Browsing Category

ଦେଶ

ମନୀଷ ସିସୋଦିଆ ନିରାଶ, ୭ ଦିନିଆ ରିମାଣ୍ଡରେ ନେବ ଇଡି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ। ଆଜି ତାଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି। ଫଳରେ କୋର୍ଟ ତାଙ୍କୁ ୭ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ଇଡି ତାଙ୍କୁ ଏହି ମାମଲାରେ ଜେରା କରିବ। ଅବକାରୀ ନୀତି ଦୁର୍ନୀତି ମାମଲାରେ…

ଜାମିନ ଆବେଦନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି…

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଟିମ୍ ଅବକାରୀ ନୀତି ମାମଲାରେ…

ପାକିସ୍ତାନର ଇତିହାସ ବହିରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଭୁଲ କଥା…

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ଦେଶ ହୋଇଥିଲେ ବି ଉଭୟଙ୍କ ଇତିହାସ ସମାନ । କାରଣ ୧୯୪୭ ପୂର୍ବରୁ ପାକିସ୍ତାନ ଭାରତରୁ ଅଲଗା ହୋଇ ଗଠନ କରାଯାଇଥିଲା । ଏହା ସତ୍ତ୍ବେ ପାକିସ୍ତାନରେ ସ୍କୁଲ ପିଲାଙ୍କୁ ଭୁଲ ଇତିହାସ ପଢାଯାଇ ବିଭ୍ରାନ୍ତ କରାଯାଉଛି । ପିଲା ବୟସରୁ ସେମାନଙ୍କ ମନରେ…

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‌ ୧ମ ଦିନ: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ; ଦର୍ଶକଙ୍କ ମଧ୍ୟରେ ଅଛନ୍ତି…

ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍‌ ମ୍ୟାଚ୍‌ ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି।ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଅଷ୍ଟ୍ରେଲିଆ ଏକ…

ମାର୍ଚ ୧୧ରେ ‘ଇଡି’ରେ ହାଜର ହେବେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ ୧୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ ବୋଲି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କ‌େ. କବିତା ବୁଧବାର ଦିନ…

ବିଲରୁ ପାଇଥିବା ୪ ବାଘଛୁଆଙ୍କୁ ଫେରାଇବା ପାଇଁ ମା ବାଘୁଣୀକୁ ୭୨ ଘଣ୍ଟା ହେବ ଖୋଜୁଛନ୍ତି ୩୦୦ ଲୋକ

ହାଇଦ୍ରାବାଦ: ଉଦ୍ଧାର କରିଥିବା ୪ଟି ବାଘଛୁଆଙ୍କୁ ଫେରାଇବା ଲାଗି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌-କୁର୍ଣ୍ଣୂଲ୍‌ ଅଞ୍ଚଳରେ ବନ କର୍ମଚାରୀମାନେ ଗତ ୭୨ ଘଣ୍ଟା ହେବ ମା ବାଘୁଣୀକୁ ଖୋଜୁଛନ୍ତି।ଶସ୍ୟକ୍ଷେତ୍ରକୁ ଚାଲି ଆସି ବାଟ ଭୁଲିଯାଇଥିବା ବାଘଛୁଆମାନଙ୍କୁ ପ୍ରଥମେ ଗ୍ରାମବାସୀମାନେ ପାଇଥିଲେ।…

ଏ ବ୍ୟକ୍ତି ଜଣେ ଅପରାଧୀ: ମନୀଷ ସିସୋଦିଆଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ଏଲନ୍‌ ମସ୍କ୍‌ଙ୍କୁ କହିଲା…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ସମ୍ପ୍ରତି ତିହାର ଜେଲ୍‌ରେ ଥିବା ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଟୁଇଟର୍‌ ହ୍ୟା‌ଣ୍ଡଲ୍‌ ‘ବ୍ଲକ୍‌’ କରିବା ପାଇଁ ଦିଲ୍ଲୀ ‘ବିଜେପି’ ଏଲନ୍‌ ମସ୍କ୍‌ଙ୍କୁ ଅନୁରୋଧ କରିଛି।ମସ୍କ୍‌ଙ୍କ ନକଟରେ ଦିଲ୍ଲୀ ‘ବିଜେପି’ ନେତା ତଜିନ୍ଦର୍‌…

ସତୀଶ କୌଶିକଙ୍କର ପରଲୋକରେ ମୋଦିଙ୍କ ଶୋକ…

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ…

ଭିକ ମାଗିବା ଉପରେ ମହାରାଷ୍ଟ୍ରରେ କଟକଣା…

ନାଗପୁର : ଏଣିକି ଆଉ ଛକ କିମ୍ବା ଗଳି କନ୍ଦିରେ ମାଗି ପାରିବେନି ଭିକ। ଭିକ ମାଗିଲେ ହେବ ଜେଲ୍। ଦେଶର ଭିନ୍ନ ଭିନ୍ନ ସହରରେ ଶହ ଶହ ଲୋକେ ଭିକ୍ଷା ବୃତ୍ତି କରି ଚଳି ଆସୁଛନ୍ତି। ପେଟ ପୋଷିବା ପାଇଁ ଅନ୍ୟ ପାଖରେ ହାତ ପତାଉଛନ୍ତି। ଏଭଳି ସ୍ଥିତିରେ ଏବେ ଏହି ଭକ ମାଗିବା ଉପରେ ପ୍ରଶାସନ କଟକଣା…

ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ…

ମୁମ୍ବାଇ : ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର। ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସତୀଶଙ୍କ ପରଲୋକ ନେଇ ସାଥୀ କଳାକାର…