Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ୍ର ୨୬ ରୋଗୀ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି। ସେମାନଙ୍କ!-->…
‘ମଙ୍କିପକ୍ସ’କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର
ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ । ଏହା ଏବେ ଆମେରିକାରେ!-->…
ଡ଼ଃ ସପନ କୁମାର ଦିଣ୍ଡାଙ୍କ ବିରଳ ଅସ୍ତ୍ରୋପଚାର : ରୋଗୀର ମୂତ୍ରାଶୟ ରୁ ବହାରକଲେ ୧୨୦୦ଗ୍ରାମ ଓଜନର ପଥର…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଡ଼ଃ ସପନ କୁମାର ଦିଣ୍ଡା ଙ୍କ ଦ୍ୱାରା ଆଜି ଏକ ବିରଳ ଅପରେସନ ଦ୍ୱାରା ଜୈନେକ ରୋଗୀଙ୍କ ମୂତ୍ରାଶୟ ଥଳିରୁ ପ୍ରାୟ୧୨୦୦ଗ୍ରାମରୁ ଅଧିକ ଓଜନର ଏକ ପଥର ବାହାର କରିଛନ୍ତି ।!-->!-->!-->…
ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ : ଜନସ୍ଵାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଟମୋଟୋ ଫ୍ଲୁ ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି ଏହା ଏକ ଭାଇରାଲ ରୋଗ । ଏହି ସମୟରେ ହୋଇଥାଏ ଟମୋଟୋ ଫ୍ଲୁ । ଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ!-->…
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୭ ଓ ସ୍ଥାନୀୟ ୫ । ୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୧, ଗଜପତି ୨, ଖୋର୍ଦ୍ଧା ୬, ନୂଆପଡା ୧ ଓ!-->…
ରୋଗୀ ଶୋଷଣ ର ଅମରାବତୀ ବଡ଼ ମେଡ଼ିକାଲ..! : ଅସହାୟ ରୋଗୀ,ନିର୍ଦ୍ଦୟ ଡାକ୍ତର,ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା…
ରୋଗୀ ଶୋଷଣ ର ବିରାଟ ଶିଳ୍ପ ସାଜିଛି ବଡ଼ ବଡ଼ ମେଡ଼ିକାଲ। ଆଜି ରୋଗୀ ସେବା ରେ ଦଲାଲ୍ ରୂପ ଧାରଣ କରି ଛନ୍ତି ଦ୍ଵିତୀୟ ଈଶ୍ୱର..! ବିଭିନ୍ନ କ୍ଷେତ୍ରରେ ସହର ରେ ଥିବା ରାଜ ନେତା ଠାରୁ ଆରମ୍ଭ କରି ବୁଦ୍ଧି ଜୀବି ଯାଏ ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରି ରାଜ ରାସ୍ତା କୁ ଓଲ୍ହାଇ!-->…
ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷରୁ କମ୍ ବୟସ ମଧ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ!-->…
ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୫ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୩ଜଣ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ଜନ୍ମରୁ ୧୮ ବର୍ଷର ମଧ୍ୟରେ ରହିଥିବା ସୂଚନା!-->…
ଟିକା ନେଇଥିଲେ ଚତୁର୍ଥ ଲହରରେ ସଂକ୍ରମିତ ହେବା ଆଶଙ୍କା କମ୍: ସ୍ବାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ବର: ଚତୁର୍ଥ ଲହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ମାତ୍ର ହସ୍ପିଟାଲାଇଜେସନ କମ୍ ରହିବ। ଏହି ସୂଚନା ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଯେଉଁଭଳି କୁହାଯାଉଛି ଚତୁର୍ଥ ଲହରରେ ପିଲା ବା କିଶୋରଙ୍କୁ ଅଧିକ ସଂକ୍ରମିତ କରିବ ନାହିଁ।
!-->!-->…
ଶେରଗଡ଼ ଠୁରୁବୁରାଇରେ ମହାମାରୀ : ୩ ମୃତ ୫୦ ରୁ ଅଧିକ ଗୁରୁତର…
ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଲାଣି । ତଥାପି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହାନ୍ତି। ଦୁଷିତ ପାଣି ପିଇବା ହେତୁ ଏହି ଭୋଗ ଦ୍ଯାପୁଥିବା ବିଶେଷଜ୍ଞମାନେ କହିଛନ୍ତି ।!-->…