Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ
ନୂଆଦିଲ୍ଲୀ : ତାମିଲନାଡୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହା ତାମିଲନାଡ଼ୁର ସାଂସ୍କୃତିକ ପରମ୍ପରାର ଅଂଶ ହୋଇଥିବାରୁ ଏହି ମାମଲାରେ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଜଲ୍ଲିକଟୁ କ୍ରୀଡ଼ା ସଂକ୍ରାନ୍ତ ଆଇନର!-->…
ଭାରତ ଫେରିବ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା
ନୂଆଦିଲ୍ଲୀ : ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଭାରତ ଫେରିବା ବାଟ ପରିଷ୍କାର ହୋଇଛି। ଆମେରିକା କାଲିଫର୍ଣ୍ଣିଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତହବ୍ବୁର ରାଣାଙ୍କୁ ଭାରତକୁ!-->…
ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୦ ତାରିଖରେ ଶପଥ ନେବେ ସିଦ୍ଦରମୈୟା। ଏଥିସହ ଡିକେ ଶିବକୁମାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ।ଶପଥ ପାଠ ଉତ୍ସବରେ କଂଗ୍ରେସ!-->…
ଭାରତ ମହାସାଗରରେ ବୁଡ଼ିଗଲା ଚୀନ ଜାହାଜ, ଲୋକଙ୍କ ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା
ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଚୀନ ନୌସେନାର ସହାୟତା ନିବେଦନକୁ ଗ୍ରହଣ କରି ନିଜର ବିଶାଳ ହୃଦୟ ଦେଖାଇଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଡ଼ିଯାଇଥିବା ଏକ ଚୀନ ଜାହାଜରୁ ୩୯ ଜଣଙ୍କୁ ଉଦ୍ଧାର କରି ଭାରତୀୟ ନୌସେନା ଶତ୍ରୁଠାରୁ ମଧ୍ୟ ପ୍ରସଂଶା ପାଇବାରେ!-->…
କିରଣ ରିଜିଜୁଙ୍କ ପରେ ଆଇନ ରାଷ୍ଟ୍ରମନ୍ତ୍ରୀ ବି ବଦଳିଲେ
ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ଅଦଳବଦଳ ହୋଇଛି । ପ୍ରଥମେ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କ ଠାରୁ ତାଙ୍କ ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଏବେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ମଧ୍ୟ ଅପସାରଣ କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ!-->…
ବଦଳିଲେ ଦେଶର ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ ଲଗାତାର ବୟାନ ଦେଉଥିବା କିରନ ରିଜିଜୁଙ୍କଠାରୁ ଆଇନ ମନ୍ତ୍ରଣାଳୟ ନିଆଯାଇ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ଙ୍କୁ ନୂଆ ଆଇନ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ!-->…
ସିଦ୍ଦରମେୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରିତ୍ବକୁ ନେଇ ଜାରିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବରିଷ୍ଠ ନେତା ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ!-->…
ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍
ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି!-->…
ହାଇକମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଲେ ଶିବକୁମାର: ‘ମୋତେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯାଉ’
ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ହଟଚମଟ ଜାରି ରହିଛି | କଂଗ୍ରେସର ଶୀର୍ଷ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ସେନେଇ ଦ୍ଵନ୍ଦ୍ବରେ ଅଛନ୍ତି | ସିଦ୍ଦରମେୟା ଓ ଡିକେ ଶିବକୁମାର ଉଭୟ କର୍ଣ୍ଣାଟକ କଂଗ୍ରେସର ଦୁଇ ବରିଷ୍ଠ ନେତା ହୋଇଥିବାରୁ!-->…
ବିହାରରେ ଜେଡିୟୁର ‘ମଟନ୍ ଭୋଜି’କୁ ନେଇ କଟାକ୍ଷ କଲା ବିଜେପି
ପାଟନା: ମୁଙ୍ଗେରରେ ଆୟୋଜିତ ଜେଡିୟୁର ମଟନ୍-ଭାତ ଭୋଜିକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କଟାକ୍ଷ କରିଛନ୍ତି । ବିଜୟ ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂ ମୁଙ୍ଗେରରେ ଏକ ମଟନ୍ ଭୋଜି ଦେଇଛନ୍ତି। କିନ୍ତୁ ଭୋଜି ପରେ ମୁଙ୍ଗେର ସହରରୁ ୧୦୦ରୁ ଅଧିକ କୁକୁର ନିଖୋଜ!-->…