Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁଲିସ୍କୁ ମିଳିଲା ଧମକ; ମୁମ୍ବାଇରେ ଖୁବ୍ ଶୀଘ୍ର ଫୁଟିବ ବୋମା
ମୁମ୍ବାଇ : ‘ମୁମ୍ବାଇରେ ଖୁବ୍ ଶୀଘ୍ର ଫୁଟିବ ବୋମା। ସବୁ କିଛି ଛାରଖାର ହୋଇଯିବ ।’ ଏପରି କିଛି ଅଜଣା କଲ୍ ଆଜି ମୁମ୍ବାଇ ପୁଲିସ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଶେଷରେ ପୁଲିସ୍ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ!-->…
ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ୪୬.୨ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସହର ଜଳୁଛି। ନଜଫଗଡ଼ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟେସନ୍ରେ ପାରଦ ୪୬ ଡିଗ୍ରି ଅତିକ୍ରମ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆଜି ଦକ୍ଷିଣ!-->…
କର୍ଣ୍ଣାଟକରେ ସମସ୍ତ ୯ ମନ୍ତ୍ରୀ କୋଟିପତି, ସମସ୍ତଙ୍କ ବିରୋଧରେ ଅପରାଧିକ ମାମଲା
ବେଙ୍ଗାଲୁରୁ : ୨୦୨୩ କର୍ଣ୍ଣାଟକ କ୍ୟାବିନେଟରେ ସମସ୍ତ ୯ ଜଣ ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ୯ ଜଣ ମନ୍ତ୍ରୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟ୍ରେ ସବୁଠାରୁ ଧନୀ ମନ୍ତ୍ରୀ। ଅନ୍ୟପକ୍ଷେ କଂଗ୍ରେସ ସଭାପତି!-->…
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ଟପ୍ପର ହେଲେ ଈଶିତା କିଶୋର
ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କଲା କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଲୋକ ବି ଭଲପାଆନ୍ତି: ଅନୁପ ଜଲୋଟା
ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଗାୟକ ଅନୁପ ଜଲୋଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ଏହା ସହ ସେ ଆହୁରି ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଲୋକମାନେ ମଧ୍ୟ ଭଲପାଆନ୍ତି। ପଡୋଶୀ ଦେଶରେ ତାଙ୍କ ଭଳି ଜଣେ ନେତା ଚାହୁଁଛନ୍ତି ବୋଲି ସେ!-->…
ଟ୍ରକ୍ରେ ଯାତ୍ରା କଲେ ରାହୁଲ ଗାନ୍ଧି; ଡ୍ରାଇଭରଙ୍କ ସମସ୍ୟା ବୁଝିଲେ
ନୂଆଦିଲ୍ଲୀ : କର୍ଣ୍ଣାଟକାରେ କ୍ଲିନ୍ ସୁଇପ୍ ପାଇବା ପରେ ନିଜ ପୁରୁଣା ଜୋସ୍କୁ ଫେରି ପାଇଛି କଂଗ୍ରେସ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକା ଇତିହାସକୁ ରିପିଟ୍ କରିବାକୁ ଅଣ୍ଟା ଭିଡ଼ିଛି ଦଳ । ଏଥିନିମନ୍ତେ ଦଳର!-->…
ଜୁନ୍ ପହିଲାରୁ ନୂଆ ନିୟମ; ରପ୍ତାନୀ ପୂର୍ବରୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ କଫ ସିରପ୍
ନୂଆଦିଲ୍ଲୀ : ଭାରତ ରପ୍ତାନୀ କରୁଥିବା କଫ ସିରପକୁ ସେବନ କରି ବହୁ ଶିଶୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବିଭିନ୍ନ ଦେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଭାରତର କଫ ସିରପକୁ ଭରସା କରି ପାରୁ ନାହାନ୍ତି। ଫଳରେ ବିଦେଶକୁ ରପ୍ତାନୀ ହେଉଥିବା କଫ ସିରପ୍ ବ୍ୟବସାୟ ଠପ୍ ହୋଇ ପଡ଼ିଥିବା!-->…
୨୦୦୦ ଟଙ୍କିଆ ନୋଟ୍ ନେବାକୁ ଦୋକାନ ସବୁ ମନା କରି ପାରିବେ ନାହିଁ: ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଶକ୍ତିକାନ୍ତ ଦାସ
ମୁମ୍ବାଇ: ୨୦୦୦ ଟଙ୍କିଆ ନୋଟ୍ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ ବୋଲି ଆଜି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।ସେ କହିଛନ୍ତି, ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନେଉଥିଲେ!-->…
ବିଧାନସୌଧ ପରିସରକୁ ଗୋମୂତ୍ରରେ ଶୁଦ୍ଧ କଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ଗୋମୂତ୍ର ସିଞ୍ଚନ କରି ରାଜ୍ୟ ବିଧାନସୌଧ ପରିସର ପରିଷ୍କୃତ ଓ ଶୁଦ୍ଧ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।ରିପୋର୍ଟ ସହିତ ‘ଏଏନ୍ଆଇ’ ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସେୟାର୍ କରିଛି।ରାଜ୍ୟରେ ନୂଆ!-->…
ସଂସଦ ଭବନ ଉଦ୍ଘାଟନକୁ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନି କହି ସରକାରଙ୍କୁ ସମାଲୋଚନା କଲେ ଖଡ଼ଗେ
ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ବିଜେପି’ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।‘ବିଜେପି’ ସରକାର!-->…