Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗର୍ଭବତୀ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ…
ଶ୍ରୀନଗର: ପ୍ରସବ ବେଦନାରେ ପୀଡ଼ିତ ଜଣେ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ। ଜମ୍ମୁ କଶ୍ମୀରର ତଙ୍ଗଧାର ଅଂଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ କୁପଓ୍ୱାଡାକୁ ଏୟାରଲିଫ୍ଟ କରାଯାଇଥିଲା ମହିଳା ଜଣଙ୍କର ପ୍ରବଳ ରକ୍ତସ୍ରାବ କାରଣରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା ତାଙ୍କୁ ତୁରନ୍ତ!-->…
ହଂସରାଜ କଲେଜ ପିଲାଙ୍କୁ ଆମିଷ ମନା…
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଲାଗୁ ହୋଇଥିବା ନିୟମ ସମ୍ପର୍କରେ ଅବଗତ କରାଇଛନ୍ତି। ହଂସରାଜ କଲେଜର କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ପିଲାମାନେ ନନ୍ ଭେଜ ବା ଆମିଷ ଖାଇବାକୁ ପାଇବେ ନାହିଁ। ମହାମାରୀ କରୋନା ପୂର୍ବରୁ ଏଠାରେ ଉଭୟ ଭେଜ ଓ!-->…
ପରିଚୟ ମିଳିଲା: ଜେଲ ଭିତରୁ ଥାଇ ଗଡ଼କରୀଙ୍କୁ କୁଖ୍ୟାତ ଗ୍ୟାଙ୍କଷ୍ଟରଙ୍କ ହତ୍ୟା ଧମକ…
ନାଗପୁର: ଜେଲ ଭିତରେ ଥାଇ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ଧମକ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା!-->…
ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ…
ନୂଆଦିଲ୍ଲୀ: ରାଜଧାନୀର ଦିଲ୍ଲୀରେ ହାଡ଼ଭଂଗା ଶୀତ। ଗତକାଲି ଶନିବାର ତୁଳନାରେ ଦିଲ୍ଲୀରେ ଆଜି ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ଆସନ୍ତା ସପ୍ତାହରେ ତାପମାତ୍ରା ପ୍ରାୟ ମାଇନସ୍ ୪ ଡିଗ୍ରୀ ଯାଏଁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ସହ ଆଖପାଖ ଅଂଚଳରେ ଏଭଳି ଶୀତ ଅନୁଭୂତ!-->…
୨୪ରେ ଏକାକି ଲଢ଼ିବ ବିଏସପି: ମାୟାବତୀ…
ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଏସପି କାହା ସହ ମେଣ୍ଟ କରିବନି। ବରଂ ଏକାକି ଲଢ଼ିବ। ଆଜି ଜନ୍ମ ଦିନ ଅବସରରେ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ଏହା କହିଛନ୍ତି। ଏହି ଅବସରରେ ମାୟାବତୀ ରାଜନୈତିକ ଦଳଗୁଡ଼ିକୁ କଡ଼ା ଆହ୍ୱାନ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ!-->…
ଜଳିଗଲା ବିମାନ, ସମସ୍ତ ୭୨ ଜଣ ମୃତ…
କାଠମାଣ୍ଡୁ: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ବିମାନଟି ଆଖିପିଛୁଳାକେ ହୁତୁହୁତୁ ହୋଇ ଜଳିଯାଇଛି। ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଏଯାଏ ୩୨ ଜଣଙ୍କ!-->…
ଯୋଶୀମଠ ପ୍ରସଙ୍ଗରେ ଭ୍ରମ ସୃଷ୍ଟି କରୁଛନ୍ତି ସରକାରୀ ସଂସ୍ଥା : ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବୟାନବାଜି ଉପରେ ଲାଗିଲା…
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୋଟିଏ ଦିନ ପୂର୍ବରୁ ରିପୋର୍ଟ କରିଥିଲା ଯେ ଉତ୍ତରାଖଣ୍ଡର ଯୋଶୀମଠ ମାତ୍ର ୧୨ ଦିନ ମଧ୍ୟରେ ୫.୪ ସେମି ଦବିଯାଇଛି । ଏହା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସରକାରୀ ବିଭାଗଗୁଡ଼ିକ ଉପରେ କେତେକ କଟକଣା ଜାରି!-->…
ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହେଲେ ଶିବସେନା ନେତା…
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି ଶିବସେନା ନେତା | ବାସ୍ତବରେ ମୁମ୍ବାଇରେ ଶିବସେନା ନେତା ଓ ତାଙ୍କ ସମର୍ଥକମାନେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରିଥିଲେ। ଶୁକ୍ରବାର ଚେମ୍ବୁର ଅଞ୍ଚଳରେ ଜନ୍ମଦିନ ପାଳନ କରିଥିବାବେଳେ ଏବେ!-->…
ମକର ସଂକ୍ରାନ୍ତି: ଗଙ୍ଗା ସାଗରରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ…
କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି।କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ହଜାର ପୁତ୍ର ମୃତ୍ୟୁ ବରଣ!-->…
ଦୋହଲିଲା ଧର୍ମଶାଳା, ଲୋକେ ଭୟଭୀତ…
ଡେରାଡୁନ: ଦୋହଲିଲା ଧର୍ମଶାଳା। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମଶାଳାରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଭୟଭୀତ କରାଇଛି। ଆଜି ସକାଳ ୫.୧୭ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି ।!-->…