Browsing Category

ବିଦେଶ

ଜାପାନରେ ଭୂମିକମ୍ପ; ତୀବ୍ରତା ୬.୦

ଜାପାନ : ପାକିସ୍ତାନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯାହାର ତୀବ୍ରତା ୬.୦ । ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଗତକାଲି ରାତିରେ ଜାପାନର ହୋନସୁର ପୂର୍ବ ଉପକୂଳ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଭୂକମ୍ପର

ଜାପାନ ରାଜନୀତି ଇତିହାସରେ ପ୍ରଥମ, ଜଣେ ମହିଳା ନେତ୍ରୀ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ବା LDP ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି । ଯଦ୍ବାରା ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି । ଏପରିକି ଦେଶର

ଖୁବଶୀଘ୍ର ଶେଷ ହେବ ଗାଜା ଯୁଦ୍ଧ: ଶାନ୍ତି ପ୍ରସ୍ତାବରେ ହମାସର ସହମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ ଏବଂ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ସକାରାକ୍ରମ ଭାବନା ପ୍ରକାଶ

ବନ୍ଦ ହେଲା NASA, ଟ୍ରମ୍ପଙ୍କୁ ଝଟକା

ୱାଶିଂଟନ୍ : ଟ୍ରମ୍ପଙ୍କୁ ବଡ଼ ଝଟକା । ବନ୍ଦ ହେଲା ନାସା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି । NASAଏହାର ସୂଚନା ୱେବସାଇଟରେ ଦେଇଛି ।ଏହାର ୱେବସାଇଟରେ କୁହାଯାଇଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିଛି । ସରକାରୀ ପାଣ୍ଠିର ଅଭାବ ଯୋଗୁ

ପେଶାୱରରେ ବୋମା ବିସ୍ଫୋରଣ: ୯ମୃତ

ପାକିସ୍ତାନ: ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ

ଆମେରିକା ପରେ ଫ୍ରାନ୍ସ ସଟଡାଉନ, ୨୦୦ରୁ ଅଧିକ ସହରରେ ଷ୍ଟ୍ରାଇକ, ଆଇଫିଲ୍ ଟାୱର ବନ୍ଦ

ଫ୍ରାନ୍ସ : ଆମେରିକା ପରେ ଫ୍ରାନ୍ସରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀ ଖର୍ଚ୍ଚକାଟକୁ ବିରୋଧ କରି ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି । ଫଳରେ ପ୍ରଦର୍ଶନ ଯୋଗୁଁ ପ୍ୟାରିସର ପ୍ରସିଦ୍ଧ ଆଇଫିଲ ଟାୱର ବନ୍ଦ ରହିଥିଲା । ଫ୍ରାନ୍ସର ୨୦୦ରୁ ଅଧିକ

ପାକିସ୍ତାନ କ୍ବେଟା ସେନା ମୁଖ୍ୟାଳୟରେ ବିସ୍ଫୋରଣ, ୧୦ ମୃତ

ପାକିସ୍ତାନ : କ୍ୱେଟାରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ବଡ଼ ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟ ନିକଟରେ ବଡ଼ ବିସ୍ଫୋରଣ ହୋଇଛି । ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ଦେଖି ଅଧିକାରୀ

ନମାଜ ପାଠ ବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଅନେକ ଛାତ୍ର ଗୁରୁତର

ଇଣ୍ଡୋନେସିଆ: ନମାଜ ପଢୁଥିଲେ ଛାତ୍ର ଛାତ୍ରୀ । ହଠାତ ତାଙ୍କ ଉପରେ ପଡିଗଲା ସ୍କୁଲ କାନ୍ଥ । ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ଇଣ୍ଡୋନେସିଆର ଏକ ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରମାନଙ୍କ ଉପରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଏକ ବଡ଼

ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା, ଟ୍ରମ୍ପ ଦେଲେ ସୂଚନା

ଗାଜା: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା । ଶାନ୍ତି ଯୋଜନା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଶାନ୍ତି ଯୋଜନାରେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି, ପାଲେଷ୍ଟାଇନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ଓ ପଣବନ୍ଦୀଙ୍କ ମୁକ୍ତି କରାଯିବ । ଯୁଦ୍ଧ ତୁରନ୍ତ

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ, ଘନ ଘନ ବିସ୍ଫୋରଣରେ ଥରିଛି କିଭ

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ । ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ । ଘନଘନ ବିସ୍ଫୋରଣରେ ଥରିଛି କିଭ । ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି