Browsing Category

ଦେଶ

ପାକିସ୍ତାନରେ ହୋଲି ପାଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ରୁ ଅଧିକ ଛାତ୍ର ଆହତ…

ନୂଆଦିଲ୍ଲୀ : କାଙ୍ଗାଳ ପାକିସ୍ତାନ ନିଜର ପ୍ରକୃତି ଛାଡ଼ୁନି । ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି । ଆଉ ଏବେ ହୋଲି ଖେଳକୁ ନେଇ ବିବାଦ ଆରମ୍ଭ ହୋଇଛି । ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ…

ବିଦେଶ ଗଲେ ରାହୁଲ ଗାନ୍ଧି ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଭୁଲିଯାଉଛନ୍ତି  : ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିକାଲି ଲଣ୍ଡନ ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଦେଶମାଟିରେ ସେ ଭାରତରେ ଗଣତନ୍ତ୍ର ନାହିଁ ବୋଲି କହୁଛନ୍ତି । ଏହାର ଜବାବ ଦେଇଛି ବିଜେପି । ବିଜେପିର ପାର୍ଟିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଲଣ୍ଡନ ଗସ୍ତକୁ ନେଇ ରାହୁଲ ଗାନ୍ଧିଙ୍କ…

ମହିଳା ପ୍ରିମିୟର୍ ଲିଗ୍: ଗୁଜରାଟଠୁ ବିଜୟ ଛଡ଼ାଇନେଲା ୟୁପି…

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ପରାସ୍ତ କରିଛି। ୧୭୦ ରନ୍‌କୁ ପିଛା କରି ୟୁପି ୨୦/୩ରେ ସଂଘର୍ଷ କରୁଥିବା ବେଳେ କିରଣ ନଭଗିରେ (୪୩ ବଲ୍‌ରୁ ୫୩…

ପାକିସ୍ତାନ ନେତାଙ୍କୁ ଚପଲରେ ପିଟୁଛନ୍ତି ଲୋକେ !

ଇସ୍ଲାମାବାଦ : ପାକିସ୍ତାନରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଏବଂ ଲୋକଙ୍କ ହିନସ୍ତା କହିଲେ ନ ସରେ । ଅଟା ଓ ଡାଲି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତ ବଢିଯାଇଛି, ତାସହିତ ବଜାରରେ ଏଗୁଡ଼ିକର ଅଭାବ ମଧ୍ୟ ଦେଖାଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷର…

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ

ପାଟନା: ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଆଜି ପଚରାଉଚରା କରିବା ପରେ କାଲି ଜେରା ପାଇଁ ଲାଲୁ ଯାଦବଙ୍କୁ ସିବିଆଇ ସମନ ପଠାଇଥିବା ଜଣାପଡ଼ିିଛି। ଦିଲ୍ଲୀର ସିବିଆଇ…

ଯୋଗୀଙ୍କ ମନ୍ତ୍ରୀ ଉପରେ ଅଭିଯୋଗ ଆଣିଲେ ଆତୀକ ଅହମ୍ମଦର ପରିବାର

ପ୍ରୟାଗରାଜ : ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟାକାଣ୍ଡ ପ୍ରସଙ୍ଗରେ ଅଭିଯୁକ୍ତ ଆତୀକ ଅହମ୍ମଦର ପରିବାର ପକ୍ଷରୁ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତାଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ଅତିକ ଅହମ୍ମଦଙ୍କ ଭଉଣୀ ଆୟେଶା ନୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ…

ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ବନ୍ଦ ହେଲା ଆରି ନିଉଜ୍ ଚ୍ୟାନେଲ…

ଇସଲାମାବାଦ: ବନ୍ଦ ହେଲା ପାକିସ୍ତାନର ଆରି ନିଉଜ୍ ଚ୍ୟାନେଲ। ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ପାକିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ଆରି ଟିଭିକୁ ଆଜି ବନ୍ଦ କରି ଦିଆଯାଇଛି। ରବିବାର ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ ହେଉଥିବା ଦେଖି ଗଣମାଧ୍ୟମ…

ତୁନିଶା ବଞ୍ଚିଥିଲେ ମୋ ପାଇଁ ଲଢ଼ିଥାନ୍ତେ; ଜେଲରୁ ବାହାରିବା ପରେ କହିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନଙ୍କୁ ମାର୍ଚ୍ଚ ୪ରେ ଜାମିନ ମିଳିଥିଲା। ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ତୁନିଶାଙ୍କୁ ଆତ୍ମହତ୍ୟା…

ଭାରତରେ ଗର୍ଜିଲେ ଇରାନୀ ମହିଳା, ନିଜ ଦେଶ ବିରୋଧରେ ଧାରଣା ଦେଲେ

ନୂଆଦିଲ୍ଲୀ : ନାବାଳିକାଙ୍କୁ ତଥା ମହିଳାଙ୍କୁ ଶିକ୍ଷାଠୁ ଦୂରେଇ ରଖିବା ନିମନ୍ତେ ଇରାନରେ ହେଉଥିବା ଅମାନବୀୟ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ନାବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କେତେବେଳେ ସେମାନଙ୍କ ଖାଦ୍ୟରେ ବିଷ ଦିଆଯାଉଛି ତ କେତେବେଳେ ସେମାନଙ୍କ ଉପରକୁ ରସାୟନିକ…

ମାଣିକ ସାହା ହେବେ ପୁଣି ମୁଖ୍ୟମନ୍ତ୍ରୀ…

ଅଗରତାଲା : ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବେ ମାଣିକ ସାହା। ଆଜି ବିସିଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏହାର ଅର୍ଥ ସେ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନିକଟରେ ଶେଷ ହୋଇଥିବା ତ୍ରିପୁରା ବିଧାନସଭା…