Browsing Category

ଦେଶ

ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ ଭାରତ ଓ ଚୀନ୍‌ ବହୁ କ୍ଷେତ୍ରରେ ଆଗୁଆ: ରୁଷ୍‌

ମାସାୱା: ଆର୍ଥିକ କ୍ଷମତାର ନୂତନ କେନ୍ଦ୍ରଗୁଡ଼ିକର ବିକାଶ ଏବଂ ଆର୍ଥିକ ଓ ରାଜନୈତିକ ପ୍ରଭାବ ବିଷୟରେ ବିସ୍ତୃତ ଭାବେ କହିବା ବେଳେ ଗୁରୁବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ଉପରୋକ୍ତ ବିଷୟରେ ଚୀନ୍‌ ଓ ଭାରତ ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ…

ପାଣି ଓ ରକ୍ତ ଏକାସଙ୍ଗେ ବୋହିପାରିବ ନାହିଁ’ ସିନ୍ଧୁ ନଦୀକୁ ନେଇ ଏଭଳି ସଂକେତ ଦେଇସାରିଥିଲେ ମୋଦୀ…

ନୂଆଦିଲ୍ଲୀ : ଇଣ୍ଡସ ୱାଟର ଟ୍ରିଟି (ଆଇଡବ୍ଲ୍ୟୁଟି) ତଥା ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାପାଇଁ ଭାରତ ପାକିସ୍ତାନକୁ ‌ନୋଟିସ୍‌ କରିଛି। ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ (୩) ଅନୁଯାୟୀ ସିନ୍ଧୁ ଜଳ ଚୁକ୍ତିର କମିସନରଙ୍କ ଦ୍ବାରା ଭାରତ ଜାନୁଆରି ୨୫ରେ ପାକିସ୍ତାନକୁ ଏହି ନୋଟିସ…

‘କଲେଜିୟମର ସୁପାରିସ ଉପରେ ସରକାର ବସିରହିବା ଗଣତନ୍ତ୍ର ପାଇଁ ମାରାତ୍ମକ’: ଆଇନ ମନ୍ତ୍ରୀ ରିଜିଜୁଙ୍କୁ ସମାଲୋଚନା କଲେ…

ମୁମ୍ବାଇ: ଦେଶରେ ବିଚାରପତି ନିଯୁକ୍ତିକୁ ନେଇ ଏବେ ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ‘ଶୀତଳ ଯୁଦ୍ଧ’ ଚାଲିଛି! ଏପରିସ୍ଥିତିରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିଣ୍ଟନ୍‌ ଫାଲି ନରିମାନ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍‌ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ଆଇନ…

ବଦଳିଲା ନାଁ: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ…

ନୂଆଦିଲ୍ଲୀ: ବଦଳିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ।ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ…

ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୨ରୁ ୩୦ ଭିତରେ ମା’ ହେଲେ ଭଲ…

ଗୌହାଟୀ: ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଗୁରୁମନ୍ତ୍ର। ସଠିକ ସମୟରେ ବିବାହ ଓ ମା’ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ସେ ଆଜି କହିଛନ୍ତି ଯେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ କରିବା ସହ ମା’ ହେବା ଉଚିତ। ଏଭଳି ନହେଲେ…

ଜିନ୍ସ ପିନ୍ଧିଥିବା ଓକିଲଙ୍କୁ ପୁଲିସ ଡାକି କୋର୍ଟ ପରିସରରୁ ବାହାର କରିଦେଲେ ବିଚାରପତି…

ଗୌହାଟୀ: ନିୟମ ନ ମାନି କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଓକିଲ | ଆଉ ଏହା ଦେଖି ପୁଲିସ ଡକାଇ କୋର୍ଟ ପରିସରରୁ ଓକିଲଙ୍କୁ ବାହାର କରିଦେଲେ ବିଚାରପତି | ଆସାମର ଗୌହାଟୀରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୌହାଟୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା କାରଣ…

ଯୁଦ୍ଧ ବିମାନ ଦୁର୍ଘଟଣା: ମଝି ଆକାଶରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ; ସୁଖୋଇ-୩୦ ଏବଂ ମିରାଜ-୨୦୦୦; ମଧ୍ୟରେ ଉଡ଼ାଣ କାଳରେ ମଝି ଆକାଶରେ ଧକ୍କା ହୋଇଥିଲା କି ନାହିଁ ତାହାର ଅନୁସନ୍ଧାନ ଭାରତୀୟ ବାୟୁସେନା (ଆଇଏଏଫ୍‌) କରିବ।ଉଡାଣ ଭରିବା କାଳରେ ଦୁଇଟି ଯୁଦ୍ଧ ବିମାନ…

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ସ୍କ୍ରିନିଂ ହେଲା ବିବିସିର ବିବାଦୀୟ ଗୋଧ୍ରା ଦଙ୍ଗା ଡକ୍ୟୁମେଣ୍ଟାରି…

ପୁଣେ: ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର କ୍ୟାମ୍ପସ୍‌ ପରିସରରେ ୨୦୦୨ର ଗୋଧ୍ରା ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି ବୋଲି ଶନିବାର ଦିନ ଏଫଟିଆଇଆଇ ଛାତ୍ର ସଂଘ ଦାବି କରିଛି।ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା ଜାରି…

‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି

କୋରାପୁଟ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଗମାଙ୍ଗ ପରିବାର…

ହଠାତ ରାହୁଲଙ୍କ ସୁରକ୍ଷା ହଟାଇ ଦିଆଯିବାରୁ ଅଧାରେ ଅଟକିଲା ଭାରତ ଯୋଡୋ ଯାତ୍ରା…

ନୂଆଦିଲ୍ଲୀ: ହଠାତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ହଟାଇ ଦିଆଯିବାରୁ ଅଧାରେ ଅଟକିଲା ଭାରତ ଯୋଡୋ ଯାତ୍ରା। କଶ୍ମୀରରେ ଏବେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଆଜି ଏହାକୁ ଅଧାରୁ ସ୍ଥଗିତ ରଖିଛି କଂଗ୍ରେସ। କଂଗ୍ରେସ ଅଭିଯୋଗ କରିଛି ଯେ କଶ୍ମୀରରେ ରାହୁଲ…