Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।ଆଜି ପୂର୍ବାହ୍ନ ୧୦ଟା ପରେ ଶେଟ୍ଟାର!-->…
କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ
ଅହମଦାବାଦ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଏମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି କରାଯାଇଛି। ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନି!-->…
ପ୍ରାତଃଭ୍ରମଣବେଳେ ବ୍ୟକ୍ତିଙ୍କୁ ଝୁଣି ମାରିଦେଲେ ବୁଲା କୁକୁର
ଆଲିଗଡ଼ : ପୁଣିଥରେ ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଦୌରାତମ୍ୟ। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବ୍ୟକ୍ତି ବୁଲା କୁକୁରଙ୍କ ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଆଲିଗଡ଼!-->…
ପଶ୍ଚିମବଙ୍ଗରେ କାଲିଠାରୁ ସପ୍ତାହେ ସ୍କୁଲ ଛୁଟି
କୋଲକାତା : ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା!-->…
ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ
ପ୍ରୟାଗରାଜ : କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି।!-->…
ଅତିକ ଓ ଅଶରଫଙ୍କୁ ହତ୍ୟା କରିଥିବା ୩ ଯୁବକ ଅଭ୍ୟାସଗତ ଅପରାଧୀ
ପ୍ରୟାଗରାଜ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ସୂଚନା ଦେଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ।ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି- ଲବଲେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ। ସେମାନଙ୍କ!-->…
‘ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି’: ବିରୋଧୀ ନେତା
ନୂଆଦିଲ୍ଲୀ: ଗଣମାଧ୍ୟମ ଓ ପୁଲିସ ଉପସ୍ଥିତିରେ ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି। ଏହି ହତ୍ୟାଘଟଣାକୁ ନେଇ କ୍ରମାଗତ ଭାବେ!-->…
ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି…
ପ୍ରୟାଗରାଜ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ!-->…
ଫେମିନା ମିସ୍ ଇଣ୍ଡିଆ ୨୦୨୩ ବିଜୟିନୀ ହେଲେ ନନ୍ଦିନୀ ଗୁପ୍ତା…
ଇମ୍ଫାଲ୍: ଶନିବାର ଦିନ ମଣିପୁରର ଇମ୍ଫାଲ୍ସ୍ଥିତ ଖୁମାନ୍ ଲମ୍ପକ୍ ଇଣ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ୫୯ତମ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍’ ପ୍ରତିଯୋଗିତାର ‘ଗ୍ରାଣ୍ଡ୍ ଫିନାଲେ’ରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍’ ମୁକୁଟ ବିଜୟିନୀ!-->…
ଅତିକ ଅହମଦ ଓ ଭାଇ ଅଶରଫଙ୍କୁ ଗୁଳି, ଉଭୟ ମୃତ…
ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ଉଭୟଙ୍କୁ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍ ପାଇଁ ନିଆ ଯାଉଥିବା ବେଳେ!-->…