Browsing Category

ବିଦେଶ

ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡି ୧୨ ମୃତ ୪ ନିଖୋଜ

ବେଜିଂ : ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ ରହିଛନ୍ତି । ଏପରି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି କିଙ୍ଗହାଇରେ ଦେଖିବାକୁ ମିଳିଛି । ଯାହା

ସର୍ତ୍ତରେ ରାଜି ନହେଲେ ଧ୍ବଂସ କରିଦିଆଯିବ: ହମାସକୁ ଇସ୍ରାଏଲର ବଡ଼ ଧମକ

ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି ।

ଭାରତ ଚଳାଇଲା ଗୋଟି, ନିଜ ଜାଲରେ ଫସିବେ ଟ୍ରମ୍ପ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍

ହ୍ବାଇଟ୍ ହାଉସରେ ଏକାଠି ହେଲେ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତି ନେଇ ଆଲୋଚନା

ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନଙ୍କ ସହ ସାକ୍ଷାତ କରିଛନ୍ତି । ହ୍ୱାଇଟ୍ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକଟ୍ରମ୍ପ ଏହାକୁ ‘ସଫଳ ଦିନ’ ବୋଲି କହିଥିଲେ, କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା

ପକ୍ଷୀମାଡ଼ ଯୋଗୁଁ ବିମାନେର ଲାଗିଲା ନିଆଁ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୩୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ…

ପୁଣି ବର୍ତ୍ତିଗଲା ବଡ଼ ବିମାନ ଦୁର୍ଘଟଣା । ବଞ୍ଚିଗଲା ୩୦୦ ଯାତ୍ରୀଙ୍କ ଜୀବନ । ଉଡ଼ାଣ ଭରିବାର କିଛି ସମୟ ଭିତରେ ବିମାନରେ ଲାଗିଗଲା ନିଆଁ । ଏହି ଘଟଣାର ୧୮ ସେକେଣ୍ଡର ଭିଡିଓ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକ ଭୟଭୀତ ହୋଇଛନ୍ତି । ଖବର ମୁତାବକ, ଗ୍ରୀସରୁ କର୍ଫୁରୁ ଉଡ଼ାଣ

ମଝି ଆକାଶରେ ବିମାନର ଇଞ୍ଜିନରେ ଭୟଙ୍କର ଅଗ୍ନିକାଣ୍ଡ: ସୁରକ୍ଷିତ ଭାବେ ହେଲା ଜରୁରୀକାଳୀନ ଅବତରଣ

ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଗ୍ରୀସରୁ ଜର୍ମାନୀ ଯାଉଥିବାବେଳେ କଣ୍ଡୋର ଏୟାରୱେଜ୍ ଫ୍ଲାଇଟର ଡାହାଣ ଇଞ୍ଜିନରୁ ନିଆଁ ବାହାରିଥିଲା । ଫଳରେ ଜରୁରୀକଳୀନ ଅବତରଣ କରାଯାଇଥିଲା । ଅଘଟଣ ସମୟରେ ଫ୍ଲାଇଟରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ମିଳୁଛି । ସୂଚନାନୁଯାୟୀ, ବିମାନରେ

ପୁଣି ମୁହାଁମୁହି ହେବେ ଭାରତ-ପାକିସ୍ତାନ: ଯେ କୌଣସି ସମୟରେ ଭାଙ୍ଗିପାରେ ଅସ୍ତ୍ରବିରତି

ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଆମେରିକା ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଆମେ ଉଭୟ ଦେଶର ପରିସ୍ଥିତି ଉପରେ ପ୍ରତିଦିନ ନଜର ରଖୁଛୁ, କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗୁ ହୋଇଥିବା

ଶାନ୍ତି ପାଇଁ ଆଜି ଆଲୋଚନା ହେବ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ

ମୋଦିଙ୍କୁ ଫୋନ୍ ଯୋଗେ ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ବିଷୟରେ କଥା ହେଲେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ

ପାକିସ୍ତାନରେ ବନ୍ୟାର ତାଣ୍ଡବ : ୩୦୦ରୁ ଉର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ପାକିସ୍ତାନ : ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ବିଶେଷ କରି ପାକିସ୍ତାନର ଖାଇବର