Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଆଜି ପୀଠରେ ମହାନବମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା
ଭୁବନେଶ୍ୱର ୦୩/୧୦: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ ।
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ!-->!-->!-->…
ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡି ୦୩/୧୦: କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ!-->…
ହିଞ୍ଜିଳିକାଟୁ : ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୁ ମହାଆଡମ୍ବର ରେ ଦୁର୍ଗାପୂଜା ପାଳିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୂ ଲଗାତାର ଭାବେ ୭୦ ବର୍ଷ ଧରି ମା’ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଛି । ରବିବାର ସପ୍ତମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପୁରୋହିତ ପଣ୍ଡିତ ଜ୍ୟୋତିଷ ଶଙ୍କର ପାଠୀଙ୍କ ତତ୍ତ୍ଵାବଧାନରେ!-->…
ଫଳରେ ମା’ ଦୁର୍ଗାଙ୍କ ବାଲୁକାକଳା
ପୁରୀ : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଭିନ୍ନ ଢ଼ଙ୍ଗରେ ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ଫଳରେ ବାଲୁକାକଳା ତିଆରି ସେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜର ଏହି ବାଲୁକା କଳା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି,!-->…
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା
କାକଟପୁର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା । ମୂଳାଷ୍ଠମୀରୁ ମହାଷ୍ଟମୀ ପଯ୍ୟର୍ନ୍ତ ସ୍ୱତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାରରେ ଚାଲିଛି ମା’ଙ୍କ ପୂଜା । ଯାହାକୁ ନେଇ ଉତ୍ସବମୁଖର କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ।
ସପ୍ତମୀ ତିଥିରେ!-->!-->!-->…
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା
ଯାଜପୁର: ସବୁଠି ଚାଲିଛି ମା’ଙ୍କ ଆବାହନ । ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୀଠେ ମହାଷ୍ଟମୀ ପୂଜା ଚାଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା । ଏଥିପାଇଁ ମା’ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ଆଜି!-->…
ପୀଠରେ ଆଜି ମହାଅଷ୍ଟମୀ ପୂଜା, ମଣ୍ଡପରେ ମହାସପ୍ତମୀ
ଜଗତସିଂହପୁର ୦୨।୧୦ : ରବିବାର ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହୋଉଛି ମହାଷ୍ଟମୀ ।
ତେବେ ଆଜି ମା’!-->!-->!-->…
ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ
କଟକ: ଆଜି ମହାଷଷ୍ଠୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ। ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ। ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି। ସଂନ୍ଧ୍ୟାରେ!-->…
ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ମହାସପ୍ତମୀ ପୂଜା
ପୁରୀ ୦୧।୧୦ : ଶାରଦୀୟ ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ପବିତ୍ର ମୂଳାଷ୍ଟମୀ ଠାରୁ ସହରର ବିଭିନ୍ନ ଦେବୀ ପୀଠ ଗୁଡିକରେ ଶୋଡଷ ଉପଚାର ପୂଜା ଚାଲିଥିବା ବେଳେ ଆଜି ଦେବୀ ପୀଠ ଗୁଡିକରେ ମହାସପ୍ତମୀ ମହାଡମ୍ବର ରେ ପାଳନ ହେଉଛି।
ସେହିପରି ଶ୍ରୀମନ୍ଦିରରେ ମା ବିମଳାଙ୍କ!-->!-->!-->…
ମା’ ବିରଜା ଦେବୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା
ଯାଜପୁର ୦୧/୧୦: ମା’ ବିରଜା ଦେବୀଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନଵଦିନାତ୍ମକ ପୂଜା ଚାଲିଛି । ନଵଦିନାତ୍ମକର ଆଜି ହେଉଛି ସପ୍ତମୀ ପୂଜା । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।
ଗତକାଲି ଓ ଆଜିର ପୂଜା କାର୍ଯ୍ୟକୁ!-->!-->!-->…