Browsing Category

ଦେଶ

ଅଭିଷେକ ବାନାର୍ଜୀଙ୍କୁ ଜେରା କରିବାକୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍କୁଲ୍‌ ଶିକ୍ଷକ ଚୟନରେ ହୋଇଥିବା ଦୁର୍ନୀତି ଉପରେ ଚାଲିଥିବା ତଦନ୍ତରେ ‘ତୃଣମୂଳ କଂଗ୍ରେସ’ର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଜେରା କରାଯାଉ ବୋଲି ‘ସିବିଆଇ’ ଓ ‘ପ୍ରବର୍ତ୍ତନ’ ନିର୍ଦେଶାଳୟଙ୍କୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌…

‘ବିଜେପିକୁ ଯିବନି ଏନସିପି, କିନ୍ତୁ ବିଧାୟକମାନେ ସେମାନଙ୍କ ନିଷ୍ପତ୍ତି ନେଇପାରିବେ’

ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ଦଳର ମୁଖପତ୍ର ସାମ୍ନାରେ ସାଂଘାତିକ ତଥ୍ୟ ଦେଇଛନ୍ତି। ଏନସିପି ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ଭିତରରେ ସାମ୍ନାରେ ଅତ୍ୟନ୍ତ ରୋଚକ କଥା ପ୍ରକାଶ ପାଇଛି। ଏପ୍ରିଲ ୧୧ରେ ଏନସିପି ସୁପ୍ରିମୋ ଶରଦ ପାୱାର…

ସମଲିଙ୍ଗୀ ବିବାହକୁ ସୁପ୍ରିମ୍‌ କୋର୍ଟରେ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପା‌ରିବେ ନାହିଁ ବୋଲି ସମଲଙ୍ଗୀ ବିବାହକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ…

ବିଗିଡ଼ଗଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା, ଦିଲ୍ଲୀ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ସୋମବାର ଭୋର ପ୍ରାୟ ୩ଟା ବେଳେ ଦିଲ୍ଲୀର ସାର୍ ଗଙ୍ଗାରାମ…

ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି।ଏପ୍ରିଲ୍‌ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍‌ଗେ ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରତି ଦଶ…

ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ – କେ. ଅନ୍ନାମଲାଇ 

ଚେନ୍ନାଇ: ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗ ପାଇଁ କ୍ଷମାଭିକ୍ଷା କରିବା ଏବଂ କ୍ଷତିପୂରଣ ବାବଦକୁ ୫୦୦ କୋଟି ଟଙ୍କା ଭରଣା କରିବା ପାଇଁ ‘ଲିଗାଲ୍‌ ନୋଟିସ୍‌’ ପାଇବା ପରେ ଆଜି ତାମିଲନାଡୁ ‘ବିଜେପି’ ନେତା କେ.…

ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବରେ ଅଂଶୁଘାତ, ୧୩ ମୃତ, ୬ଶହ ଅସୁସ୍ଥ

ରାୟଗଡ଼ : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବର କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ଅତ୍ୟଧିକ ଖରାରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ହୃଦଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ହିଟ୍‌ଷ୍ଟ୍ରୋକ୍‌ର ଶିକାର ହୋଇ…

ଅତିକ ଓ ଅସରଫର ବ୍ୟବଚ୍ଛେଦ ରିପୋର୍ଟ ଆସିଲା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଭାଇ ଅସରଫ ଦୁଇଭାଇଙ୍କୁ ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ ଓ ଅସରଫଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଦୁଇଭାଇଙ୍କ ଶବ…

ଭିଡିଓ ଭାଇାରଲ ହେବା ପରେ କ୍ଷମା ମାଗିଲେ ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷ…

ଚଣ୍ଡୀଗଡ଼ : ସ୍ୱର୍ଣ୍ଣ ମନ୍ଦିରରେ ଘଟିଥିବା ଏକ ଘଟଣାର ଭିଡିଓ ସୋମବାର ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିରେ ପ୍ରବେଶ କରିବାକୁ ମନା କରିଥିଲେ। ଏହା ପରେ ଉକ୍ତ ମହିଳା…

୬୫ ଘଣ୍ଟା ପଚରାଉଚରା କରିବା ପରେ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ସିବିଆଇ

କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଗିରଫ କରିଛି। ପ୍ରାୟ ୬୫ ଘଣ୍ଟା ପଚରାଉଚରା କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି।ଶ୍ରୀ ସାହାଙ୍କୁ ସିବିଆଇ ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ତାଙ୍କ ଘରେ…