Browsing Category

ଦେଶ

କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍…

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍ ପୁଣି ଥରେ ଦେଶପାଇଁ ଗୌରବ ଆଣିଛନ୍ତି । ସେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ…

ଅତୀକ ଅହମ୍ମଦର ଗାଡ଼ି ବାଟରେ ଓଲଟି ଯିବ କି ?  ଅଖିଳେଶଙ୍କ ବଡ଼ ବୟାନ

ଲକ୍ଷ୍ମୌ : ମାଫିଆ ଡନ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦକୁ ଗୁଜରାଟରୁ ଉତ୍ତରପ୍ରଦେଶ ଅଣାଯାଉଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଧହୁଏ ତାଙ୍କ…

ଲଳିତ ମୋଦୀ ଓ ନିରବ ମୋଦୀ କ’ଣ ପଛୁଆ ବର୍ଗରେ ଆସୁଛନ୍ତି… ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଆଦୌ କହିନଥିଲେ ଯେ “ମୋଦୀ ଉପନାମ ଥିବା ପ୍ରତ୍ୟେକ ବ୍ୟକ୍ତି ଚୋର”। ନିରବ ମୋଦି ଓ ଲଳିତ ମୋଦି ପଛୁଆ ବର୍ଗ ବା ଓବିସି…

ରାଜନୀତିରେ ପାଦଥାପିଲେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ; ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ଦାୟିତ୍ବ ଗ୍ରହଣ କଲେ

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ବାଂସୁରୀ ସ୍ୱରାଜ ସୁପ୍ରିମକୋର୍ଟରେ ଓକିଲାତି କରୁଥିଲେ ବୋଲି ଜଣାପଡ଼ିଛି।ଦଳର…

ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ ପ୍ରସଙ୍ଗରେ କାନାଡା ରାଷ୍ଟ୍ରଦୂତଙ୍କୁ ଡକାଇ ଜବାବ ମାଗିଲା ଭାରତ…

ନୂଆଦିଲ୍ଲୀ: କାନାଡାରେ ଥିବା ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭକୁ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି । ଏସବୁ ଘଟଣାକୁ ନେଇ ଭାରତ ସରକାର କାନାଡା ହାଇକମିଶନର କ୍ୟାମେରନ ମ୍ୟାକେଙ୍କୁ ଡକାଇ ଜବାବ ତଲବ କରିଛନ୍ତି ।ବୈଦେଶିକ ବ୍ୟାପାର…

ପିଲାଙ୍କ ପରୀକ୍ଷା ଉତ୍ତର ଖାତାରୁ ବାହାରୁଛି ୧ଶହ, ୫ଶହ ଓ ୨ହଜାର ଟଙ୍କାର ନୋଟ…

ନୂଆଦିଲ୍ଲୀ: ଗୁରୁଜୀ…. ଅଧିକ ପାଠ ଲେଖିନି, ମୋର ଭବିଷ୍ୟତ ଖରାପ କରିବେ ନାହିଁ, ମୋତେ ଫେଲ କରିବେନି, ଏହା ରହିଲା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ, ଭାବୁଛି ଖୁସିରେ ଗ୍ରହଣ କରି‌ବେ।ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତା…

ଖୁସବୁଙ୍କ ‘ମୋଦି’ ଟ୍ୱିଟ୍‌କୁ ନେଇ ବିବାଦ, ବିଜେପିକୁ ଘେରିଲେ ବିରୋଧୀ 

ନୂଆଦିଲ୍ଲୀ : ଏକ ପୁରୁଣା ଟ୍ୱିଟ୍‌କୁ ନେଇ ବିବାଦରେ ଫସିଛନ୍ତି ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କିଛି ବର୍ଷ ତଳେ ବିଜେପି ନେତ୍ରୀ ଏକ ଟ୍ୱିଟ୍ କରିଥିଲେ। ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏଥିସହ ଏହାକୁ ନେଇ…

ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ କଂଗ୍ରେସର ରଣହୁଙ୍କାର…

ନୂଆଦିଲ୍ଲୀ : ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍ ମୁଡ୍‌ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ…

ଇତିହାସ ରଚିଲା ଇସ୍ରୋ, ଏକାସଙ୍ଗେ ମହାକାଶକୁ ପଠାଇଲା ୩୬ ସାଟେଲାଇଟ୍‌…

ବେଙ୍ଗାଲୁରୁ : ପୁଣି ଆଉ ଏକ ଇତିହାସ ରଚିଲା ଇସ୍ରୋ। ଏକା ସଙ୍ଗେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ…

ଉମେଶ ପାଲ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେବ ପୁଲିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ନିକଟରେ ଏନକାଉଣ୍ଟର କରିଛି ପୁଲିସ୍‌। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ତେବେ ଉମେଶ ପାଲ୍‌ଙ୍କ ଅନ୍ୟତମ ହତ୍ୟା ଅଭିଯୁକ୍ତ ଆତିକ୍‌…