Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଅଯୋଧ୍ୟା ଦୀପୋତ୍ସବରେ ଯୋଗ ଦେବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି। ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ। ଦୀପୋତ୍ସବରେ ୧୫ ଲକ୍ଷରୁ ଅଧିକ!-->…
ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ
ପୁରୀ : ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୨୫ ତାରିଖର ନୀତିକାନ୍ତି ପୂର୍ବଦିନ!-->!-->!-->…
ପୁରୀରେ ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ବର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି!-->…
ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ
ବଲାଙ୍ଗିର: ବଲାଙ୍ଗିର ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ । ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ପାଇ ଥିବା ବେଳେ ତାକୁ ଗାଁକୁ ନେଇ କରିଛନ୍ତି ପୂଜାର୍ଚ୍ଚିନା । ତେବେ ଏହି ଶିବଲିଙ୍ଗକୁ ଚନ୍ଦନେଶ୍ଵର ବାବାଙ୍କ ଅଭିର୍ଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କିଭଳି!-->…
ସରିଲା କାଳୁଆ ଯାତ୍ରା, କୁମାର ପୂର୍ଣ୍ଣିମାରେ ବିଦାୟ ନେଲେ ମାଆ
ବ୍ରହ୍ମପୁର ୧୦/୧୦: ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ମାଆ ନେଲେ ବିଦାୟ । ୧୫ ଦିନ ଧରି ଚାଲିଥିବା ଯାତ୍ରା ବିଳମ୍ବିତ ରାତିରେ ସରିଛି ।
ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ!-->!-->!-->…
ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ଭିଡ଼
ପୁରୀ ୧୦।୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ। ମାସେ ଧରି ଚାଲିବାକୁ ଥିବା!-->…
କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା
ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା, ହୁଲୁରସିଂହାର!-->…
ଆରମ୍ଭ ହେବ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ ୦୯।୧୦ : ସୋମବାରଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ। ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ।!-->…
ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ ୦୯।୧୦ : ରବିବାର ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା!-->…
ଆଜି କୁମାର ପୂର୍ଣ୍ଣିମା: ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ, ସନ୍ଧ୍ୟାରେ ଚାନ୍ଦ ପୂଜା
ଆଜି କୁମାର ପୂର୍ଣ୍ଣିମା। ଏହି ଅବସରରେ ବେଗୁନିଆ ଅଞ୍ଚଳରେ ସକାଳୁ ସକାଳୁ କୁମାରୀ ଝିଅମାନେ ଉଦୟ ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି। ଭୋରରୁ ନୂଆ ଡ୍ରେସ ପିନ୍ଧି ଚଉରା ମୂଳେ ଆଞ୍ଜୁଳା ଟେକିଛନ୍ତି। କୁଲାରେ ୭ ପ୍ରକାର ଫଳ ମୂଳ ଓ ଖଇ, ଲିଆ ଧରି ପୂଜା କରିଛନ୍ତି। ଦିନସାରା ଉପବାସ ରଖିବା ପରେ!-->…