Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ…
ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ!-->…
ଶଙ୍କରାଖୋଲ ଠାରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରା ଖୋଲ ଠାରେ ସର୍ବ ପୁରାତନ ଶ୍ରୀ ଶ୍ରୀ ମା ପୀତାବଳୀ ମନ୍ଦିର ପରିସରରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ମହାଯଜ୍ଞକୁ ସୂଚାରୁ ରୂପେ ଏବଂ ନୀତିକାନ୍ତିରେ ସଫଳ ହେବା ପାଇଁ ଓଡିଶାର!-->!-->!-->…
ଅଷ୍ଟ ପ୍ରହର ନାମ ଯଜ୍ଞରେ ଏମ.ପି ଶ୍ରୀ ଯୁକ୍ତ ରମେଶ ମାଝି :ନୂତନ କୋଦଭାଟା କାଳୀମନ୍ଦିର ପରିଦର୍ଶନ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସ୍ଥିତ ନବନିର୍ମିତ ନୂତନ କାଳୀମନ୍ଦିର, ମା ଶୀତଳା ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ପରିପେକ୍ଷୀରେ କୋଦଭାଟା କାଳିବାଡ଼ି କମିଟିର ସଦସ୍ୟ ବୃନ୍ଦ ମିଳିତ ଭାବରେ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ତିନି ଦିନ ଧରି ମାଙ୍କ ଆନନ୍ଦ!-->!-->!-->…
ମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ…
ଭକ୍ତଗଣ ଚଳିତ ବର୍ଷ ମାଗଣାରେ ଦର୍ଶନ କରିବେ -: ଜିଲ୍ଲାପାଳ
ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିର ପକ୍ଷରୁ ହୋଲି ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ…
ମଥୁରା: ଉତ୍ତରପ୍ରଦେଶର ମଥୁରା ହୋଲି ପାଳନ ପାଇଁ ବେଶ ପ୍ରସିଦ୍ଧ | ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିରରେ ହୋଲି ଦିନ ଭକ୍ତମାନେ ସେମାନଙ୍କ ଠାକୁରଜୀ (ଶ୍ରୀକୃଷ୍ଣ) ଙ୍କ ସହ ହୋଲି ଖେଳନ୍ତି | ବର୍ତ୍ତମାନ ହୋଲିର ପର୍ବ ପାଖେଇ ଆସିଛି | ଆଉ ଏହାକୁ ନେଇ ବାଙ୍କବିହାରୀ ମନ୍ଦିର!-->…
ଶାନ୍ତି କୁଞ୍ଜ ଠାରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ …
ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ନିଳାଦ୍ରୀ ବିହାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଦିକ୍ଷା ସଂସ୍କାର ସହ ୮୦ରୁ ଉର୍ଦ୍ଧ ବ୍ୟକ୍ତି ଦିକ୍ଷା ଗ୍ରହଣ!-->!-->!-->…
ଶିବରାତ୍ରୀରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଅଯୋଧ୍ୟାର ଗିନିଜ୍ ବିଶ୍ବ ରେକର୍ଡ ଭାଙ୍ଗିଲା ଉଜ୍ଜୟିନୀ
ଭୋପାଳ: ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍’ ବିଶ୍ବ ରେକର୍ଡ ସୃଷ୍ଟି କରିଛି।
ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍’ ରେକର୍ଡ କରିଥିଲା। ସେଦିନ!-->!-->!-->…
ରାତି ୧ଟା ୮ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଭୋର ୪ଟା୪୦ମିନିଟ୍ରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ
ଭୁବନେଶ୍ବର: ରାତି ୧ଟା ୮ରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉଠିଥିଲା ମହାଦୀପ । ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରି ଆସିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । ଶଙ୍ଖ ଧ୍ୱନି ସାଙ୍ଗକୁ କାହାଳୀ,!-->…
ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ…
ବୈପାରିଗୁଡ଼ା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ମହାଶିବରାତ୍ରି ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସଦରମହକୁମା ଠାରୁ ୮୦ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସୁଉଚ୍ଚ ପାହାଡ଼ର ଶିଖରରେ ରହିଥିବା ଏକ ଗୁମ୍ଫାରେ ବାବା ଗୁପ୍ତେଶ୍ୱରଙ୍କ ପୀଠ ରହିଥିବା ବେଳେ!-->…
ବାବା ଧବଳେଶ୍ବର ପୀଠରେ ଜାରି ରହିଛି ଜାଗର ପୂଜା
କଟକ: ଆଜି ମହାଶିବରାତ୍ରି। ଦୀର୍ଘ ଦୁଇବର୍ଷ ପରେ ବିନା କରୋନା କଟକଣାରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ। ବାବା ଧବଳେଶ୍ବର ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା। ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ। ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି। ମନସ୍କାମନା!-->…