Browsing Category

ଦେଶ

ପଞ୍ଜାବର ଅମୃତସରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇଲା ‘ବିଏସ୍ଏଫ୍‌’

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିମାରି ଖସାଇବା ସହିତ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍‌ ଉଦ୍ଧାର କରିଥିବା କଥା ଶନିବାର ଦିନ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ର (ବିଏସ୍‌ଏଫ୍‌) ଯବାନମାନେ କହିଛନ୍ତି। ଏହା ହେଉଛି ଗତ ୨ ଦିନ…

ଚୀନ୍‌କୁ ଭାରତର କଡ଼ା ଜବାବ, ଶ୍ରୀନଗରରେ ଅଭୂତପୂର୍ବ ସୁରକ୍ଷା

ଶ୍ରୀନଗର: ଭାରତ କାଶ୍ମୀରରେ ଜି-୨୦ ସମ୍ମଳିନୀର ଆୟୋଜନ କରିଥିବାରୁ ଏହାକୁ ଚୀନ୍ ପୁଣି ଥରେ କଡ଼ା ବିରୋଧ କରିଛି। ତୁର୍କୀ ଓ ସାଉଦି ଆରବ ମଧ୍ୟ ସମ୍ମିଳନୀରେ ଯୋଗ ଦେବାକୁ ନାମ ପଞ୍ଜୀକରଣ କରାଇ ନାହାନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ବିବାଦୀୟ…

ଜି-୭ ସମ୍ମିଳନୀରେ ଚୀନ୍‌ ଉପରେ ଚାପ, ମୋଦୀଙ୍କ ୧୦ ସୂତ୍ରୀ ଆହ୍ବାନ…

ନୂଆଦିଲ୍ଲୀ: ଜାପାନର ହିରୋସିମାରେ ଆଜି ଜି-୭ ବୈଠକ ହୋଇଛି। ଜ-୭ ରାଷ୍ଟ୍ର ତଥା ଆମେରିକା, ଜାପାନ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲି ଏବଂ କାନାଡ଼ାର ନେତାମାନେ ଆଜି ଏହି ସମ୍ମିଳନୀରେ ଏକଜୁଟ ହୋଇଛନ୍ତି। ସମ୍ମିଳନୀରେ ଜି-୭ ରାଷ୍ଟ୍ରମାନେ ଚୀନ୍‌ ଉପରେ ଚାପ ପକାଇଛନ୍ତି। ୟୁକ୍ରେନରେ…

ଆମ ସଂଘୀୟ ବ୍ୟବସ୍ଥା: ପ୍ରଧାନମନ୍ତ୍ରୀଙ୍କ ସହ କିଛି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ତିକ୍ତ

ନୂଆଦିଲ୍ଲୀ : ମୋଦୀଙ୍କ କଥା ପଡ଼ିଲେ ମଝିମଝିକିଆ ବୋଲି କିଛି ନାହିଁ। ସେ ହୁଏତ ବହୁତ ଭଲ; ନହେଲେ ପୂରା ଖରାପ। ସଂଘ ପରିବାର ଓ ତାଙ୍କ ଫ୍ୟାନ୍‌ମାନେ (ଯୋଉମାନଙ୍କୁ ଅନ୍ଧଭକ୍ତ ବୋଲି ବିରୋଧୀ ଟାହିଟାପରା କରନ୍ତି) ମୋଦୀଙ୍କୁ ବିଶ୍ବଗୁରୁ କହିଲେଣି। ଅନ୍ୟ ପକ୍ଷରେ, ବିରୋଧୀମାନେ ତାଙ୍କୁ…

ଗୁଜରାଟରେ ସୁନା, ରୁପା ମହଙ୍ଗା

ଅହମ୍ମଦାବାଦ: ଗତକାଲି ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ଆଜି ଗୁଜରାଟରେ ସୁନା ଓ ରୁପା ମହଙ୍ଗା ହୋଇଛି। କିଛି ବ୍ୟବସାୟୀ ୧୦ ଗ୍ରାମ ସୁନାକୁ ୭୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଗତକାଲି ସେହି ଦାମ୍ ୬୦,୨୭୫ ଟଙ୍କା ଥିଲା। ଦିନକ ଭିତରେ ସେମାନେ ସୁନା ଦାମ୍…

ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା: ସ୍କୁଲ୍‌ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଆଜି ଟିଏମସି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସେଠାରେ ସିବିଆଇ ଅଭିଷେକଙ୍କୁ ଅନେକ ପ୍ରଶ୍ନ ପଚାରିଛି | ତେବେ ଏହି ପଚରାଉଚୁରାକୁ ନେଇ ଅଭିଷେକ ବାନାର୍ଜୀ କହିଛନ୍ତି ଯେ…

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ

ବେଙ୍ଗାଲୁରୁ: ଦ୍ବିତୀୟ ଥର ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଶପଥ ଗ୍ରହଣ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ…

କର୍ଣ୍ଣାଟକର କଂଗ୍ରେସ ସରକାର : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ୫ ନୂଆ ଯୋଜନା, ଖର୍ଚ୍ଚ ହେବ ୬୨,୦୦୦ କୋଟି

ନୂଆଦିଲ୍ଲୀ: ମତଦାନ ପରେ ବିପୁଳ ଭୋଟ ପାଇ ଜିତିଥିଲା କଂଗ୍ରେସ। ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏକ ନୂଆ ଆଶା ନେଇ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏବେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବ ବୋଲି…

ବାୟୁସେନା ମିଗ୍‌-୨୧ର ଉଡ଼ାଣକୁ ସ୍ଥଗିତ ରଖିଲା…

ନୂଆଦିଲ୍ଲୀ: ରାଜସ୍ଥାନରେ ବାୟୁସେନାର ଲଢ଼ୁଆ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ସୋଭିଏତ ରୁଷିଆ ଦ୍ୱାରା ନିର୍ମିତ ଏହି ବିମାନର ପୁରୁଣା ଫ୍ଲିଟ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମେ’ ୮ରେ ହୋଇଥିବା ଦୁର୍ଘଟଣାର ତଦନ୍ତ ଏବେ ଜାରି…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଜମ୍ମୁକଶ୍ମୀରର ୧୫ଟି ସ୍ଥାନରେ ଏନଆଇଏର ଚଢ଼ାଉ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଆଜି ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜମ୍ମୁକଶ୍ମୀରର ସାତୋଟି ଜିଲ୍ଲାର ୧୫ଟି ସ୍ଥାନରେ ଚଢ଼ାଉ କରିଛି। ନିଷିଦ୍ଧ ସଂଗଠନ ଜମାତ-ଏ-ଇସଲାମୀର ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ…