Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲିଭ ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ପୂର୍ବରୁ ପାର୍ଟି କରିଥିଲେ ବୟଫ୍ରେଣ୍ଡ
ନୂଆଦିଲ୍ଲୀ : ଲିଭ ଇନ୍ରେ ରହୁଥିବା ନିଜ ଲାଇଫ ପାର୍ଟନରଙ୍କୁ ହତ୍ୟା କରି ଫ୍ରିଜ୍ରେ ରଖିବା ମାମଲାରେ ତଦନ୍ତରୁ ନୂଆ ନୂଆ ଖିଅ ସାମ୍ନାକୁ ଆସୁଛି। ଫେବୃଆରୀ ୧୦ରେ ୨୨ ବର୍ଷୀୟ ଯୁବତୀ ନିକ୍କି ଯାଦବଙ୍କୁ ତାଙ୍କ ପାର୍ଟନର ସାହିଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ତାଙ୍କ!-->…
ଦିଲ୍ଲୀରେ ‘ଆଦି ମହୋତ୍ସବ’କୁ ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ସର୍ବବୃହତ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ!-->…
ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା: ମନ୍ତ୍ରୀ
ନୂଆଦିଲ୍ଲୀ :
ଆସନ୍ତା ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଆସିବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ଏହା କହିଛନ୍ତି। ଉଚ୍ଚାଭିଳାଷୀ ଚିତା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଠଟି ଚିତା!-->!-->!-->…
ବିବିସି ଉପରେ ତୃତୀୟ ଦିନରେ ଚଢ଼ଉ ଜାରି : ଘରୁ କାମ କରୁଛନ୍ତି କର୍ମଚାରୀ
ନୂଆଦିଲ୍ଲୀ : ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ଅଧିକାରୀମାନେ ଆଜି ତୃତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ତଲାସ ଜାରି ରଖିଛନ୍ତି। ଦିଲ୍ଲୀ ବିବିସି କାର୍ଯ୍ୟାଳୟର ପ୍ରାୟ ୧୦ ଜଣ ବରିଷ୍ଠ କର୍ମଚାରୀ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ପରଠାରୁ!-->…
ଦିଲ୍ଲୀରେ ହାରିଲା ଆପ୍, ଜିତିଲା ବିଜେପି: ଇତିହାସ ରଚିଲେ କୌଶର ଜାହାଁ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି(ଆପକୁ) ଦିଲ୍ଲୀରେ ଶକ୍ତ ଝଟକା ଲାଗିଛି। ବିଜେପିର କୌଶର ଜାହାଁ ଗୁରୁବାର ଦିଲ୍ଲୀ ହଜ କମିଟିର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଆପ୍ ଦିଲ୍ଲୀ ହଜ୍ କମିଟିରୁ କର୍ତ୍ତୃତ୍ୱ ହରାଇଛି। ଦିଲ୍ଲୀ ଇତିହାସରେ କୌଶର!-->…
ଡ୍ରୋନ୍ରେ ଆସିଲା ଔଷଧ; ୪୦ କିଲୋମିଟରକୁ ଲାଗିଲା ୩୦ ମିନିଟ୍…
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଗଢ଼ୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନ୍ରେ ଔଷଧ ଆସିଥିଲା। ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍ସରୁ ପଠାଯାଇଥିଲା। ଋଷିକେଶରୁ ତେହରି ୪୦ କିଲୋମିଟର ଦୂରତା ହୋଇଥିବା ବେଳେ ଡ୍ରୋନ୍ଟିକୁ!-->…
ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ବ୍ରହ୍ମପୁର ଝିଅ ମଧୁସ୍ମିତା, ଚାରିଆଡ଼ୁ ପ୍ରଶଂସାର…
ବ୍ରହ୍ମପୁର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର। ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ ସଫଳତାର ସହ ଆରୋହଣ କରି ସୁନାମ ଅର୍ଜନ କରିଛନ୍ତି। ମଧୁସ୍ମିତା ପାତ୍ର ୧୦ ତାରିଖରେ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରି ଥିଲେ।!-->!-->!-->…
ନୂଆ ସର୍ଭେକୁ ନେଇ ତୃଣମୂଳ କଂଗ୍ରେସ ଶିବିରରେ ଟେନସନ…
କୋଲକାତା: ଲୋକସଭା ନିର୍ବାଚନକୁ ଆଉ ମାତ୍ର ଏକ ବର୍ଷ ବାକି ଅଛି। ସମସ୍ତ ଦଳ ଏବେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଲେଣି | ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ ଜିତିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିବାବେଳେ ଏବେ ଏମିତି ଏକ ସର୍ଭେର ଫଳାଫଳ ଆସିଛି ଯାହାକୁ ନେଇ!-->…
‘ଟୁଇଟର୍’ର ନୂଆ ‘ସିଇଓ’ ମଣିଷ ନୁହେଁ, ମସ୍କଙ୍କ କୁକୁର
ନୂଆଦିଲ୍ଲୀ: ପରାଗ ଅଗ୍ରୱାଲ୍ଙ୍କ ଅପେକ୍ଷା ଯଥେଷ୍ଟ ଭଲ ବୋଲି କହି ଏଲନ୍ ମସ୍କ୍ ଆଜି ‘ଟୁଇଟର୍’ର ନୂଆ ‘ସିଇଓ’ଙ୍କ ପରିଚୟ କରାଇଛନ୍ତି। ମଜାର କଥା ହେଲା ‘ଟୁଇଟର୍’ର ନୂଆ ‘ସିଇଓ’ ମଣିଷ ନୁହେଁ, ଗୋଟାଏ କୁକୁର।ସେ ହେଉଛି ମସ୍କ୍ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର!-->…
ଦ୍ବିତୀୟ ଦିନ ‘ବିବିସି’ ଅଫିସ୍ରେ ଆୟକର ଚଢ଼ଉ; ଘରେ କାମ କରିବାକୁ କର୍ମଚାରୀଙ୍କୁ କହିଲା ‘ବିବିସି’…
ନୂଆଦିଲ୍ଲୀ: ଆୟକର ଅଧିକାରୀମାନେ ଆଜି ଦ୍ବିତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ତଲାସ ଜାରି ରଖିଥିବାରୁ ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ‘ବିବିସି’ ଇ-ମେଲ୍ କରି କହିଛି।ସମସ୍ତ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍ରେ!-->…