Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା…
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି।ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା ନାହିଁ । ଗତଶନିବାର ଓ…
ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ
ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି।
ହମାସ୍ ଓ ଇରାନ୍ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍ବୋଲ୍ଲାର…
ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ
ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମୀ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା।
ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ…
ହ୍ବାଇଟ୍ ହାଉସ୍ରୁ ବିଦା ହେଲା ୧୧ ଥର କାମୁଡ଼ିଥିବା ବାଇଡେନ୍ଙ୍କ କୁକୁର ‘କମାଣ୍ଡର୍’…
ୱାସିଂଟନ୍: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ଙ୍କର ୨ ବର୍ଷିୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସ୍ରୁ ବିଦା କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଓ…
୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର…
ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ…
ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥି…
ୱାସିଂଟନ୍: ‘ଡେମୋକ୍ରାଟ୍’ମାନଙ୍କ ସହଯୋଗ ପାଇ ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ ଦକ୍ଷିଣପନ୍ଥୀ ‘ରିପବ୍ଲିକାନ୍’ ସାଂସଦ ଐତିହାସିକ ବିଦ୍ରୋହ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥିଙ୍କ ବିପକ୍ଷରେ ଭୋଟ୍ ଦେଇ ମଙ୍ଗଳବାର…
ବିଦେଶୀ ଜାହାଜ ଅଟକାଇବା ପାଇଁ ବସାଇଥିବା ଯନ୍ତାରେ ପଡ଼ିଲା ଚୀନା ବୁଡ଼ାଜାହାଜ; ୫୫ ମୃତ…
ନୂଆଦିଲ୍ଲୀ: ବିଦେଶୀ ବୁଡ଼ାଜାହାଜ ଧରିବା ପାଇଁ ପୀତ ସାଗରରେ (ୟେଲୋ ସି’) ବସାଯାଇଥିବା ଯନ୍ତାରେ ଚୀନ୍ର ଗୋଟାଏ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପଡ଼ିଯିବାରୁ ପ୍ରାୟ ୫୫ଜଣ ଚୀନା ନାବିକଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ମିରର୍’ ରିପୋର୍ଟ କରିଛି। ଇଂଲଣ୍ଡ୍ ଗୁଇନ୍ଦାଙ୍କ ଗୋପନୀୟ…
୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବାକୁ ନାସାର ଯୋଜନା
ନ୍ୟୁୟର୍କ: ଆମେରିକୀୟ ମହାକାଶ ଏଜେନ୍ସି ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯୋଜନା କରିଛି। କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ପାଇଁ ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା ହେଉଛି ଚନ୍ଦ୍ରକୁ ଏକ ଥ୍ରିଡି ପ୍ରିଣ୍ଟର…
ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ…
ଜୋହାନ୍ସବର୍ଗ: ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
ଜିମ୍ବାୱେର ଏକ ନ୍ୟୁଜ୍ ଏବଂ…
କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ…
ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।…