Browsing Category

ବିଦେଶ

ୟୁକ୍ରେନ୍‌ ଉପରେ ୧୦୦ ମିଶାଇଲ ମାଡ଼ କଲା ରୁଷ…

କିଭ୍‌: ଉତୁରୁନି ଯୁଦ୍ଧ ନିଶା। ନୂଆ ବର୍ଷ ପୂର୍ବରୁ ପୁଣିଥରେ ରକ୍ତମୁଖା ହୋଇଛି ରୁଷ। ୟୁକ୍ରେନ୍ ଉପରେ କରିଛି ଘନ ଘନ ମିଶାଇଲ ମାଡ଼। ରୁଷ ଗୁରୁବାର ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ମିଶାଇଲ ମାଡ଼ ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ

ନୂଆବର୍ଷରୁ କରୋନା ପାଇଁ ନୂଆ ନିୟମ, ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାରୁ ନୂଆବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସେମାନେ ନେଗେଟିଭ ରିପୋର୍ଟ ଦେବା

ଚାଇନା ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସିଛନ୍ତି…

ବେଜିଂ: ଚାଇନାର ଏକ ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସି ରହିଛନ୍ତି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସେମାନେ ଫସି ରହିଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼

ସେଣ୍ଟ୍ରାଲ ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ, ୬୦ ବର୍ଷୀୟ ବୃଦ୍ଧ ଗିରଫ

ପ୍ୟାରିସ: ସେଣ୍ଟ୍ରାଲ ପ୍ୟାରିସରେ ଆଜି ହଠାତ୍‌ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେହିପରି ଗୁଳିମାଡ଼ କରିଥିବା ୬୦ ବର୍ଷୀୟ ବୃଦ୍ଧଙ୍କୁ ପୁଲିସ ଗିରଫ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ

ନିଜକୁ ନିଜେ ବିସ୍ଫୋରଣରେ ଉଡ଼ାଇ ଦେଲା ଆତଙ୍କବାଦୀ, ପୁଲିସ୍‌ କର୍ମଚାରୀ ମୃତ

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଜଣେ ଆତଙ୍କବାଦୀ ଆଜି ଆତ୍ମଘାତୀ ହମଲା କରିଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ୍‌ କର୍ମଚାରୀ ଓ ୨ ଜଣ ସାଧାରଣ ଲୋକ ରହିଛନ୍ତି। କାର୍‌

ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ଏବେ ବି ୨୯ ନିଖୋଜ

ବ୍ୟାଙ୍କକ୍ : ଗତ ରବିବାର ରାତିରେ ହୋଇଥିବା ଥାଇଲାଣ୍ଡ ଯୁଦ୍ଧ ଜାହାଜ ଏଚଟିଏମଏସ ସୁଖୋଥାଇ ବୁଡ଼ି ଘଟଣାକୁ ୨ ଦିନ ହୋଇଯାଇଥିଲେ ବି ଏବେ ବି ୨୯ ନୌସେନା କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଥାଇଲାଣ୍ଡର ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ଥାଇଲାଣ୍ଡ

ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ,

ଥମୁନି ହିଜାବ ନିଆଁ, ଓସ୍କାର ବିଜୟୀ ଅଭିନେତ୍ରୀ ଗିରଫ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା

ଚୀନର ବେଜିଂ ରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ବେଜିଂ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନର ବେଜିଂ ଏବେ ଏକ ଭୂତ ସହରରେ ପରିଣତ ହୋଇଛି। ଚୀନର ରାଜଧାନୀ ବେଜିଂର ଲୋକସଂଖ୍ୟା ୨.୨ କୋଟି ହେବ। ଏଠାରେ ଦୋକାନବଜାର ବନ୍ଦ ଥିବାବେଳେ ରେସ୍ତୋରାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଫଳରେ ଚୀନ ବସ୍ତୁତଃ ଏକ ଭୂତ ସହର ଭଳି ଲାଗୁଛି।