Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁଣି ବିବାଦରେ ଫସିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ; ରୁଜୁ ହେଲା ୧ କୋଟିର ମାନହାନି ମାମଲା
ଗୌହାଟି: ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଓ ବିତର୍କ ଘେରରେ ରହି ଆସିଥିବା ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ପୁଣିଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। ସଂପ୍ରତି ରାଜ୍ୟସଭା ସାଂସଦ ଥିବା ତଥା ଦେଶର ପୂର୍ବତନ ପ୍ରଧାନ ବିଚାରପତି ରହିଥିବା!-->…
ଭାରତର ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ
ମୋହାଲି : ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ତ ଯାଉଛି, ତାଛଡ଼ା ଦେଶର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ମଧ୍ୟ ପହଞ୍ଚୁଛି । ଏପରି ଏକ!-->…
ଆୟଠାରୁ ୨୩୦ଗୁଣା ଅଧିକ ସମ୍ପତ୍ତି କମେଇଛନ୍ତି ସବ୍ ଇଞ୍ଜିନିୟର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଲୋକାୟୁକ୍ତ ଗୁରୁବାର ସକାଳେ ଏକ ବଡ଼ ଧରଣର ଚଢ଼ାଉ କରିଥିଲେ। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ପୁଲିସ ହାଉସିଙ୍ଗ କର୍ପୋରେସନରେ କାମ କରୁଥିବା ସବ୍ -ଇଞ୍ଜିନିୟର ହେମା ମିଣାଙ୍କ ଘରେ ଚଢ଼ାଉ କରିଥିଲେ। ଏବେ ବି କାର୍ଯ୍ୟାନୁଷ୍ଠାନ!-->…
ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ମାସରେ ସେ ଏପରି ଗସ୍ତ କରିବେ। ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ଆତିଥି ପ୍ରଦାନ କରିବେ।ଏ ସମ୍ପର୍କରେ ଆମେରିକାର!-->…
ଇମ୍ରାନ ଖାନଙ୍କ ଗିରଫଦାରୀ ଅବୈଧ, ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏନବିଏ ପାକ୍ ରେଞ୍ଜର୍ସଙ୍କୁ ଲଗାଇ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସର ଭିତରୁ ଉଠାଇ ନେଇଥିଲା। ତେବେ ଆଜି ଏହାକୁ ଅବୈଧକ!-->…
ଭାରତପେ’ର ପୂର୍ବତନ ନିର୍ଦ୍ଦେଶକଙ୍କ ନାଁରେ ୮୧ କୋଟି ଟଙ୍କା ହଡ଼ପ ଅଭିଯୋଗ
ନୂଆଦିଲ୍ଲୀ : ଫିନଟେକ କମ୍ପାନୀ ଭାରତପେ’ (BharatPe) ର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଶନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୁଲିସ୍ର ଅପରାଧ ଶାଖା ମାମଲା ରୁଜୁ କରିଛି। ଉଭୟ ଗ୍ରୋଭର ପତିପତ୍ନୀଙ୍କ ଉପରେ!-->…
ସେବା ସଚିବଙ୍କୁ ବିଦା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ : ପ୍ରଶାସନିକ ନିଯୁକ୍ତି ଓ କ୍ଷମତା ଉପରେ ଦିଲ୍ଲୀ ସରକାରଙ୍କ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହି ରାୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ ପଦରୁ ହଟାଇ ଦେଇଛନ୍ତି। ତେବେ ତାଙ୍କୁ!-->…
କର୍ଣ୍ଣାଟକ ନିର୍ବାଚନ : କିଙ୍ଗମେକର୍ ହେବ କି ଜେଡିଏସ୍ ?
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ୍ ବାହୁଡ଼ା ମତାମତ ବା ଏକଜିଟ୍ ପୋଲ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡ଼ୁଛି ଯେ କର୍ଣ୍ଣାଟକରେ!-->…
ରାଜସ୍ଥାନରେ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପ ଲଞ୍ଚ କଲେ ମୋଦି, ସ୍ୱାଗତ କଲେ ଗେହଲଟ
ଜୟପୁର : ଆଉ କିଛି ମାସ ପରେ ଭୋଟ ଦେବ ରାଜସ୍ଥାନ। ଏହାପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁସ ହେଉଥିବା ରାଜସ୍ଥାନରେ ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାଜସ୍ଥାନର ନାଥଦୱାରାରେ ରୋଡ ଶୋ’ କରିବା ସହ ୫,୫୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ଲଞ୍ଚ କରିଛନ୍ତି।ଏହାକୁ ଲଞ୍ଚ!-->…
ଡିଏମକେ ଫାଇଲ୍ସ ପାଇଁ ତାମିଲନାଡୁ ବିଜେପି ମୁଖ୍ୟଙ୍କ ନାଁରେ ମାନହାନୀ କେସ୍
ଚେନ୍ନାଇ : ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଅଡ଼ୁଆ ବଢ଼ିଛି। ସେ ଜାରି କରିଥିବା ତଥାକଥିତ ଡିଏମକେ ଫାଇଲ୍ସ ପାଇଁ ତାଙ୍କ ନାଁରେ ମାନହାନୀ କେସ୍ କରିଛନ୍ତି ତାମିଲନାଡୁ ସରକାର। ଆନ୍ନାମଲାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜାଣିଶୁଣି ଅପମାନିତ ଓ ତାଙ୍କ ସମ୍ମାନକୁ!-->…