Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘କୁନୋ ଜାତୀୟ ଉଦ୍ୟାନ’ରୁ ପୁଣି ବାହାରକୁ ପଳାଇଲା ଚିତା ‘ଆଶା’
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଅନ୍ତଗର୍ତ ‘କୁନୋ ଜାତୀୟ ଉଦ୍ୟାନ’ରୁ ‘ଆଶା’ ନାମକ ମାଈ ଚିତାଟି ପୁଣି ବାହାରକୁ ଚାଲିଯାଇଥିବା କଥା ଶୁକ୍ରବାର ଦିନ ବନ ବିଭାଗ ଅଧିକାରୀମାନେ କହିଥିବା କଥା ‘ନିଉଜ୍ ଏଜେନ୍ସି ପିଟିଆଇ’ ରିପୋର୍ଟ କରିଛି।
ବୁଧବାର ସନ୍ଧ୍ୟା ବେଳେ ଚିତା ‘ଆଶା’ ଉଦ୍ୟାନର ‘ବଫର୍!-->!-->!-->…
ଧରା ପଡ଼ିଲେ ଭାରତକୁ ୨୭ଟି ସୁନା ବିସ୍କୁଟ୍ ଚୋରାଚାଲାଣ କରୁଥିବା ବାଂଲାଦେଶୀ ମହିଳା
କୋଲ୍କାତା: ଚୋରାଚାଲାଣ କରିବାକୁ ୨୭ ପ୍ରକାର ସୁନା ବିସ୍କୁଟ୍ ନେଇ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ବାଂଲାଦେଶୀ ମହିଳା ଗୁରୁବାର ଦିନ ‘ସୀମା ସୁରକ୍ଷା ବଳ’ଦ୍ବାରା (ବିଏସ୍ଏଫ୍) ଧରା ପଡ଼ିଛନ୍ତି।
୨.୧୪୫ କିଲୋ ଓଜନର ଉକ୍ତ ସୁନା ବିସ୍କୁଟ୍ଗୁଡ଼ିକର ସମୁଦାୟ ମୂଲ୍ୟ!-->!-->!-->…
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ: ରାମଦାସ ଅଠାୱଲେ
ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଶୁକ୍ରବାର ଦିନ କହିଛନ୍ତି।
‘ନ୍ୟାସ୍ନାଲ୍ ଡେମୋକ୍ରାଟିକ୍ ଆଲାଇଆନ୍ସ୍’ରେ (ଏନ୍ଡିଏ) ଯୋଗ ଦେବା ପାଇଁ ସେ ‘ଏନ୍ସିପି’!-->!-->!-->…
‘ଜାତୀୟ କନ୍କ୍ଲେଭ୍: ମନ୍ କୀ ବାତ୍ ୧୦୦’ କାର୍ଯ୍ୟକ୍ରମ ବେଳେ ହେଲା ପ୍ରସବ ବେଦନା; ପୁଅ ଜନ୍ମକଲେ ବିଶିଷ୍ଟ ଅତିଥି
ନୂଆଦିଲ୍ଲୀ: ନିକଟ ଅତୀତରେ ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍କ୍ଲେଭ୍; ମନ୍ କୀ ବାତ୍ @ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ରବତୀ ହୋଇଛନ୍ତି।
ସୂଚନାଯୋଗ୍ୟ, ଉପରୋକ୍ତ କାର୍ଯ୍ୟକ୍ରମ ଆଗାମୀକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
ଖାଦ୍ୟ ବରାଦ ଉପରେ ସ୍ବିଗି ନେବ ୨ ଟଙ୍କା ଫି’
ନୂଆଦିଲ୍ଲୀ : ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ସ୍ବିଗି ପକ୍ଷରୁ ଖାଦ୍ୟ ବରାଦ କରୁଥିବା ଗ୍ରାହକଙ୍କଠାରୁ ୨ ଟଙ୍କାର ପ୍ଲାଟଫର୍ମ ଫି’ ଅସୁଲ କରାଯିବ। ଯିଏ ଯେତେ ପରିମାଣର ଖାଦ୍ୟ ମଗାନ୍ତୁ ନା କାହିଁ ତାଙ୍କୁ ଏହି ଫି’ ଗଣିବାକୁ ପଡ଼ିବ। ବର୍ତ୍ତମାନ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଗ୍ରାହକଙ୍କ!-->…
ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ
ଭାରତୀୟ ବାୟୁସେନା ପାଇଲଟ୍ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି!-->…
କୁସ୍ତିଯୋଦ୍ଧାଙ୍କ ସହିତ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ :କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର!-->…
ଜେଇ ମେନ୍ ସେସନ-୨ ପରୀକ୍ଷା ଫଳ ପ୍ରକାଶିତ
ଜେଇ ମେନ୍ ସେସନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଇ, ବିଟେକ ପରୀକ୍ଷାଫଳ ଆଜି ଘୋଷଣା କରାଯାଇଛି । NTA ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in କୁ ରେଜଲ୍ଟ ଦେଖିପାରିବେ । ଏହାପୂର୍ବରୁ ଜେଇ ମେନ୍ସ ଫାଇନାଲ ପ୍ରିଭେଜନାଲ ଆନ୍ସୀ ୨୦୨୩ , ଏପ୍ରିଲ ୨୪ ତାରିଖରେ!-->…
ସହିଦ ୧୦ ଯବାନଙ୍କ ମଧ୍ୟରୁ ୫ ଜଣ ପୂର୍ବରୁ ଥିଲେ ନକ୍ସଲ, ଆତ୍ମସମର୍ପଣ ପରେ ମିଳିଥିଲା ଚାକିରି
ଦାନ୍ତେୱାଡ଼ା: ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍ଲା କରିଥିଲେ ମାଓବାଦୀ। ଦାନ୍ତେୱାଡ଼ା ଜିଲ୍ଲାର ଅରନପୁର ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରଣ କରି ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଆଉ ଘଟଣାସ୍ଥଳରେ ୧୦ଜଣ!-->…
ଅତୀକ, ଅସରଫକୁ ଆମ୍ବୁଲାନ୍ସରେ ନନେଇ କାହିଁକି ଚଲେଇ ଚଲେଇ ନିଆଯାଉଥିଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ : ଦୁର୍ଦ୍ଦାନ୍ତ ମାଫିଆ ଅତୀକ ଅହମ୍ମଦ ଓ ଅଶରଫ ହତ୍ୟା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ହୋଇଥିବା ଅତୀକର ପୁଅ ଅସଦର ଏନକାଉଣ୍ଟରକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ସତ୍ୟପାଠ ମାଗିଛନ୍ତି । ବିକାଶ!-->…