Browsing Category

ଧର୍ମ ସଂସ୍କୃତି

ପୁରୀ ଲୋକନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଭୋର ୪ ଟାରେ ଉଠିବ ମହାଦୀପ

ପୁରୀ: ପୁରୀ ଲୋକନାଥ ମନ୍ଦିରରେ ଭୋର ୪ ଟାରେ ମହାଦୀପ ଉଠିବ । ଆଜି ରାତ୍ରି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଭୋର ୪ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତ୍ରି ଯାଏ ଚାଲିବ ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ

ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ…

ଭୁବନେଶ୍ବର: ଆଜି ମହାଶିବରାତ୍ରି। ଏହି ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା

ଶିବ ସାଧନା ନୁହେଁ, ସାରା ଦେଶରେ ଚାଲିଛି ଶବ ସାଧନା !

ହରିହର ତ୍ରିପାଠୀ ଆଜି ଶିବରାତ୍ରୀ । ଭଗବାନଙ୍କ ଶଙ୍କରଙ୍କ ଆରାଧନାର ଦିବସ । ଦେଶ ଓ ରାଜ୍ୟର ସବୁ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ । ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ସହଜ ବୋଲି ଭକ୍ତମାନେ ଏହି ବ୍ରତଟିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତ୍ୟାଗର ଦେବତାଙ୍କ ପାଖେ ଭୋଗ ଲାଗି

ମହାଶିବରାତ୍ରି ରେ ଚଳ ଚଞ୍ଚଳ ମାଲକାନଗିରିର ମଲ୍ଲିକେଶ୍ୱର ଶୈବ ପିଠ ସହ ବିଭିନ୍ନ ଶୈବ ପୀଠ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ । ସେଥି ମଧ୍ୟରୁ ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ୱର ଶୈବ ପୀଠ ଅନ୍ୟତନ ଯେଉଁଠି ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗିଥାଏ । ଚଳିତ ବର୍ଷ

ମହାଶିବରାତ୍ରୀ ଉପଲକ୍ଷେ ରାଉରକେଲା ବେଦବ୍ୟାସ ପୀଠରେ ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୫ ଯାଏଁ ଚାଲିବ ମେଳା

ଟ୍ରାଫିକ ପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଆଲୋକୀକରଣ ଆଦି ଉପରେ ବିଶେଷ ପଦକ୍ଷେପ ସୁନ୍ଦରଗଡ଼/କୁଆଁରମୁଣ୍ଡା , ୧୭ ଫେବ୍ରୁଆରି ୨୦୨୩: ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯିବ।

ଆଧ୍ୟାତ୍ମିକତା ହିଁ ମଣିଷକୁ ସୁଖ ଦେଇଥାଏ

ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ କଟକ : କଟକସ୍ଥିତ ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଚହଟାସ୍ଥିତ ଶ୍ରୀରାମନିଗମେଶ୍ବର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି

ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ…

ଚାନ୍ଦବାଲି: ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ । ଏକବାର ପାଇଁ ଆଖଣ୍ଡଳମଣୀଙ୍କ ପାଖରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମନ୍ଦିର ଚୁଡାରେ ନୂଆ ନେତ ଲାଗି କରାଯାଇଥିଲା । କାଲି ଜାଗର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ

ଆସନ୍ତାକାଲି ଜାଗର: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ

ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି…

ପୁରୀ : ଆଜି ପଙ୍କୋଦ୍ଧାର ଏକାଦଶୀ । ପୁରୀର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ହେବ । ବର୍ଷର ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଲୋକନାଥ

ବ୍ରହ୍ମାକୁମାରୀ ଛତ୍ରପୁର ସଂଗଠନ ପକ୍ଷରୁ ଶିବ ପରମାତ୍ମାଙ୍କ ବାଣୀ ପ୍ରଚାର ଅଭିଯାନ ଜାରୀ…

ଛତ୍ରପୁର :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ପରିଭ୍ରମଣ କରିଥିଲା । ନିକଟ ଭବିଷ୍ୟତରେ ଆସିବାକୁ ଥିବା ସତ୍ୟଯୁଗୀ ଦୈବୀ ଦୁନିଆର ଏହା