Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
୮ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ
ଅନୁଗୋଳ: ଶେଷ ହୋଇଛି କୋଇଲା ନଗରୀ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା । ଆଜି (ଶନିବାର) ଭସାଣି ପାଇଁ ହୋଇଛି ସ୍ବତନ୍ତ୍ର ଆୟୋଜନ । ତାଳଚେର ଗଣେଶ ପୂଜା ଭସାଣିରେ ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ । ତେବେ ଏଥର ୮ ଲକ୍ଷ ୭୦ ହଜାର ଟଙ୍କାରେ ଏକ କ୍ୱିଣ୍ଟାଲ ଲଡୁ ନିଲାମ!-->…
ଆଜି ଅନନ୍ତ ବ୍ରତ
ଆଜି ଦିନରେ ଅନନ୍ତ ବ୍ରତ ପାଳନ କରାଯାଉଛି । ଏହିଦିନ ଭଗବାନ ଶ୍ରୀହରିଙ୍କ ପୂଜା କରାଯାଇଥାଏ । ଏବଂ ପୂଜା ପରେ ଅନନ୍ତ ବ୍ରତ ଧାରଣ କରାଯାଇଥାଏ । ଏହା ଏକ ବ୍ୟକ୍ତିଗତ ପୂଜା ଅଟେ । ଏହାର କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ନଥାଏ । ଅଗ୍ନି ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି ।
!-->!-->!-->…
କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ବାଲିକଢା କାମର ଶୁଭାରମ୍ଭ
କୋଣାର୍କ: ବହୁ ପ୍ରତିକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି!-->…
ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ
କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ!-->…
ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ, ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ଫୁଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ
ଭୁବନେଶ୍ୱର: ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ । ଉଭୟ ପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା । ଯେଉଁଠି ଜବର ଦଖଲ ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ ।
ଆଉ ଅନ୍ୟ ସଙ୍କୁଚିତ ସ୍ଥାନରେ ଜମି ଅଧିଗ୍ରହଣ କରାଯାଇ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବଡ଼ଦାଣ୍ଡ!-->!-->!-->…
ଶ୍ରୀଲିଙ୍ଗରାଜଙ୍କ ନୂଆ ଆର୍ଥିକ ବର୍ଷ ଖାତା ପୂଜା, ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ
ଭୁବନେଶ୍ୱର: ପାଞ୍ଜି ଗଣନା ଅନୁଯାୟୀ ବୁଧବାରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ସକାଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଥିଲା ସୁନିଆ ପୁଜା । ଉତ୍ସବ ପାଳନ ନିମନ୍ତେ ମନ୍ଦିର କର୍ମଚାରୀମାନେ ବ୍ୟାପକ ବ୍ୟବସ୍ଥା!-->…
ପୂଜା କମିଟିମାନଙ୍କୁ ନେଇ ପୁଲିସର ଦଶହରା ପ୍ରସ୍ତୁତି: ମେଢ଼ରେ ଜିପିଏସ୍ ଲଗାଇବାକୁ ପ୍ରସ୍ତାବ
କଟକ,୦୭/୦୮: ଦଶହରା ଭସାଣିରେ ସାମିଲ ହେବାକୁ ଥିବା ମେଢ଼ ଗୁଡ଼ିକରେ ଜିପିଏସ୍ ଟ୍ରାକର୍ ଲାଗିବ । ଏହାଦ୍ୱାର ମେଢ଼ର ସ୍ଥିତି ପୁଲିସ ଜାଣିପାରି ତାହାକୁ ଠିକ୍ ଢଙ୍ଗରେ ନିୟନ୍ତ୍ରଣ କରିପାରିବ । ପୂଜା କମିଟିଗୁଡ଼ିକୁ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏଭଳି କିଛି!-->…
୨୫ ରେ ହେବ କଟକର ବୁଢ଼ା ଗଣେଶ ମୂର୍ତି ବିସର୍ଜନ
କଟକ: କଟକର ସମସ୍ତ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ଲଗାତାର ତିନୋଟି ରବିବାର ଅର୍ଥାତ୍ ୪,୧୧ ଓ ୧୮ ତାରିଖରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରମ୍ପରା ଅନୁଯାୟୀ ଵୁଢା ଗଣେଶଙ୍କ ବିସର୍ଜନ ଦ୍ୱିତୀୟା ଘାଣ୍ଟ ପରେ କରାଯାଇଥାଏ ବୋଲି ଏଥିପାଇଁ ଵିଵାଦ ଦେଖା ଦେଇଥିଲା।
!-->!-->!-->…
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ
ଆସନ୍ତାକାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ!-->…
ପଶ୍ଚିମ ଓଡ଼ିଶାର ନୁଆଁଖାଇ ଏକ ନିଆରା ପର୍ବ…
ଉମରକୋଟ : ନୁଆଁ ଖାଇ ପର୍ବ ଏହା ଏକ ଗଣପର୍ବ ଭାବେ ପଶ୍ଚିମ ଓଡିଶା ରେ ବହୁ ଆଡମ୍ବର ଭାବେ ପାଳିତ ହୋଇଥାଏ l ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତରଗତ କୁଡ଼ାବେଡ଼ା ପଞ୍ଚାୟତ କଳିଆପଦରର ଦେବୀ ମା ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳ ର ଯୁବକ ଯୁବତୀ ବୁଡ଼ା ବୁଡ଼ି ଓ ଗ୍ରାମର ସବୁ ଗୃହଣି ମାନେ!-->…