Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ଆଫତାବ, ହାଡ଼ ସବୁକୁ ପଥର ଗ୍ରାଇଣ୍ଡରରେ ପାଉଡର କରି ନଷ୍ଟ…
ନୂଆଦିଲ୍ଲୀ: ଆଫତାବ ପୁନାଓ୍ଵାଲା ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ଵାଲକରଙ୍କୁ ହତ୍ୟା କଲାପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡରେ କାଟି ପଲିଥିନ୍ ବ୍ୟାଗ୍ରେ ପୂରାଇ ଫ୍ରିଜ୍ରେ ରଖିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ମୃତ ଶରୀରର ହାଡ଼ଗୁଡ଼ିକୁ ଏକ ପଥର ଗ୍ରାଇଣ୍ଡର ସାହାଯ୍ୟରେ!-->…
ଭୁଜ ଭୂମିକମ୍ପକୁ ମନେ ପକାଇ ମୋଦି କହିଲେ, ‘ବହୁତ ଭଲ ଭାବେ ହୃଦୟଙ୍ଗମ କରିପାରୁଛି ତୁର୍କୀର ଅବସ୍ଥା…
ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପ୍ରବଣ ହୋଇପଡ଼ିଛନ୍ତି ଏବଂ ୨୦୦୧ ଭୁଜ ଭୂମିକମ୍ପକୁ ମନେ ପକାଇଛନ୍ତି, ଯେଉଁଥିରେ ଗୁଜରାଟରେ ୨୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧,୫୦,୦୦୦ରୁ ଅଧିକ ଲୋକ ଆହତ!-->…
ହେପାଜତରେ ଥିବା ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ନ୍ୟାୟିକ କିମ୍ବା ପୁଲିସ ହେପାଜତରେ ଥିବା ଜଣେ ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ!-->…
ତୁର୍କୀରେ ବିରଳ ପ୍ରକାରର ଭୂମିକମ୍ପ : ୨ ଦିନରେ ୫ଟି ବଡ଼ ଭୂମିକମ୍ପ, ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ
ଇସ୍ତାନବୁଲ : ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ!-->…
ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗ : ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲି ଅଟକ
ମୁମ୍ବାଇ : ପତ୍ନୀଙ୍କୁ ପିଟାପିଟି ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲିଙ୍କୁ ପୁଲିସ ଅଟକ ରଖିଛି। ସୁବୁରବର୍ଣ୍ଣ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଏଭଳି କାଣ୍ଡ ଘଟାଇଥିବା କାମ୍ବଲିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏଫ୍ଆଇଆର୍ ରୁଜୁ କରିଛି।!-->…
୧୯୭୧ ଯୁଦ୍ଧର ନରସଂହାର ପାଇଁ ପାକିସ୍ତାନ କ୍ଷମାମାଗୁ ବୋଲି କହିଲା ବାଂଲାଦେଶ; କଥା ଏଡ଼ାଇଲେ ହୀନା ରବ୍ବାନୀ…
କଲମ୍ବୋ: ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ବେଳେ ପାକିସ୍ତାନୀ ସେନା କରିଥିବା ନରସଂହାର ପାଇଁ ପାକିସ୍ତାନ ବାଂଲାଦେଶବାସୀଙ୍କୁ କ୍ଷମାଭିକ୍ଷା କରୁ ବୋଲି ପୁଣି ଥରେ ଦାବି କରାଯିବାରୁ ପାକିସ୍ତାନ ତାହାକୁ ଏଡ଼ାଇ ଦେଇଛି ବୋଲି ବଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ!-->…
ଆଦାନି ବିବାଦର ତଦନ୍ତ ଦାବି କରି ଦେଶବ୍ୟାପୀ ପ୍ରତିବାଦ ଚଳାଇଛି କଂଗ୍ରେସ
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ କମ୍ପାନିଜ୍ର ଅଂଶଧନ ଉପରେ ତଦନ୍ତ ଦାବି କରି ଆଜି କଂଗ୍ରେସ ‘ସଂସଦରୁ ସଡ଼କ ପର୍ଯ୍ୟନ୍ତ’ ପ୍ରତିବାଦ ଆରମ୍ଭ କରିଛି। ଅଦାନି ଗ୍ରୁପ୍ ବିରୋଧରେ ‘ୟୁଏସ୍ ସର୍ଟ-ସେଲର୍ ହିଣ୍ଡେନ୍ବର୍ଗ ରିସର୍ଚ’ର କରିଥିବା ଅଭିଯୋଗ ବିଷୟରେ ‘ମିଳିତ ସଂସଦ କମିଟି’ କିଂବା!-->…
ତୁର୍କୀ, ସିରିଆରେ ଭୂକମ୍ପ ହେବ ବୋଲି ୩ଦିନ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଡଚ୍ ଗବେଷକ, ହସି ଉଡାଇ ଦେଇଥିଲେ ଲୋକେ
ଇସ୍ତାନ୍ବୁଲ୍: ଆଜି ଦକ୍ଷିଣପୂର୍ବାଞ୍ଚଳ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୧୩୦୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଲୋକେ ଶୋଇଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଥିବାରୁ ଧରାଶାୟୀ!-->…
ତୁର୍କୀରେ ପୁଣି ଭୂମିକମ୍ପ, ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା
ଅଙ୍କାରା : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି । ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।ସୋମବାର ଭୋର ୪ଟା ବେଳେ ହୋଇଥିବା!-->…
ତୁର୍କୀ ଉପରେ ବିପଦର ପାହାଡ଼ : ପୁଣି ଆସିଲା ବଡ଼ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୪୦୦ ଟପିଲା…
ଇସ୍ତାନବୁଲ : ତୁର୍କୀ ଉପରେ ପଡ଼ିଥିବା ବିପଦ ଟଳିନାହିଁ । ସୋମବାର ଭୋରରୁ ହୋଇଥିବା ବିନାଶକାରୀ ଭୂମିକମ୍ପ ପରେ ସୋମବାରଦିନ ଆଉ ଏକ ବଡ଼ ଭୂମିକମ୍ପ ଆସିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ବୋଲି ଜଣାପଡ଼ିଛି । ଅପରାହ୍ଣ ସାଢେ ଗୋଟାଏରେ ଏହି ଭୂମିକମ୍ପ ଦକ୍ଷିଣ ତୁର୍କୀର!-->…