Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଅନିର୍ଦ୍ଦିଷ୍ଟ କାଳ ପାଇଁ ପୂରା ପାକିସ୍ତାନରେ ବନ୍ଦ ହେଲା ଇଣ୍ଟରନେଟ ସେବା
ଇସଲାମାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ପୂରା ପାକିସ୍ତାନ ଜଳିବାରେ ଲାଗିଛି। ଇମ୍ରାନ ସମର୍ଥକମାନେ ବ୍ୟାପକ ପୋଡ଼ଜଳା କରିବାରେ ଲାଗିଛନ୍ତି। ଏହି ଘଟଣାରେ ୧୦୦୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମିବାର ନାଁ ଧରୁନି।ବିଭିନ୍ନ!-->…
ଚୀନ-କାନାଡା ମଧ୍ୟରେ କୂଟନୈତିକ ବିବାଦ : ପରସ୍ପରର କୂଟନୀତିଜ୍ଞଙ୍କୁ କଲେ ବହିଷ୍କାର
ବେଜିଂ : ଚୀନ ଓ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ଏକ ବଡ଼ ବିବାଦ ଦେଖାଦେଇଛି । କାନାଡାର ଜଣେ ସାଂସଦଙ୍କୁ ଧମକ ଦେବା ଅଭିଯୋଗରେ କାନାଡା ସରକାର ଚୀନର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ତାହାର ଜବାବରେ ଚୀନ ମଧ୍ୟ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଓ ଦେଶ!-->…
ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ଆନ୍ଦୋଳନକାରୀ
ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ହିଂସା ବ୍ୟାପିବାରେ ଲାଗିଛି । ଇସ୍ଲାମାବାଦ, ଲାହୋର, କରାଚି, ରାଓ୍ବଲପିଣ୍ଡି ଆଦି ପାକିସ୍ତାନର ବିଭିନ୍ନ!-->…
ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ୩ୟ, ରାଣୀ ପିନ୍ଧିଲେନି କୋହିନୂର ଖଚିତ ମୁକୁଟ
ଲଣ୍ଡନ : ଲଣ୍ଡନର ରାଜା ଚାର୍ଲସ ୩ୟଙ୍କ ରାଜ୍ୟାଭିଷେକ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି । ଲଣ୍ଡନର ୱେଷ୍ଟମିନିଷ୍ଟର ଆବେ ଚର୍ଚ୍ଚରେ ବ୍ରିଟେନର ରାଜା ତୃତୀୟ ଚାର୍ଲସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ସମାରୋହ ଆୟେଜନ ହୋଇଥିଲା । ଏହି ସମୟରେ କାଣ୍ଟରବେରି ଓ ୟର୍କର ଆର୍କବିଶପ ରାଜା!-->…
ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଗଲା ୭ଜଣ ଶିକ୍ଷକଙ୍କ ଜୀବନ
ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ!-->…
କ୍ରେମଲିନ ଉପରେ ହମଲା ଉଦ୍ୟମ: ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୨୪ ମୃତ
ମସ୍କୋ : କ୍ରେମଲିନ ଉପରେ ଆକ୍ରମଣ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କିଭ୍ ବିରୋଧରେ ରୁଷ ଆକ୍ରମଣକୁ ଆହୁରି ଜୋରଦାର କରିଛି।ମସ୍କୋ ପକ୍ଷରୁ!-->…
ଗାଜାର ହମାସ୍ କ୍ୟାମ୍ପ୍ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍
ଜେରୁଜେଲମ୍: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍ରେ ଇସ୍ରାଏଲ୍ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍ ଏଜେନ୍ସି ‘ଏପିଏଫ୍’ ରିପୋର୍ଟ କରିଛି।
ଗାଜାରୁ!-->!-->!-->…
ବକିଙ୍ଗ୍ହାମ୍ ରାଜପ୍ରାସାଦ ପରିସରକୁ ‘ସଟ୍ଗନ୍ କ୍ୟାଟ୍ରିଜ୍’ ଫିଙ୍ଗିଥିବା ବ୍ୟକ୍ତି ଗିରଫ
ଲଣ୍ଡନ୍: ବକିଙ୍ଗ୍ହାମ୍ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍ଗନ୍ କ୍ୟାଟ୍ରିଜ୍’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି।
ମେଟ୍ରୋପଲିଟାନ୍ ପୁଲିସର ମୁଖ୍ୟ!-->!-->!-->…
କାନାଡାର ମୋଷ୍ଟୱାଣ୍ଟେଡ ପଳାତକ ତାଲିକାରେ ଗୋଲ୍ଡୀ ବ୍ରାର୍ର ନାଁ
ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋଲ୍ଡୀ ବ୍ରାରର ଅଡ଼ୁଆ ବଢ଼ିଛି। କାନାଡା ସରକାର ଜାରି କରିଥିବା ୨୫ ଜଣିଆ ମୋଷ୍ଟ ୱାଣ୍ଟେଡ ପଳାତକ ତାଲିକାରେ ତା’ର ନାଁ ରହିଛି।ଗୋଲ୍ଡୀର ନାଁକୁ ଓଟ୍ଟାୱାରରେ ଥିବା!-->…
ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍
ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବାଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ!-->…