Browsing Category

ଦେଶ

ଆଜି ପୁରା ନିର୍ବାଚନୀ ଭାଷଣ ଦେଲେ, ଏଥିପାଇଁ ରାଷ୍ଟ୍ରପତି ଦାୟୀ ନୁହଁନ୍ତି: ଥରୁର

ନୂଆଦିଲ୍ଲୀ: ଆଜି ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ସାଂସଦ ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ମାଧ୍ୟମରେ ବିଜେପି ନିର୍ବାଚନର ଫାଇଦା ନେବାକୁ ଚେଷ୍ଟା କରୁଛି। କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତି…

ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା: ଦୋଷୀ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ…

ଦିଲ୍ଲୀ : ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ। ଦିଲ୍ଲୀ କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍ ହରଜିତ୍ ସିଂ ଭଲ୍ଲା ଶଙ୍କର ମିଶ୍ରାଙ୍କୁ ଏକ ଲକ୍ଷ ଟଙ୍କାର ମୁଚଲିକା ସହ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ,…

ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ ସନ୍ନି ଲିଓନି…

ନୂଆଦିଲ୍ଲୀ : ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ସନ୍ନି ଲିଓନି। ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ। ତାଙ୍କ ଗୋଡରେ ଆଘାତ ଲାଗିଛି। ଏନେଇ ସେ ଖୋଦ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି।ଶୁଟିଂ ସେଟ୍‌ରେ ସନ୍ନି ଲିଓନି ଆଘାତ ହେବା ପରେ ତାଙ୍କ ଗୋଡ଼ ଆଙ୍ଗୁଠି ଫାଟି ଯାଇଛି। ଏହା ପରେ ତାଙ୍କ…

ଅର୍ଥନୈତିକ ସର୍ଭେ ରିପୋର୍ଟ: ୬.୫ ପ୍ରତିଶତ ରହିପାରେ ଜିଡିପି ଅଭିବୃଦ୍ଧି ହାର…

ନୂଆଦିଲ୍ଲୀ : ସାଧାରଣ ବଜେଟ୍‌ ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ…

ଦୁଷ୍କର୍ମ ମାମଲାରେ ଆଶାରାମକୁ ପୁଣି ଆଜୀବନ ଜେଲ୍‌…

ନୂଆଦିଲ୍ଲୀ : ଆଶ୍ରମ ଭିତରେ ମହିଳା ଅନୁଗାମୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଛି। ସୋମବାର ଗୁଜରାଟର ଗାନ୍ଧିନଗରରେ ଥିବା ଗୋଟିଏ କୋର୍ଟ ଏହି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେସନ୍ସ କୋର୍ଟ ବିଚାରପତି ଡିକେ ସୋନି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ…

ହାଇଦ୍ରାବାଦ : ବଦଳିବ ଆନ୍ଧ୍ର ପ୍ରଦେଶର ରାଜଧାନୀ। ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ…

ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ: ଆଦାନୀ ବିଶ୍ୱ ଧନୀ ତାଲିକାର ଟପ୍‌ ୧୦ରୁ ଆଉଟ୍‌…

ନୂଆଦିଲ୍ଲୀ : ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗର ଖୁଲାସା ପରେ ଭାରତର ୧ନଂ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ଆଦାନୀ ଗ୍ରୁପ୍‌ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ…

LACରୁ LOC ଯାଏଁ ଦେଇଛୁ କଡ଼ା ଜବାବ: ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ : ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ୍‌ ଅଧିବେଶନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଭାରତ ଆତ୍ମ ନିର୍ଭର ହେବ। ପ୍ରଥମ ଥର ପାଇଁ ପୁରୁଷଙ୍କ…

୨ ଖ୍ରୀଷ୍ଟ ଧର୍ମ ଯାଜକଙ୍କ ଠିକଣାରେ ଆୟକର ବିଭାଗର ରେଡ୍‌…

ଚଣ୍ଡୀଗଡ଼ : ପଞ୍ଜାବର ୨ ଖ୍ରୀଷ୍ଟିୟାନ ଧର୍ମ ଯାଜକ ବଲଜିନ୍ଦର ସିଂହ ଓ ହରପ୍ରୀତ ଦେଓଲଙ୍କ ବିଭିନ୍ନ ଠକଣାରେ ଆଜି ଆୟକର ବିଭାଗ ରେଡ୍‌ କରିଛି। ଆଜି ଭାତିଣ୍ଡା, ହରିଆଣା, ଜମ୍ମୁ ଓ ଅମୃତସରର ଆୟକର ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍‌ କରିଛନ୍ତି। ଅମୃସର, କୁରାଲି ଓ ନୂଆ ଚଣ୍ଡିଗଡ଼ରେ…

କର୍ଣ୍ଣାଟକରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ବେଳେ ଗାୟକ କୌଳାସ ଖେର୍‌ଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ କୈଳାସ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ପ୍ରାପ୍ତ ସୂଚନା ଅନୁସାରେ, କର୍ଣ୍ଣାଟକର ହାମ୍ପିରେ ଆୟୋଜିତ ଉକ୍ତ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ ଖେର୍‌ଙ୍କ…