Browsing Category

ବିଦେଶ

ତାଇଓ୍ବାନକୁ ନିଶ୍ଚିତ ଅଧିକାର କରାଯିବ, ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ କରାଯିବ : ଚୀନ ସରକାରଙ୍କ ଶ୍ବେତପତ୍ର

ବେଜିଂ : ତାଇଓ୍ବାନ ଉପକୂଳରେ ବୃହତ ସମରାଭ୍ୟାସ କରିବା ପରେ ଚୀନ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି । ଏହାର ଶୀର୍ଷକ ରହିଛି “ତାଇଓ୍ବାନ ପ୍ରଶ୍ନ ଓ ନୂଆ ଯୁଗରେ ଚୀନର ଏକୀକରଣ “ ।ଏହି ଶ୍ବେତପତ୍ରରେ ଚୀନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ତାଇଓ୍ବାନ ପ୍ରଶ୍ନର ସମାଧାନ ଓ ଚୀନର

ଭାରତର ଚିନ୍ତା ଓ ଶ୍ରୀଲଙ୍କାର ରୋକ୍ ସତ୍ତ୍ବେ ଆସୁଛି ଚୀନ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ : ଭାରତର ଚିନ୍ତା ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତ୍ବେ ହାମ୍ବନଟୋଟା ବନ୍ଦର ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି

ଡୋନାଲ୍ଡ ଟ୍ରମ୍ପଙ୍କ ଘର ସିଜ୍‌, ରେଡ୍‌ କଲା ଏଫ୍‌ବିଆଇ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌। ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି। ଏନେଇ ଖୋଦ୍‌ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ଆମେରିକାର

ତାଇୱାନ୍‌ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍‌

ବେଜିଙ୍ଗ୍: ଆଜି ଚୀନ୍‌ ତାଇୱାନ୍‌ ଚତୁଃପାର୍ଶ୍ବରେ ସଦ୍ୟ ସମରାଭ୍ୟାସ ଚଳାଇଥିବା କଥା ବେଜିଙ୍ଗ୍‌ କହିଛି। କିନ୍ତୁ, ରବିବାର ଦିନ ଏହି ସମରାଭ୍ୟାସ ଶେଷ ହେବ ବୋଲି ଆଗରୁ ବେଜିଙ୍ଗ୍‌ ଘୋଷଣା କରିଥିଲା।ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି

ଆମେରିକାରେ ପୁଣି ଫୁଟିଲା ଗୁଳି, ୪ ମୃତ

ୱାଶିଂଟନ୍‌: ଆମେରିକାରେ ଥମୁନି ଗୁଳିକାଣ୍ଡ। ଆମେରିକାର ଓହିଓର ବଟଲର୍‌ ଟାଉନ୍‌ସିପ୍‌ରେ ଶୁକ୍ରବାର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ଘଟଣାର କୁଖ୍ୟାତ ଅପରାଧୀଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।ଡେଟନ୍‌ର ଉତ୍ତରରେ

ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି,ପେଟ୍ରୋଲ ଦାମ ୫୧.୭ ପ୍ରତିଶତ ବୃଦ୍ଧି

ଢ଼ାକା: ଶ୍ରୀଲଙ୍କା ପରେ ଏବେ ପଡିଛି ବାଂଲାଦେଶ ପାଳି। ଏଠାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ ପରିସ୍ଥିତି। ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ବାଙ୍ଗଲାଦେଶ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଗତକାଲି

ଚୀନ୍-ତାଇଓ୍ୱାନ ବିବାଦ ଭିତରେ ତାଇଓ୍ୱାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୃତ ଦେହ ଉଦ୍ଧାର

ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ତାଇଓ୍ୱାନ ମଧ୍ୟରେ ବିବାଦ ତେଜିଛି । ଚୀନ ସୀମାରେ ଯୁଦ୍ଧାସ୍ତ୍ର ଜରିଆରେ ନିଜର ପତିଆରା ଜାହିର କରୁଥିବା ବେଳେ ତାଇୱାନ ମଧ୍ୟ ପ୍ରସ୍ତୁତ ରହିଛି । ଏହାରି ଭିତରେ ତାଇୱାନର ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ

ଆତଙ୍କବାଦୀ ଆକ୍ରମଣରେ ଥରିଲା କାବୁଲ, ୮ ମୃତ, ୧୮ଜଣ ଗୁରୁତର ଆହତ

ଆଫଗାନିସ୍ତାନ :ଆଫଗାନିସ୍ତାନ ପଶ୍ଚିମ କାବୁଲ ଅନ୍ତର୍ଗତ ଆବିସିକା ଏକ ଗାଁଗହଳି ସ୍ଥାନରେ ଏକ ବିସ୍ପୋରକ ଘଟିଯାଇଛି | ଏହି ବିସ୍ପୋରକରେ ୮ଜଣ ବ୍ୟକ୍ତିଙ୍କର ମୃତୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି | ଏହି ବିସ୍ପୋରକ ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି

ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ନିଜ ଘର ଛାଡ଼ି ବିଦେଶ ବହାରିନରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ନଜରକୁ ଆସିଛି । ସୂଚନା ଯେ ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାର ଆଦି

ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ବି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏକ ଦମ୍ପତି ପରିବାର ସହ ହ୍ୱାଇଟ