Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମିଳିତ ଜାତିସଂଘ ମହାସଭା କକ୍ଷରେ ଅଭିଭାଷଣ ରଖିଲେ ଡକ୍ଟର ପିକେ ମିଶ୍ର
ନୂଆଦିଲ୍ଲୀ : ମିଳିତ ଜାତିସଂଘ ମହାସଭା କକ୍ଷରେ ପୂର୍ଣ୍ଣକାଳୀନ ଅଧିବେଶନ ସମୟରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ରୂପରେ ଡକ୍ଟର ପି.କେ ମିଶ୍ର ଅଭିଭାଷଣ ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ଭାରତରେ ଆମେ, ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଏହା ଏକ!-->…
୭.୭ ତୀବ୍ରତାର ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ
ନୂଆଦିଲ୍ଲୀ : ବଡ଼ଧରଣର ଭୂମ୍ପର୍କରେ ଥରିଛି ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜର ଦକ୍ଷିଣପୂର୍ବ ପ୍ରାନ୍ତ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ପରେ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି।ଆମେରିକା ଜେଓଲୋଜିକାଲ ସର୍ଭେ(ୟୁଏସ୍ଜିଏସ୍)!-->…
ମଇ ୨୮ ନୂଆ ସଂସଦଭବନର ଉଦ୍ଘାଟନ
ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍ଡିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ।୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ!-->…
ସୁପ୍ରିମକୋର୍ଟରେ ବିହାର ସରକାର ନିରାଶ: ବନ୍ଦ ରହିବ ଜାତିଭିତ୍ତିକ ଜନଗଣନା
ନୂଆଦିଲ୍ଲୀ : ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା। ରାଜ୍ୟରେ ଚାଲି ପାରିବ ନାହିଁ ଜାତିଭିତ୍ତିକ ଜନଗଣନା। ବିହାର ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରୁଥିବା ବେଳେ ଏହା ଉପରେ ପ୍ରଥମେ ପାଟନା ହାଇକୋର୍ଟ ରୋକ ଲଗାଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ!-->…
ବଢିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁଆ
ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ!-->…
ଦୁଇ ନୂଆ ବିଚାରପତିଙ୍କ ଶପଥଗ୍ରହଣ ସହିତ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ହେଲା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କୁ ମିଳିଛନ୍ତି ଆଉ ୨ ବିଚାରପତି। ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ!-->…
ଇମ୍ରାନ ଖାନଙ୍କ ଘରୁ ଖସି ଯାଉଥିବା ଆଉ ୬ ‘ଆତଙ୍କବାଦୀ’ଙ୍କୁ ଧରିଲା ପୁଲିସ୍
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ଜମାନ ପାର୍କ ସ୍ଥିତ ବାସଭବନରୁ ଖସି ଯିବାକୁ ଚେଷ୍ଟା କରୁଥିବା ୬ ଜଣ ସନ୍ଦିଗ୍ଧ ଆତଙ୍କାବଦୀଙ୍କୁ ଧରିଛି ପୁଲିସ। ଏହି ଆତଙ୍କବାଦୀମାନେ ଇମ୍ରାନଙ୍କ ଘରେ ଲୁଚି ରହିଥିଲେ। ତେବେ ସେମାନଙ୍କୁ ଗିରଫ!-->…
ଆଦାନି-ହିଣ୍ଡେନବର୍ଗ ବିବାଦ: କୌଣସି ନିୟମର ଉଲ୍ଲଙ୍ଘନ ହୋଇ ନଥିବା କହିଲେ ତଦନ୍ତ ପ୍ୟାନେଲ୍
ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ଷ୍ଟକର ମୂଲ୍ୟକୁ କୌଣସି ପ୍ରକାରର ଅତିରଞ୍ଜିତ କରାଯାଇନି। କୃତ୍ରିମ ଟ୍ରେଡିଂ ମଧ୍ୟ ଗ୍ରୁପ୍ ସହ ଜଡ଼ିତ ନାହିଁ। ଆଦାନି ଗ୍ରୁପ୍ କୌଣସି ପ୍ରକାରର ନିୟମର ଉଲ୍ଲଙ୍ଘନ କରି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ହିଣ୍ଡେନବର୍ଗ ବିବାଦ ଘଟଣାରେ ଗଠିତ!-->…
ଶିଳ୍ପପତି ଏସ୍ପି ହିନ୍ଦୁଜାଙ୍କ ପରଲୋକ
ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍ପି ହିନ୍ଦୁଜା ଆଜି ଲଣ୍ଡନରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଏ ସମ୍ପର୍କରେ ତାଙ୍କ!-->…
ଖୁବ୍ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ । ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ପିକେ ଗୁପ୍ତାଙ୍କୁ ବସାଇବାକୁ ଅଣ୍ଟା ଭିଡିଲେଣି କେଜ୍ରିୱାଲ ସରକାର । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ!-->…