Browsing Category

ବିଦେଶ

କ୍ୱାଡ ବୈଠକ ବେଳେ ପଇଁତରା ମାରିଲେ ଚାଇନା ଓ ରୁଷର ଯୁଦ୍ଧ ବିମାନ

ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା

ୟୁକ୍ରେନ୍‌ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ

କିଭ୍‌: ୟୁକ୍ରେନ୍‌ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ

ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କ ଉପରେ ରାଗିଗଲେ ମରିୟମ: କହିଲେ; ଏତେ ଯଦି ପସନ୍ଦ ତାହେଲେ ଭାରତ ପଳାଅ

ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍‌ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭୂୟସୀ ପ୍ରଶଂସା କରିଥିଲେ। ଅବାଧ ବୈଦେଶିକ ନୀତି ବଳରେ ତାଙ୍କ ସରକାର ମଧ୍ୟ ରିହାତି ଦରରେ

ମାରିୟୁପୋଲ ନଗରୀ ଉପରେ ବିଜୟ ଘୋଷଣା କଲା ରୁଷ, ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି ।ଏହି ବିଜୟ ସମ୍ପର୍କରେ ରୁଷର

୭୬ ବର୍ଷ ବୟସରେ ତୃତୀୟ ବିବାହ କଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାହ ପାଇଁ କୌଣସି ବୟସ ନଥାଏ | ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି | ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନସିଓ ଲୁଲା ଡିସିଲଭା ୭୬ ବର୍ଷ ବୟସରେ ୫୫ ବର୍ଷୀୟ ରୋଜାଙ୍ଗେଲା ସିଲଭାଙ୍କୁ ବିବାହ କରିଛନ୍ତି | ରୋଜାଙ୍ଗେଲା ଜଣେ ସମାଜସେବୀ

ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ

ଆମେରିକାର ବଫେଲୋ ସହରର ଏକ ସୁପର ମାର୍କେଟରେ ଗଣହତ୍ୟା

ନ୍ୟୁୟର୍କ: ଆମେରିକାର ବଫେଲୋ ସହରର ଏକ ସୁପର ମାର୍କେଟରେ ହୋଇଛି ଗଣହତ୍ୟା। ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ଯୁବକ ଏହି କାଣ୍ଡ ଭିଆଇଛି। ପୁଲିସ୍ ତାକୁ ଗିରଫ କରିଛି। ତା’ ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି।ଏହି ୧୮ ବର୍ଷୀୟ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ସଚଳ କରିବାକୁ ଚାହାନ୍ତି ନୂଆ ମାଲିକ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ ଏହାକୁ ରିଷ୍ଟୋର୍‌(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଛନ୍ତି ଟ୍ବିଟର୍‌ର ନୂଆ ମାଲିକ ଏଲନ୍‌ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ

୨ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ଟ୍ୱିଟର ସିଇଓ

ନ୍ୟୁୟର୍କ: ପୂର୍ବ ଆକଳନ ସତ ହେଲା । ୨ ବରିଷ୍ଠ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇଲା ଟ୍ୱିଟର । ଏଲନ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ସେ ବହୁ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବେ ବୋଲି ପୂର୍ବାନୁମାନ କରୁଥିଲେ ବିଶେଷଜ୍ଞ। ଏହା ଏବେ ସତରେ ପରିଣତ ହୋଇଛି। ବିଦା ହୋଇଥିବା ୨

ନାଟୋରେ ସାମିଲ ହେବାକୁ ଆବେଦନ କରିବ ଫିନଲ୍ୟାଣ୍ଡ, ରୁଷ ଅସନ୍ତୁଷ୍ଟ

କିଭ୍‌: ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ରେ ସାମିଲ ହେବା ପାଇଁ ଫିନଲ୍ୟାଣ୍ତ ଖୁବଶୀଘ୍ର ଆବେଦନ କରିବ। ସେହିପରି ସ୍ୱିଡେନ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବ। ୟୁକ୍ରେନ ପୂର୍ବରୁ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଦୀର୍ଘ ୨ ମାସରୁ ଅଧିକ