Browsing Category

ବିଦେଶ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍‌ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ

ମୁକୁଳିଛନ୍ତି ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ : ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ ଏବେ ମୁକୁଳି ଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଭାରତ ଫେରୁଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ କେଏସ୍‌ ମସ୍ଥାନ ଗତ ମଙ୍ଗଳବାର ଦିନ ଚେନ୍ନାଇରେ ମିଆଁମାରରୁ ଫେରିଥିବା କିଛି ଭାରତୀୟଙ୍କୁ ସ୍ବାଗତ କରିଥିଲେ। ସେମାନେ ଆଇଟି

୭୦ତମ ଜନ୍ମଦିନରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମିଳିଲା ଟ୍ରାକ୍ଟର୍ ଉପହାର

ମସ୍କୋ: ୭୦ତମ ଜନ୍ମଦିନ ଉପଲକ୍ଷେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବେଲାରୁଷୀୟ ରାଷ୍ଟ୍ରପତି ଗୋଟାଏ ଟ୍ରାକ୍ଟର୍‌ ଉପହାର ଦେଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଦେଶବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ

ଅସୁସ୍ଥତା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା : ଇରାନ ସରକାର

ତେହେରାନ : ଠିକ ଭାବରେ ହିଜାବ ପିନ୍ଧିନଥିବାରୁ ଗତ ସେପ୍ଟେମ୍ବର ମାସରେ ଇରାନର ଧାର୍ମିକ ବ୍ୟାପାର ପୁଲିସ ମାଡ଼ରେ ମାସା ଅମିନି ନାମକ ଯୁବତୀ ମୃତ୍ୟୁବରଣ କରିଥିବା ମାମଲା ଏକ ନୂଆ ମୋଡ଼ ନେଇଛି । ଇରାନ ସରକାର କହିଛନ୍ତି ଯେ ପୁଲିସ ମାଡ଼ ନୁହେଁ, ଅସୁସ୍ଥତା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଛି

ପରମାଣୁ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ୟୁକ୍ରେନ, ଆମେରିକା

କିବ୍ : ୟୁକ୍ରେନ-ରୁଷ ଯୁଦ୍ଧ ଗତ କିଛି ଦିନ ହେଲା ନାଟକୀୟ ମୋଡ଼ ନେବାରେ ଲାଗିଛି । ଅଧିକୃତ ଅଂଚଳରେ ରୁଷ ସେନାର କବଜା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାବେଳେ ୟୁକ୍ରେନ ସେନାର ସ୍ଥିତି ସୁଦୃଢ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଛନ୍ତି ରୁଷ

ଥାଇଲାଣ୍ଡରେ ଆଖିବୁଜା ଗୁଳିଚାଳନା: ୨୨ ଶିଶୁଙ୍କ ସମେତ ୩୪ ମୃତ

ବ୍ୟାଙ୍ଗକକ: ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳର ଏକ ଶିଶୁ ଯତ୍ନ ସେଣ୍ଟରେ(ଡେ-କେୟାର୍‌ ସେଣ୍ଟର୍‌) ଆଖିବୁଜା ଗୁଳିଚାଳନା ଘଟି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବନ୍ଧୁକଧାରୀ ଅତି ନିର୍ମମଭାବେ ଗୁଳିଚାଳନା କରିବା

ଆମେରିକାର ଦୋମୁହାଁ ନୀତି : ପାକିସ୍ତାନକୁ ଏଫ-୧୬ ସହାୟତା ପରେ ବାଜଓ୍ବାଙ୍କୁ ସ୍ବାଗତ କଲା ପେଣ୍ଟାଗନ

ଓ୍ବାସିଂଟନ : ପୁଣି ପଦାରେ ପଡିଯାଇଛି ଆମେରିକାର ଦୋମୁହାଁ ନୀତି । ପୁଣି ପାକିସ୍ତାନ ସେନା ସହ ନିଜର ମଧୂର ସଂପର୍କକୁ ପ୍ରମାଣିତ କରିଛି ଆମେରିକା । ଏହି କାରଣରୁ ଆମେରିକା ଯେତେ କହିଲେ ବି ଭାରତ ରୁଷକୁ ଛାଡ଼ି ଆମେରିକା ଶିବିରକୁ ଯାଉନାହିଁଭାରତର ଚିନ୍ତା ସତ୍ତ୍ବେ ପାକିସ୍ତାନକୁ ୪୫୦ ନିୟୁତ

ଅନ୍ଧାରରେ ସମଗ୍ର ବାଂଲାଦେଶ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ

ଯୁଦ୍ଧ ବନ୍ଦ ପାଇଁ ପୁଟିନ୍‌ ଓ ଜେଲେନସ୍କିଙ୍କୁ ପୋପ୍‌ଙ୍କ ଅପିଲ୍‌

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ । ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍‌ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କିଙ୍କୁ ଅପିଲ କରିଛନ୍ତି ପୋପ ଫ୍ରାନ୍ସିସ୍‌ । ସେହିପରି ଯୁଦ୍ଧ ବନ୍ଦ ସହ ଆଲୋଚନା ପାଇଁ ଉଦ୍ୟମ କରିବାକୁ ପୋପ ବିଶ୍ୱର ନେତାଙ୍କୁ

ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ

ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ