Browsing Category

ଦେଶ

ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ସମେତ ୧୩ ଆଞ୍ଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ଜିଡି ପରୀକ୍ଷା…

ନୂଅଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ପାଇଁ କନେଷ୍ଟବଳ (ଜେନେରାଲ ଡ୍ୟୁଟି)…

ପଶ୍ଚିମବଙ୍ଗରେ ୩୫ ଆସନ ପାଇଁ ଅମିତ ଶାହଙ୍କ ଆହ୍ବାନକୁ ସମାଲୋଚନା କଲା ତୃଣମୂଳ କଂଗ୍ରେସ

କୋଲ୍‌କାତା: ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ୩୫ ଆସନ ଦେବା ପାଇଁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ କହିଛି ଯେ, ଏଥର ବି ‘ବିଜେପି’ ପୁଣି ହାରିବ। ଶୁକ୍ରବାର ଦିନ ପଶ୍ଚିମବଙ୍ଗର…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗତ କାଲି ସନ୍ଧ୍ୟାରେ ଦ୍ୱାରକାରେ ଘଟିଛି। ମୃତ ନେତାଜଣକ ହେଲେ ନଫଜଗଡ଼ ଅଞ୍ଚଳର ଭାଜପା କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲା । ବିନ୍ଦାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ…

ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା…

ବାର୍ଷିକ ଅମରନାଥ ଯାତ୍ରା କେବେ ଠାରୁ ଆରମ୍ଭ ହେବ, ତା’ର ତାରିଖ ଆଜି ଘୋଷଣା କରାଯାଇଛି। ଜୁଲାଇ ୧ରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ଦୀର୍ଘ ୬୦ ଦିନ ଧରି ଏହି ଯାତ୍ରା ଚାଲିବ। ଏହି ଅବସରରେ ଦକ୍ଷିଣ କଶ୍ମୀରରେ ଥିବା ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ କରୋନା ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୭୫୩ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର…

ନିର୍ବାଚନ ପୂର୍ବରୁ ଅଟୋରୁ ମିଳିଲା କୋଟିଏ ଟଙ୍କା

ବେଙ୍ଗଲୁରୁ : ଗାଡ଼ି ଦାମ ସେତିକି ନୁହେଁ ଯେତିକି ଟଙ୍କା ମିଳିଲା ସେଥିରୁ । ଗୋଟିଏ ଅଟାରିକ୍ସାରୁ ଜବତ ହୋଇଛି କୋଟିଏ ଟଙ୍କା । ଗତକାଲି ବେଙ୍ଗାଲୁରୁ ସିଟି ମର୍କେଟରୁ ଏହି ଅଟୋକୁ ଜବତ କରିଛି ସ୍ଥାନୀୟ ପୋଲିସ୍‌ । ଏହି ଘଟଣାରେ ସୁରେଶ ଓ ପ୍ରବୀଣ ନାମକ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରି…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌…

ନୂଆଦିଲ୍ଲୀ : କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌ । ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ୍‌ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ସମନ କରିଛି ସିବିଆଇ । ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରେ…

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୧୩ ମୃତ, ୨୫ରୁ ଊର୍ଦ୍ଧ୍ବ ଆହତ…

ମୁମ୍ବାଇ :ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୧୩ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୪୦ ଜଣ ଏକ କାର୍ଯ୍ୟକ୍ରମରେ ଯୋଗ…

ଚୀନ ମାଞ୍ଜା ସୂତା ଉପରେ ଲାଗିବ ରୋକ୍‌

ନୂଆଦିଲ୍ଲୀ : ଚୀନ ମାଞ୍ଜା ସୂତା ଜନିତ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ସିପିସିବି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଚୀନ ମାଞ୍ଜାର ପ୍ରସ୍ତୁତି, କିଣାବିକା, ଭଣ୍ଡାରଣ ଓ ବ୍ୟବହାର…

ବିଜେପି ଛାଡ଼ିଥିବା ଲକ୍ଷ୍ମଣ ଧରିବେ କଂଗ୍ରେସ ହାତ

ଟିକେଟ ନପାଇବା ଯୋଗୁ ଦୁଇ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡ଼ି କଂଗ୍ରେସରେ ଯୋଗ ଦେଇ ପାରନ୍ତି। ଶୁକ୍ରବାର ସକାଳେ ସେ କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିବା ପରେ…