Browsing Category

ବିଦେଶ

ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍‌କୁ ହତ୍ୟା…

ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତଥା ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା। ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦକୁ ଏକ ବଡ଼ ଝଟ୍‌କା…

୧୬ଟି କଲେଜ୍‌ ଆଡ୍‌ମିସନ୍‌ ଦେଇ ନ ଥିବା ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ଚାକିରି ଦେଲା ‘ଗୁଗଲ୍‌’

ସାନ୍‌ଫ୍ରାନ୍‌ସିସ୍‌କୋ: ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରାଇ ଦେଇ ନ ଥିବା ଜଣେ ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ‘ଗୁଗଲ୍‌’ ଚାକିରି ଦେଇଥିବା କଥା…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଏହାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) ସୂଚନା ଦେଇଛି। ଜିଏଫ୍‌ଜେଡ୍‌ର ରିପ‌ୋର୍ଟ ମୁତାବକ ରିକ୍ଟର୍‌…

ଗାଜାରେ ୨୨ ବର୍ଷୀୟ ଜର୍ମାନ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶବ ପରିକ୍ରମା…

ଗାଜା: ଗତ ଶନିବାର ଦିନ ହମାସ୍‌ ଆତଙ୍କବାଦୀମାନେ ଖୋଲା ପିକ୍‌-ଅପ୍‌ ଭ୍ୟାନ୍‌ରେ ଶାନି ଲୌକ୍‌ ନାମ୍ନୀ ଯେଉଁ ଜର୍ମାନ୍‌ ତରୁଣୀଙ୍କର ଅର୍ଦ୍ଧନଗ୍ନା ଶବ ସହର ପରିକ୍ରମା କରାଇଥିଲେ, ସେ ମୃତା ନୁହନ୍ତି, ଜୀବିତା ବୋଲି ତାଙ୍କ ମାଆ କହିଛନ୍ତି। ମଙ୍ଗଳବାର ଦିନ ଜାରି କରିଥିବା ଭିଡିଓ…

ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା…

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି। ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ୍ ନେଇଥିବା ଘୋଷଣା କରିଛି।…

ଶବଗଦା ଭିତରେ ୭ ଘଣ୍ଟା ଲୁଚି ଜୀବନ ବଞ୍ଚାଇଲେ ଇସ୍ରାଏଲ୍‌ ସଙ୍ଗୀତ ମହୋତ୍ସବକୁ ଯାଇଥିବା ଯୁବତୀ…

ଜେରୁଜେଲମ୍‌: ଇସ୍ରାଏଲ୍‌ ସଙ୍ଗୀତ ମହୋତ୍ସବ ‘ନେଚର୍‌ ପାର୍ଟି’କୁ ଯାଇଥିବା ଜଣେ ଯୁବତୀ ହମାସ୍‌ ଆକ୍ରମଣ ବେଳେ ଶବଗଦା ଭିତରେ ଦୀର୍ଘ ୭ ଘଣ୍ଟା କାଳ ଆତ୍ମଗୋପନ କରି ଜୀବନ ରକ୍ଷା କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି,…

ଲଢେଇ ହାମାସ ଆରମ୍ଭ କରିଥିଲା, ଆମେ ଶେଷ କରିବୁ…

ନୂଆଦିଲ୍ଲୀ: ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୩ ଦିନ ମଧ୍ୟରେ ଯୁଦ୍ଧ ହେତୁ ପ୍ରାୟ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲରେ ୯୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮୦୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ ଇସ୍ରାଏଲର…

ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଦେଇ ଫସିଲେ ୪ ଛାତ୍ର…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଲଢେଇ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | ଲୋକମାନେ ନିଜ-ନିଜ ମତ ଅନୁଯାୟୀ ଉଭୟ ଇସ୍ରାଏଲ ଓ ହାମାସ ପକ୍ଷ ନେଉଛନ୍ତି। ତେବେ ଉତ୍ତରପ୍ରଦେଶର ଆଲିଗଡରେ ଥିବା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ) ରେ ମଧ୍ୟ ଏଭଳି ଘଟଣା…

ଗାଜାରେ ଲକ୍ଷାଧିକ ଲୋକ ବିସ୍ଥାପିତ: ଶତାଧିକ ଇସ୍ରାଏଲୀ ପଣବନ୍ଦୀ…

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ ଅଧିକ ‌ଲୋକଙ୍କୁ ବିସ୍ଥାପିତ କରାଗଲାଣି। ଅନ୍ୟପକ୍ଷରେ…

ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ…