ । ଏନେଇ ସବୁଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି ।…

ଆଜି ପାଳନ ହେଉଛି ପବିତ୍ର ବିଶ୍ୱକର୍ମା ପୂଜା…

ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜିର ଦିନରେ ପୂରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ ହେଉଛି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର କୂଳଦେବତା ହେଉଛନ୍ତି ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସ୍ଥଳରୁ ଖନନ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ସ୍ତମ୍ଭ…

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି । ମନ୍ଦିର ଟ୍ରଷ୍ଟର ମହାସଚିବ

ଅଯୋଧ୍ୟା ରୁ ଶ୍ରୀଲଙ୍କା ପଦଯାତ୍ରା କରୁଥିବା ଯବକଙ୍କୁ ଭବ୍ଯ ସ୍ୱାଗତ…

ମାଲକାନଗିରି : ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ବନବାସ ଯିବା ପଥକୁ ଅନୁସରଣ କରି କରୁଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସୌମେନ୍ଦ୍ର ସିଂ ରାଠୋଡ କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥ‌ିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ରାମଙ୍କ ପାଦ