Browsing Category

ଦେଶ

ମୋଦୀଙ୍କ ଉପରେ ରାଗି ମହାଦେବ ତୃତୀୟ ନେତ୍ର ଖୋଲିଦେବାରୁ ରେଳ ଦୁର୍ଘଟଣା ହେଲା : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଏକ କାହାଣୀ ମାଧ୍ୟମରେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି ଯେ ମୋଦୀଙ୍କ କାର୍ଯ୍ୟକଳାପରୁ କୋପ କରି ମହାଦେବ ନିଜର ୩ୟ ନେତ୍ର ଖୋଲିଦେଇଛନ୍ତି, ସେଥିପାଇଁ ଦେଶରେ ବିଭିନ୍ନ…

କର୍ତ୍ତବ୍ୟ ପାଳନ ପାଇଁ ଭୋକଶୋଷ ଭୁଲି ରାତି ସାରା ଗଛ ଉପରେ ବସି ରହୁଛନ୍ତି ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଦିନକୁ ଦିନ ଡକାୟତି, ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ବି ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ପୁଲିସକୁ ନେଇ ଏକ ମଜାଳିଆ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟକୁ ଦେଖି ପୁଲିସର କର୍ତ୍ତବ୍ୟକୁ ପ୍ରଶଂସା କରାଯାଉଛି।ସୂଚନାଯୋଗ୍ୟ, ଗତ…

ଏମଏସପି ପ୍ରସଙ୍ଗରେ ଆଲୋଚନା ବିଫଳ, ପୁଣି ଦିଲ୍ଲୀ-ହରିୟାଣା ରାସ୍ତା ଅବରୋଧ କଲେ କୃଷକ

ନୂଆଦିଲ୍ଲୀ : ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ…

ମୂଷା ପାଇଁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବଗିରେ ସର୍ଟ-ସର୍କିଟ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାସ୍ଥିତ ଛପରା ରେଳ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମୂଷା ପାଇଁ ଦରଭଙ୍ଗାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନକୁ ଅଧାରୁ ଅଟକାଇବାକୁ ପଡ଼ିଥିଲା।ସୂଚନାଯୋଗ୍ୟ, ୧୨୫୬୫ ବିହାର ସମ୍ପର୍କ…

ମିଡିଆ ବିବାଦ: ଭାରତର ଶେଷ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ କହିଲା ଚାଇନା

ନୂଆଦିଲ୍ଲୀ : ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ମିଡିଆ ବିବାଦ ତୀବ୍ର ହେବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଚାଇନାରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବେଜିଂ। ତାଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଦେଶ ଛାଡ଼ିବାକୁ ସମୟ…

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ଆରମ୍ଭ ହେଲା ‘ମୋଦି ଜୀ ଥାଳି’

ନୂଆଦିଲ୍ଲୀ : ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେଠାକାର ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ କେବଳ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିନି, ସେଠାକାର…

ରାଜଧାନୀରେ ଗଡ଼ିବନି ବାଇକ ଟ୍ୟାକ୍ସି, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ରାଜଧାନୀରେ ବାଇକ ଟ୍ୟାକ୍ସି ସେବା ଯୋଗାଉ ଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନୁମତି…

ଅମିତ ଶାହଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ- ଆପଣ କାହିଁକି ମୋଦିଙ୍କ ଉପରେ ରାଗିଛନ୍ତି

ଚେନ୍ନାଇ : ‘ଆପଣମାନେ କଠିନ ପରିଶ୍ରମ କରନ୍ତୁ ଓ ଭବିଷ୍ୟତରେ ତାମିଲନାଡୁରୁ ଜଣେ ବ୍ୟକ୍ତି ଯେପରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ, ତାହା ସୁନିଶ୍ଚିତ କରନ୍ତୁ।’ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଏହିଭଳି କିଛି କଥା କହିଥିଲେ। ଆଉ…

ଗୁରୁବାର ଲ୍ୟାଣ୍ଡ‍ଫଲ କରିବ ବାତ୍ୟା ବିପର୍ଯ୍ୟୟ: ମୋଦିଙ୍କ ବୈଠକ, ଜାରି ହେଲା ହାଇ ଆଲର୍ଟ

ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ‌ଆସନ୍ତା ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ…

ଆସିବ ନୂଆ ଡିଜିଟାଲ ଡାଟା ସୁରକ୍ଷା ବିଲ୍‌ : ସୋସିଆଲ ମିଡିଆରେ ନିଷିଦ୍ଧ ହେବ ୧୧ କିସମର ପୋଷ୍ଟ

ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍‌ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ ଇଣ୍ଟରନେଟର ବେନିୟମ ଉପଯୋଗ ମଧ୍ୟ ବଢିବାରେ…