Browsing Category

ଦେଶ

‘ସମୟ ଆସିଲେ ଜବାବ ଦେବୁ’ ବିଲାୱଲ ଭୁଟ୍ଟୋଙ୍କ ବିବାଦୀୟ ବୟାନ ଉପରେ ସଫେଇ ଦେଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ହୋଇଥିବା ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ | ତେବେ ଏହି ଅବସରରେ ବିଲାୱଲ ଏକ ବିବାଦୀୟ ବୟାନ ଦେଇଥିଲେ | ଆଉ ଏହାକୁ ନେଇ ଅସନ୍ତୋଷ ତେଜିବା ପରେ ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏନେଇ…

ପ୍ରଥମଥର କର୍ଣ୍ଣାଟକାରେ ସୋନିଆଙ୍କ ପ୍ରଚାର: କହିଲେ- ବିଜେପିର ଲୁଟ ବନ୍ଦ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ

ବେଙ୍ଗାଲୁରୁ : ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରେ ଆଜି ପ୍ରଥମଥର ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେ ନିଜର ପ୍ରଥମ କର୍ଣ୍ଣାଟକା ନିର୍ବାଚନ ପ୍ରଚାରରେ ବିଜେପି ଉପରେ ବର୍ଷିବା ସହ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ବିଜେପିର…

ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଓୱେସି; କହିଲେ- ଆପଣଙ୍କଠାରୁ ଏଭଳି ଆଶା ରଖିନଥିଲି

ବେଙ୍ଗାଲୁରୁ : ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଶନିବାର ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର କରିବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଗତକାଲି କର୍ଣ୍ଣାଟକାର ହୁବଲୀରେ…

ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ଧରିଲା ଇଡ଼ି, ରାକେଟ୍‌ରେ ନେତା-ପ୍ରଶାସକ

ରାୟପୁର : ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି। କଂଗ୍ରେସ ନେତା ତଥା ରାୟପୁର ନଗରପାଳ ଏଜାଜ ଦେବରଙ୍କ ଭାଇ ଅନୱର ଧେବରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ସେ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଶନିବାର…

ପିକ୍‌ଅପରେ ବସି ବାହାଘର ଉତ୍ସବକୁ ଯାଉଥିଲେ, ଟ୍ରକ୍‌ ଚଢ଼ି ଯିବାରୁ ୮ ମୃତ ଓ ୧୫ ଆହତ

ଲକ୍ଷ୍ନୌ : ଏକ ଯାତ୍ରୀବାହୀ ପିକ୍‌ଅପ୍‌କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୫ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍‌ ଅନ୍ତର୍ଗତ ଦଳପାଟପୁର-କାଶୀପୁର ରାସ୍ତାର…

ରେସଲରଙ୍କୁ ଖାପ୍‌ ପଞ୍ଚାୟତ ଦେଲା ସମର୍ଥନ, ୨୧ ସୁଦ୍ଧା ବ୍ରିଜ ଭୂଷଣଙ୍କ ଗିରଫ ଦାବି

ନୂଆଦିଲ୍ଲୀ : ଖାପ ପଞ୍ଚାୟତ ନେତାମାନେ ରବିବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନେ ଜାରି ରଖିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏଥିସହ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।…

ଆଇପିଏଲ : ମୁମ୍ବାଇକୁ ୬ ଓ୍ବିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ପାଇଁ ଚେନ୍ନାଇ ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ଏହି ଲକ୍ଷ୍ୟକୁ ୧୭.୪ ଓଭରରେ ୪ ଓ୍ବିକେଟ ହରାଇ…

‘ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଛି ବିଜେପି…!!

ବେଙ୍ଗାଲୁରୁ : ‘କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା କରୁଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଅନୁଗତ ଏଥିନିମନ୍ତେ ପ୍ରସ୍ତୁତ କରୁଛନ୍ତି ଯୋଜନା । କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀଙ୍କ ଭଲ ପାଇବା…

ମଣିପୁର ଜଳୁଛି, କିନ୍ତୁ ଆମ ପ୍ରଧାନମନ୍ତ୍ରୀ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି : ଓଓ୍ବେସି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’ ଭଳି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦକ୍ଷିଣ…

ଭାର କମାଇବାକୁ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କଲା ରେଳବାଇ

ନୂଆଦିଲ୍ଲୀ: ରେଳବାଇ ଉପରୁ ଅଯଥା ଭାର କମାଇବାକୁ ଏବେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କରିଛି ରେଳବାଇ | ବାସ୍ତବରେ ଅକ୍ଟୋବର ୨୦୧୭ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇ ଦ୍ୱାରା ନିୟନ୍ତ୍ରିତ ସମସ୍ତ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ସରକାରଙ୍କ ଇଚ୍ଛା ଅଛି ବୋଲି…