Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା। ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ଭାରତ ସରକାର ଶସ୍ତାରେ ମସ୍କୋ ଠାରୁ ତେଲ କିଣିବା ନୈତିକତା ଦୃଷ୍ଟିକୋଣରୁ ଅନୁଚିତ ବୋଲି!-->…
ଶିଡିରୁ ପଡ଼ି ରୁଷ ରାଷ୍ଟ୍ରପତି ପୁଟିନ୍ ଗୁରୁତର!
ୱାଶିଂଟନ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ। ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ବୁଧବାର ଖସି ପଡିଥିଲେ। ଏହାପରେ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ ଦାବି କରାଯାଇଛି।
!-->!-->…
ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ, କିଣିବା ଜାରି ରଖିବ ଭାରତ
ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି ।
!-->!-->…
ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟିଲେ ବିରୋଧୀ
ନୂଆଦିଲ୍ଲୀ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି।
ଏଠାରେ ଥିବା ସଂସଦରେ ଜଣେ ପୁରୁଷ!-->!-->!-->…
ଜନଆନ୍ଦୋଳନ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ : ଉଠିଲା ଧାର୍ମିକ ପୁଲିସ ବ୍ୟବସ୍ଥା
ତେହେରାନ : ଆନ୍ଦୋଳନର ପ୍ରାୟ ଅଢେଇ ମାସ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଇରାନରେ ଧାର୍ମିକ ବ୍ୟାପାର ପୁଲିସ (ମୋରାଲିଟି ପୁଲିସ) ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି ସେଠାକାର ସରକାର । ଏହି ଧାର୍ମିକ ପୁଲିସ ମାଡ଼ରେ ହିଁ ମାସା ଅମିନି ନାମକ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
!-->!-->…
୮୦ରୁ ଅଧିକ ମର୍ଡର କରିଥିବା ଦାବି, ୪୮ଟି ମାମଲାରେ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି!-->…
ଟ୍ୱିଟର ଆଣିବ ଗୋଲ୍ଡ,, ଗ୍ରେ ଓ ବ୍ଲୁ ଟିକ୍, ଘୋଷଣା କଲେ ଏଲନ ମସ୍କ
ନୂଆଦିଲ୍ଲୀ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି।
ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି!-->!-->!-->…
ପୁଲଓ୍ବାମା ଆକ୍ରମଣ ବେଳେ ଆଇଏସଆଇ ମୁଖ୍ୟ ଥିଲେ ପାକିସ୍ତାନର ନୂଆ ସେନାମୁଖ୍ୟ ଅସୀମ ମୁନୀର
ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ଗୁରୁବାରଦିନ ପାକିସ୍ତାନର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଘୋଷଣା କରିଛନ୍ତି । ତାଙ୍କ ନାମ ଉପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୋହର ମାରିଥିବା ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ମରିୟମ ଔରଙ୍ଗଜେବ ସୂଚନା ଦେଇଛନ୍ତି । ତେବେ କିଏ ଏହି!-->…
ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ
ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି । ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ!-->…
ଇରାକ ଓ ସିରିଆରେ ତୁର୍କୀର ଏୟାରଷ୍ଟ୍ରାଇକ୍, ୨୫୪ ମୃତ
ଅଙ୍କାରା : ଇରାକ ଓ ସିରିଆରେ ଥିବା କୁର୍ଦିସ୍ ଠିକଣାଗୁଡ଼ିକ ଉପରେ ତୁର୍କୀ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକର୍ କହିଛନ୍ତି ଯେ, ଇରାକ ଓ ସିରିଆରେ ଥିବା ୪୦୦ରୁ ଅଧିକ ଟାର୍ଗେଟ୍ ଉପରେ ଏହି ଆକ୍ରମଣ କରାଯାଇଛି ।ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ!-->…