Browsing Category

ଧର୍ମ ସଂସ୍କୃତି

ବ୍ରାହ୍ମଣୀ ନଦୀପଠାରେ ୭୦୦ ବର୍ଷ ମନ୍ଦିରର ଧ୍ୱଂସାବଶେଷ

ଢେଙ୍କାନାଳ,୨୩/୩ : ଢେଙ୍କାନାଳ ଜିଲ୍ଲା ତୁମୁସିଂହା ତହସିଲ ଅନ୍ତର୍ଗତ ରାୟନରସିଂହପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀପଠାରୁ ପ୍ରାୟ ୭୦୦ବର୍ଷରୁ ଅଧିକ ପୁରାତନ ଏକ ମନ୍ଦିରର ଧ୍ୱଂସାବଶେଷର ସନ୍ଧାନ ମିଳିଛି । ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ୍‌ ଫର୍‌ ଆର୍ଟ ଆଣ୍ଡ କଲଚୁରାଲ୍‌ ହେରିଟେଜ୍‌…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ସାଢ଼େ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର-କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ…

ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ଦିବ୍ୟଜଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ରାମ ଜନ୍ମଭୂମି ଗଲା ପାଣି । ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ ପାଣି ନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି । ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କଲେ ରାଜ୍ୟପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା। ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ। ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଞ୍ଚିଛନ୍ତି। ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ…

ଆମ ସାମାଜିକ ପାରିବାରିକ ଜୀବନ ସଂସ୍କୃତିରେ ପଖାଳ ର ସମ୍ପର୍କ ଏକ ଅନୁଚିନ୍ତା…

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ... ମନେ ପଡେ ମୋ ବୋଉ ର ପଖାଳ କଂସା। ମନ୍ଦେ ତୋରାଣି ପଖାଳ ଭାତ ସହିତ ଜୀବନ କାହାଣୀ ରେ ରହୁଥିବା ଆନନ୍ଦ ତାର ସ୍ଵାଦ ର ତୁଳନା କିଏ କଣ କରିବା ସମର୍ଥ ?ଆଦୌ ନୁହିଁ। ଜୀବନ ତ ଦେଇଚି ପଖାଳ। ବୋଉ ର ଡାକ ସହ କ୍ଷୁଧା ନିବାରଣ ପାଇଁ ପଖାଳ କଂସା…

ହୋଲି ପାଳନ ଅବସରରେ ଅନୁଚିନ୍ତା : ଫଗୁଣ ଫଗୁ ରଂଗର ଆକର୍ଷଣ ଭାରତୀୟ ସଂସ୍କୃତି ପରଂପରାର ଅନନ୍ୟ ସନ୍ଦେଶ !

ଡାକ୍ତର ସାଗର ରଂଜନ ତ୍ରିପାଠୀ ଆଜି ହୋଲି ଅବସରରେ ଅଜସ୍ର ଅଭିନନ୍ଦନ ଜଣାଉଛି । ଧରଣୀ ରୁ ବିଦାୟ ନେଉଛି ଋତୁ ରାଜ ବସନ୍ତ। ମଳୟର ପରଶ ରେ ମନ ପ୍ରାଣ ଉଲ୍ଲସିତ।ମନ୍ଦ ମନ୍ଦ ଶୀତଳ ପବନ ମନରେ ଭରି ଦିଏ ଶିହରଣ । ପ୍ରୀତି ପ୍ରଣୟ ଭାବନା ମନସ୍କ ଜୀବନ। ଦୋଳପୂର୍ଣ୍ଣିମା ଏବଂ ଅବିର ରଂଗର ଖେଳ…

ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ

ପୁରୀ: ଋତୁରାଜ ବସନ୍ତ । ଫଗୁଣରେ ଆମ୍ବ ବଉଳର ବାସ୍ନା, ନବ କିଶଳୟ କଅଁଳି ଉଠିଥାଏ ବୃକ୍ଷ ଲତାରେ । ଏହି ଅବସରରେ ପୁରପଲ୍ଲୀରେ ଅନୁଷ୍ଠିତ ହୋଇଥାଏ ଫଗୁଣର ଫଗୁ ଖେଳ ସହ ହୋଲି । ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା…

ମହାପ୍ରଭୁଙ୍କ ଦର୍ଶନ ପାଇଁ ଧସେଇ ପଶିଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଅମାନିଆ ହୋଇଛନ୍ତି ଭକ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆଜି ବଡଦାଣ୍ଡରେ ଖୁବ ଭିଡ ଦେଖିବାକୁ ମିଳିଛି । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ ଲାଗିଛି ବଡଦାଣ୍ଡରେ । ମହାପ୍ରଭୁଙ୍କର ଅପୂର୍ବ ସୁନାବେଶ ଦର୍ଶନ କରିବା ପାଇଁ…

ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ନୀତି ପାଳିତ

ପୁରୀ: ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ବା ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଛି। ମେଣ୍ଢାପୋଡ଼ି ନୀତି ପଛରେ ଏକ ପୌରାଣିକ ଉପାଖ୍ୟାନ ରହିଛି। ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ…

ଫୁଲବାଣୀ : ଏକ ଦିବସୀୟ ଶ୍ରୀମଦ୍ ଭାଗବତ କଥା ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହରିକଥା ଯୋଜନା ପକ୍ଷରୁ ଶ୍ରୀମଦ୍ ଭାଗବତ ମହାପୁରାଣ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ନଗର ର ମହିଳା ମାନେ ଏକ କଳସ ଶୋଭା ଜାତ୍ରା କରି ଥିଲେ,ପରେ ଏକ ଯଜ୍ଞର ଆୟୋଜନ…