Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
୨୦୨୫ ପରେ ଟୋକିଓରେ ନିର୍ମିତ ଘରେ ସୌରଶକ୍ତି ବାଧ୍ୟତାମୂଳକ
ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଘରୁ ନିର୍ଗତ ହେଉଥିବା ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ!-->…
ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ
କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା। ୟୁକ୍ରେନ୍ର ଦ୍ୱିତୀୟ ବୃହତମ ସହର କିଭ୍କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼!-->…
କିବ୍ ଆକ୍ରମଣ ଲାଗି ରୁଷ୍ ୨ ଲକ୍ଷ ନୂଆ ସୈନିକ ପ୍ରସ୍ତୁତି କରୁଛି: ୟୁକ୍ରେନ୍
କିବ୍: ୨୦୨୩ ଆଦ୍ୟ ମାସଗୁଡ଼ିକରେ କିବ୍ ଉପରେ ରୁଷ୍ ପୁଣି ଥରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍ ଅନୁମାନ କରୁଥିବା କଥା ଗୁରୁବାର ଦିନ ‘ଦି ଇକୋନୋମିଷ୍ଟ୍’ ପ୍ରକାଶ କରିଥିବା ସାକ୍ଷାତ୍କାରରୁ ଜଣାପଡ଼ିଛି।
ଏବେ ବେଶୀ ଅଂଶ ୟୁକ୍ରେନ୍ର ପୂର୍ବ!-->!-->!-->…
ଚିଲିର ଲାସ୍କାର୍ ଆଗ୍ନେୟଗିରିରେ ଘଟିଲା ଉଦ୍ଗୀରଣ; ୨୦,୦୦୦ ଫୁଟ୍ ଉଚ୍ଚକୁ ଉଠିଳା ଧୂଆଁ ଓ ପାଉଁଶ
ସାଣ୍ଟିଆଗୋ: ଶନିବାର ରାତିରେ ଚିଲିର ଉତ୍ତରାଞ୍ଚଳରେ ଥିବା ଆଣ୍ଡିଜ୍ ପର୍ବତମାଳାରେ ଆଗ୍ନେୟଗିରି ଉଦ୍ଗୀରଣ ଘଟିବାରୁ ସାମାନ୍ୟ ଭୂକମ୍ପନ ଘଟିବା ସହିତ ନିର୍ମଳ ଆକାଶର ୨୦,୦୦୦ ଫୁଟ୍ ଉପରକୁ ଧୂଆଁ ଓ ପାଉଁଶର ବାଦଲ ଉଠିଥିଲା।
ଚିଲିର ‘ନ୍ୟାସ୍ନାଲ୍ ଜିଓଲୋଜି ଓ ମାଇନିଙ୍ଗ୍ ସର୍ଭିସ୍’!-->!-->!-->…
ସାଉଦି ପ୍ରିନ୍ସଙ୍କ ବିରୋଧରେ ମାମଲା ଖାରଜ କଲା ଆମେରିକା କୋର୍ଟ
ୱାସିଂଟନ : ଆମେରିକାର ଜନୈକ ଫେଡ଼େରାଲ ଜଜ୍ ମଙ୍ଗଳବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଆମେରିକୀୟ ସାମ୍ବାଦିକ ଜମଲ ଖାସୋଗିଙ୍କ ହତ୍ୟା ଅଭିଯୋଗରେ ରୁଜୁ କରାଯାଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଜୋ ବାଇଡେନ ପ୍ରଶାସନ ଯୁବରାଜ ନିର୍ଦ୍ଦୋଷ ବୋଲି କହିବା ପରେ କୋର୍ଟ ଏହି!-->…
ଜାପାନ ନିକଟ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ମୁତୟନ କଲା ରୁଷ୍
ମସ୍କୋ: ଉତ୍ତରାଞ୍ଚଳ କୁରିଲ୍ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍କା ଉପଦ୍ବୀପ ମଧ୍ୟରେ ଥିବା ଦ୍ବୀପମାଳାରୁ କୁରିଲ୍ ଅନ୍ୟତମ।!-->…
ବିକ୍ଷୋଭ ରୋକିବାକୁ ଷଡ଼ଯନ୍ତ୍ର, ୧୨୦୦ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ
ତେହରାନ: ଇରାନ୍ରେ ଜାରି ରହିଛି ହିଜାବ ବିରୋଧୀ ଲଢ଼େଇ। ଇରାନ୍ ସରକାରଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଅଛନ୍ତି ଅଧିକ ଛାତ୍ରଛାତ୍ରୀ। ତେବେ ଏହି ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଇରାନ୍ ସରକାର କରିଛି ହୀନ ପ୍ରୟାସ। ବିକ୍ଷୋଭ ବନ୍ଦ!-->…
ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା। ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ଭାରତ ସରକାର ଶସ୍ତାରେ ମସ୍କୋ ଠାରୁ ତେଲ କିଣିବା ନୈତିକତା ଦୃଷ୍ଟିକୋଣରୁ ଅନୁଚିତ ବୋଲି!-->…
ଶିଡିରୁ ପଡ଼ି ରୁଷ ରାଷ୍ଟ୍ରପତି ପୁଟିନ୍ ଗୁରୁତର!
ୱାଶିଂଟନ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ। ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ବୁଧବାର ଖସି ପଡିଥିଲେ। ଏହାପରେ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ ଦାବି କରାଯାଇଛି।
!-->!-->…
ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ, କିଣିବା ଜାରି ରଖିବ ଭାରତ
ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି ।
!-->!-->…