Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ
ବରଗଡ ୧୧/୧୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବିଗତ ୩ ଦିନ ଧରି ଜାରି ଥିବା କଳାକାର ଚୟନ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ୭ ଜଣ ବିଚାରକଙ୍କ ମାର୍କିଂ ଭିତ୍ତିରେ ବିଳମ୍ବିତ ରାତିରେ ନୂଆ କଳାକାର ତାଲିକା ଘୋଷଣା!-->…
ରଙ୍ଗବତୀ କାର୍ଯ୍ୟକ୍ରମ କୁ ନିମଂତ୍ରିତ ହେଲେନାହିଁ ସହରର ଓଡ଼ିଆ ଭାଷା ସାହିତ୍ୟ କଳା ପ୍ରେମୀ ଓ ସାମ୍ବାଦିକ…
ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଓଡ଼ିଶା ରାଜ୍ଯ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ଯ ସଂଗୀତ ନାଟକ ଏକାଡେମୀ ଦ୍ବାରା ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଦୁଇ ଦିନ ଯଥା ୬ ଏବଂ ୭ ତାରିଖ ପାଇଁ ଆୟୋଜିତ ହୋଇଥିବା ପଶ୍ଚିମ ଓଡିଶା ର କଳାକାରଙ୍କୁ ନେଇ ରଂଗବତୀର!-->…
ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍ ଧରି ଚାଲିଲା ଛାଇ-ଆଲୁଅର ଖେଳ
ଭୁବନେଶ୍ୱର : ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ ସମେତ ଉତ୍ତରପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି ।!-->…
ରାହାସ ପୂର୍ଣ୍ଣିମା: ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ୦୮/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ପୁରୀ ବେଳାଭୂମି, ଭୁବନେଶ୍ବର ବିନ୍ଦୁ ସାଗର, ଚନ୍ଦ୍ରଭାଗା, କଟକ ମହାନଦୀ, କାଠଯୋଡି ସମେତ ରାଜ୍ୟର!-->…
କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ
ପୁରୀ ୦୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ । ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି । ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ!-->…
ଫୁଲବାଣୀ ଠାରେ ମହାଆଡମ୍ବର ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ…
ଫୁଲବାଣୀ : ଆଜି ଫୁଲବାଣୀର ନଦୀ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲୁଙ୍କି ଡ୍ୟାମ, ପିଅନପଡ଼ା ନଦୀ ଘାଟ, ଫୁଲବାଣୀ!-->!-->!-->…
ବାବା ଧବଳେଶ୍ୱରଙ୍କ ପାଖେ ଲାଗି ହେଲା ଗଜଭୋଗ
ଆଠଗଡ଼ ୦୭/୧୧: ସୋମବାର ମଧ୍ୟ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ଵରଙ୍କ ପାଖରେ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ଶୁଦ୍ଧପୂତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା!-->…
ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ରାଜରାଜେଶ୍ୱର ବେଶ
ଆଠଗଡ଼ ୦୬।୧୧ : ରବିବାର ମହାକାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବଡ଼ ଓଷାକୁ ସିଧାସଳଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।
ତେବେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟ!-->!-->!-->…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ
ପୁରୀ ୦୬।୧୧ : ଆଜି ପଞ୍ଚୁକର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି।
ତେବେ ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ!-->!-->!-->…
ଖ୍ରୀଷ୍ଟିଅ ସାମ୍ପ୍ରଦାୟର ଆଜି ବିଷ୍ପ ବ୍ୟାପି ସଣ୍ଡେସ୍କୁଲ ଦିବସ ପାଳିତ…
ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଆଜି ବିଶ୍ଵବ୍ୟାପି ସଣ୍ଡେସ୍କୁଲ ଦିବସ ପ୍ରତ୍ୟକ ମଣ୍ଡଳୀରେ ପାଳନ କରୁଥିବା ବେଳେ ରୁତୁଙ୍ଗିଆ ପାଷ୍ଟୋରେଟ ର ୧୫ ଗୋଟି ମଣ୍ଡଳୀ ମିସି ବୌଦୁଙ୍ଗିଆ ମଣ୍ଡଳୀରେ!-->!-->!-->…