Browsing Category

ଦେଶ

ବାହାନଗା ଟ୍ରେନ୍‌ ଟ୍ରାଜେଡି: ବିଦ୍ୟୁତ୍‌ ଆଘାତରେ ଯାଇଛି ୪୦ ଜୀବନ

ବାହାନଗା : ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୨୭୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଆଘାତ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଟ୍ରେନ୍‌ ଟ୍ରାଜେଡିର ତଦନ୍ତ କରୁଥିବା ଜଣେ ବରିଷ୍ଠ…

‘ଅମିତ ଶାହଙ୍କ ସହ କୌଣସି ଡିଲ ହୋଇନି, ରେସଲରଙ୍କ ଆନ୍ଦୋଳନ ଜାରି ରହିବ’

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍‌ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଆନ୍ଦୋଳନରତ ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିଳମ୍ବିତ…

ଗୋ-ହତ୍ୟାକୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଯଦି ମଇଁଷି ମାନଙ୍କୁ ହତ୍ୟା କରାଯାଉଛି, ତା’ହେଲେ ଗାଈ…

ବେଙ୍ଗାଲୁରୁ : ଗୋ-ହତ୍ୟା ଓ କଂସେଇ ଖାନାକୁ ନେଇ କର୍ଣ୍ଣାଟକାର ଜଣେ ମନ୍ତ୍ରୀ ଦେଇଥିବା ବୟାନ ବିରୋଧରେ କିଛି ଲୋକ ବିକ୍ଷୋଭ କରୁଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା କଠୋର ଗୋ-ହତ୍ୟା ନିରୋଧ ଆଇନକୁ କଂଗ୍ରେସ ସରକାର ସମୀକ୍ଷା କରୁଥିବା ମନ୍ତ୍ରୀ ଜଣଙ୍କ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ…

ଚାଲିଗଲେ ମହାଭାରତର ‘ଶକୁନି’…

ନୂଆଦିଲ୍ଲୀ : ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି…

ଗେଟ୍‌ ଖୋଲିବାରେ ବିଳମ୍ବ ହେବାରୁ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିପିଟି ହତ୍ୟା

ବେଙ୍ଗାଲୁରୁ : ଟୋଲା ପ୍ଲାଜାରେ ଲାଗିଥିବା ବୁମ ବ୍ୟାରିୟର ବା ଗେଟ୍‌ ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଛି ଅଭାବନୀୟ ଘଟଣା। ଗେଟ ଖୋଲିବାରେ ବିଳମ୍ବ ହେବାରୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଛନ୍ତି। କର୍ଣ୍ଣାଟକା ସହରରେ ଥିବା ଗୋଟିଏ ଟୋଲ ପ୍ଲାଜା ନିକଟରେ…

ଓଡ଼ିଶା ଟ୍ରେନ ଟ୍ରାଜେଡି: ସିବିଆଇ ତଦନ୍ତରୁ କିଛି ଫାଇଦା ମିଳିବନି କହିଲେ ମମତା ବାନାର୍ଜୀ

କୋଲକାତା : ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ। ଏନେଇ ରେଳବାଇ ବୋର୍ଡ ସୁପାରିସ କରିଛି। ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି।ସିବିଆଇ ଘଟଣା ପଛର କାରଣ…

କୋଇଲା ଦୁର୍ନୀତି: ବିମାନ ବନ୍ଦରରେ ଅଟକ ହେଲେ ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

କୋଲ୍‌କାତା: ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ‘ତୃଣମୂଳ କଂଗ୍ରେସ’ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ‘ଇମିଗ୍ରେସନ୍‌ ଅଥରିଟି’ ଦମ୍‌ଦମ୍‌ ବିମାନ ବନ୍ଦରରେ ଅଟକାଇଛନ୍ତି।ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜିରାଙ୍କ ନାଁରେ…

ସିସୋଦିଆଙ୍କ ୬ ସପ୍ତାହର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ରାୟ…

ଏନଆଇଆରଏଫ୍ ରାଙ୍କିଙ୍ଗ୍ : ଶ୍ରେଷ୍ଠ ୨୦ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ସୋଆ, କିଟ୍

ଭୁବନେଶ୍ବର : ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ୨୦୨୩ର ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସୋମବାର ଏହି ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଶିକ୍ଷା ଓ…

ଅବଧେଶ ରାୟ ହତ୍ୟା ମାମଲା : ଆଜୀବନ ଜେଲରେ ରହିବ ମାଫିଆ ମୁଖତାର ଅନସାରୀ

ବାରାଣାସୀ: ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ…