Browsing Category

ଦେଶ

ସୁଦାନ ସଂଘର୍ଷ: ଖାର୍‌ତୌମ୍‌ରୁ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତରଣ କଲେ ଆମେରିକୀୟ ସୈନିକ

ନୂଆଦିଲ୍ଲୀ: ସୁଦାନ ସଂଘର୍ଷ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଆଜି ଆମେରିକାର ସୈନିକମାନେ ଖାର୍‌ତୌମ୍‌ରେ ଥିବା ଆମେରିକୀୟ କୂଟନୀତିଜ୍ଞ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସ୍ଥାନାନ୍ତରଣ କରିଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଆମେରିକାର ରାଷ୍ଟ୍ରପତି ଜୋ…

ସୁପ୍ରିମକୋର୍ଟର ୪ ଜଣ ବିଚାରପତିଙ୍କ ସମେତ ୧୫୦ କର୍ମଚାରୀ କରୋନାରେ ଆକ୍ରାନ୍ତ

ସୁପ୍ରିମ୍ କୋର୍ଟର ଚାରିଜଣ ବିଚାରପତି କୋଭିଡ୍ ଆକ୍ରାନ୍ତ । କେବଳ ବିଚାରାପତି ନୁହେଁ ୧୫୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ କ୍ୱାରେଣ୍ଟିନରେ ରହିଛନ୍ତି । ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି କୋଭିଡ୍-୧୯ରେ ସଂକ୍ରମିତ…

ବାପାଙ୍କ ପରି ସହିଦ ହେଲା ପୁଅ, କାରଗିଲ ଯୁଦ୍ଧରେ ବାପା ଜୀବନ ଦେଇଥିଲେ ଏବେ ପୁଞ୍ଛ ଆତଙ୍କୀ ଆକ୍ରମଣରେ ଚାଲିଗଲା ପୁଅର…

ବାପା ଭଳି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ପୁଅ । ବାପା କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଏବେ ପୁଅ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହେଲେ ସହିଦ। ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୫ ଜଣ ଯବାନଙ୍କ ମଧ୍ୟରେ ରହିଥିଲେ…

ବିହାର ‘ବିଜେପି’ ମୁଖ୍ୟଙ୍କ ମନ୍ତବ୍ୟ ନିର୍ବୋଧତା: ନୀତୀଶ କୁମାର

ପାଟନା: ‘ବିଜେପି’ ନେତାମାନଙ୍କର ନୂତନ ପିଢ଼ିମାନେ ନିର୍ବୋଧ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ‘ବିଜେପି’ ସଭାପତି ସମ୍ରାଟ୍‌ ଚୌଧୁରୀ ଦେଇଥିବା ‘ମିଟ୍ଟି ମେ ମିଲା ଦେଙ୍ଗେ’ (ଓଡ଼ିଆରେ ‘ଧ୍ବଂସ କରିଦେବୁ’) ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି। …

ଆତ୍ମସମର୍ପଣ କଲା ପଳାତକ ଘୋଷିତ ଅମ୍ରିତପାଲ ସିଂହ

ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଶେଷରେ ଆତ୍ମସମର୍ପଣ କରିଛି। ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ…

ଏଚ୍‌ଡି କୁମାରସ୍ୱାମୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ଗତ ଶନିବାର ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଏଚ୍‌ଡି କୁମାରସ୍ୱାମୀ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିବା କହିଥିଲେ।…

ପୁଞ୍ଛରେ ସେନା ଟ୍ରକ ଉପରେ ଷ୍ଟିକି ବୋମା, ୨ଟି ଗ୍ରେନେଡ, ଏକେ-୪୭ରେ ୩୬ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ସେନା ଟ୍ରକ ଉପରେ ହୋଇଥିବା ଆକ୍ରମଣ ମାଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସେନା ଟ୍ରକକୁ ଉଡାଇବା ପାଇଁ ଷ୍ଟିକି ବୋମାର ବ୍ୟବହାର କରିଥିଲେ । ଯାହାର ପ୍ରମାଣ ମିଳିଛି । ସେନା ଗାଡିରେ ବୋମା ପ୍ଲାଣ୍ଟ କରି ଆତଙ୍କୀ ପାଖାପାଖି ୩୬ ରାଉଣ୍ଡ ଗୁଳି…

ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଇଥିବା ଯୁବକ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । କେରଳ ପୋଲିସ ଶନିବାର ରାତିରେ ଯୁବକଙ୍କୁ ଗିରଫ କରିଛି । ଆସନ୍ତାକାଲି ମୋଦି କେରଳ ଗସ୍ତରେ ଯିବେ। ଅଭିଯୁକ୍ତ ଜେଭିୟର ନିଜ ପଡୋଶୀଙ୍କୁ ବ୍ୟକ୍ତିଗତ ଝଗଡା ଯୋଗୁଁ ଫସାଇବା…

ବଳାତ୍କାର କେସ୍‌ରୁ ମୁକୁଳାଇବାକୁ ୧୦ ଲକ୍ଷ ମାଗୁଥିଲେ ଆପ୍‌ ବିଧାୟକଙ୍କ ବାପା, ବାନ୍ଧିଲା ପୁଲିସ୍‌

‘ ମୋତେ ୧୦ ଲକ୍ଷ ଦେଲେ, ବଳାତ୍କାର କେସ୍‌ରୁ ତୁମକୁ ମୁକୁଳାଇ ଦେବି। ନଚେତ ଜେଲ୍‌ ହାଜତରେ ଦିନ କାଟୁଥିବ ।’ ଏପରି ଧମକ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଅଭିଯୋଗରେ ବନ୍ଧା ହେଲେ ଆପ୍‌ ବିଧାୟକଙ୍କ ବାପା । ପଞ୍ଜାବର ଆପ୍‌ ବିଧାୟକ ଜଗଦୀପ କାମବୋଜ ଗୋଲ୍ଡିଙ୍କ ପିତା ସୁରିନ୍ଦର…

ଅତିକ ହତ୍ୟାକାରୀର ବୟସକୁ ନେଇ ଦ୍ୱନ୍ଦ୍ୱ; ହେବ ମେଡିକାଲ ଟେଷ୍ଟ

ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର ଅତିକ ଓ ତା’ର ଭାଇ ଅଶରଫଙ୍କ ଉପରକୁ ପୁଲିସ୍‌ ଉପସ୍ଥିତିରେ ଗୁଳି ବର୍ଷା କରି ହତ୍ୟା କରିଥିଲେ ୩ ସୁଟର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି । ୨ ଗ୍ୟାଙ୍ଗଷ୍ଟାରଙ୍କ ମର୍ଡର କେସ୍‌ରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିବା…