Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ପାଦକୀୟ
ଜନବହୁଳ ପୃଥିବୀ ଜଳ ବିହୁନ ନ ହେଉ !
ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ
ଆମ ପାଇଁ ସମୟ ର ଆହ୍ବାନ । ଜଳ କ୍ଲିଷ୍ଟ ଜୀବନ ସମ୍ପର୍କ ରେଦୈନିକ ଦୁନିଆ ରେ ଜଳ ଅଭାବ ଜନିତ ଅନେକ ଙ୍କ କାହାଣୀ ଶୁଣି ଆସୁଛି। ବିଶୁଦ୍ଧ ଜଳ ପାଇଁ ସଂଘର୍ଷ ଲାଗି ପୃଥିବୀ ବାସୀ ଙ୍କ ପାଇଁ ଅନେକ ଆହ୍ବାନ ଆଗକୁ ଆସିବା ସଂକେତ ମିଳିଲାଣି। ଜନ ବହୁଳ!-->!-->!-->!-->!-->…
ହୋଲି ପାଳନ ଅବସରରେ ଅନୁଚିନ୍ତା : ଫଗୁଣ ଫଗୁ ରଂଗର ଆକର୍ଷଣ ଭାରତୀୟ ସଂସ୍କୃତି ପରଂପରାର ଅନନ୍ୟ ସନ୍ଦେଶ !
ଡାକ୍ତର ସାଗର ରଂଜନ ତ୍ରିପାଠୀ
ଆଜି ହୋଲି ଅବସରରେ ଅଜସ୍ର ଅଭିନନ୍ଦନ ଜଣାଉଛି । ଧରଣୀ ରୁ ବିଦାୟ ନେଉଛି ଋତୁ ରାଜ ବସନ୍ତ। ମଳୟର ପରଶ ରେ ମନ ପ୍ରାଣ ଉଲ୍ଲସିତ।ମନ୍ଦ ମନ୍ଦ ଶୀତଳ ପବନ ମନରେ ଭରି ଦିଏ ଶିହରଣ । ପ୍ରୀତି ପ୍ରଣୟ ଭାବନା ମନସ୍କ ଜୀବନ। ଦୋଳପୂର୍ଣ୍ଣିମା ଏବଂ ଅବିର ରଂଗର ଖେଳ!-->!-->!-->!-->!-->…
ଓଡ଼ିଆଙ୍କ ସ୍ଵର ମାତୃଭାଷା ଓଡ଼ିଆ ଭାଷା ଜନନୀର ଜୟ ହେଉ
ଡାକ୍ତର ସାଗର ରଂଜନ ତ୍ରିପାଠୀଭାଷା ଆନ୍ଦୋଳନ ଅଧ୍ଯକ୍ଷଶାଖା ବ୍ରହ୍ମପୁର
ଓଡ଼ିଆ ଶାସ୍ତ୍ରୀୟ ଭାଷା ଘୋଷଣା ଦିବସ ପାଳନ ଅବସରରେ ଅଜସ୍ର ଅଭିନନ୍ଦନ |ଓଡ଼ିଆ ଭାଷା ର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଆଜି ଦିବସ ସ୍ମରଣୀୟ। ଅନେକ ଭାଷା ବିଶ୍ଵ ରେ ସମୃଦ୍ଧ। କିନ୍ତୁ ଓଡ଼ିଆ ଭାଷା ର!-->!-->!-->!-->!-->!-->!-->…