Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗଞ୍ଜେଇ ଉପରେ ପୁଲିସ କଡ଼ା ନଜର ରଖିବା ପରେ ଟାବଲେଟ୍ ମୁହାଁ ଯୁବପିଢ଼ି…
ଚେନ୍ନାଇ: ଦେଶରେ ଗଞ୍ଜେଇକୁ ବେଆଇନ୍ ଘୋଷଣା କରାଯାଇଛି। ତଥାପି ଏହାର ଚୋରା ଚାଲାଣ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, କଲିକତା, ଚେନ୍ନାଇରେ ଅଧିକ ହେଉଛି। ଆଜିକାଲି ଶିକ୍ଷିତ ଓ ଆଧୁନିକ ଭାରତୀୟ ଯୁବକଯୁବତୀମାନେ ମଉଜ ପାଇଁ ଲୁଚାଇଛପାଇ ଗଞ୍ଜେଇ ପାର୍ଟି କରୁଛନ୍ତି। ଯାହାକୁ କୁହାଯାଉଛି!-->…
ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପିସିଏସ୍ ଅଧିକାରୀ…
ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପଞ୍ଜାବ ସିଭିଲ୍ ସର୍ଭିସ୍’ (ପିସିଏସ୍) ଅଧିକାରୀ। ଏଥିସହ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିରେ ପିସିଏସ୍ ସଂଘ ସହମତି!-->…
ଆମେରିକାରେ ସବୁ ବିମାନର ଉଡ଼ାଣ ବାତିଲ…
ନ୍ୟୁୟର୍କ : ଆମେରିକାରେ ଆଜି ଏପରି ଏକ ଘଟଣା ଘଟିଛି ଯାହାକି ପୂର୍ବରୁ କେବେ ଦେଖାଯାଇନଥିଲା । ଆମେରିକାର ସବୁ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଛି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ?ମିଳିଥିବା ସୂଚନା ଅନୁସାରେ ବିମାନବନ୍ଦର ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କମ୍ପ୍ୟୁଟରରେ!-->…
ବିଶ୍ବ ଅର୍ଥନୀତିରେ ଭାରତ ହେଉଛି ଉତ୍ତମ ସ୍ଥାନ : ମଧ୍ୟପ୍ରଦେଶ ଶିଖର ସମ୍ମିଳନୀରେ ବିନିଯୋଗ ସପକ୍ଷରେ କହିଲେ…
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ଅଣୁଅର୍ଥନୀତିର ମୂଳଦୁଆ ଖୁବ୍ ସୁଦୃଢ଼ ଏବଂ ‘ଜି-୨୦’ ରାଷ୍ଟ୍ର ମଧ୍ୟରୁ ଏହାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ବୋଲି ଆଜି ମଧ୍ୟପ୍ରଦେଶରେ ଆୟୋଜିତ ବୈଶ୍ବିକ ନିବେଶକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!-->…
ବିହାରରେ ରିଭରକ୍ରୁଜକୁ ନୋ ଏଣ୍ଟ୍ରି ! କ୍ରୁଜକୁ ଅଟକାଇବାକୁ ଜେଡିୟୁର ଦାବି…
ପାଟନା: ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚଳିତ ମାସ ୧୩ ତାରିଖରେ ଉତ୍ତରପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍.ଭି ଗଙ୍ଗା ବିଳାସ!-->…
ଜମ୍ମୁ ଓ କଶ୍ମୀରର କୁପ୍ୱାରାରେ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ଖାଇରେ ପଡ଼ି ୩ ଯବାନ ସହିଦ…
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍ୱାରାରେ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ଗଭୀର ଖାଇ ବା ଗଣ୍ଡରେ ପଡ଼ିଯାଇ ଜଣେ ସେନା ଅଧିକାରୀଙ୍କ ସମେତ ୩ଜଣ ଯବାନ ସହିଦ ହୋଇଯାଇଛନ୍ତି।ସେନା ଜାରି କରିଥିବା ସୂଚନା ଅନୁସାରେ, ଜଣେ ‘ଜୁନିୟର୍ କମାଣ୍ଡାଣ୍ଟ୍ ଅଫିସର୍’ (ଜେସିଓ) ଏବଂ ୨ଜଣ ଯବାନ!-->…
ତେଲେଙ୍ଗାନା ମୁଖ୍ୟ ଶାସନ ସଚିବଙ୍କୁ ଝଟକା, କ୍ୟାଡର ବାତିଲ କରିବାକୁ ଅନୁମତି ଦେଲେ ହାଇକୋର୍ଟ…
ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ଏକ ବଡ଼ ଝଟକା ଲାଗିଛି | ଆଜି ତେଲେଙ୍ଗାନା ହାଇକୋର୍ଟ ତାଙ୍କ ତେଲେଙ୍ଗାନା କ୍ୟାଡରକୁ ବାତିଲ କରି ଆନ୍ଧ୍ରପ୍ରଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଡର ପ୍ରସଙ୍ଗରେ ୨୦୧୭ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍!-->…
ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ!-->…
ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ
କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଏକ ସାପ ବାହାରିଥିଲା । ଏହି ଖାଦ୍ୟ ଖାଇବା!-->…
କୋଭୋଭାକ୍ସ ବୁଷ୍ଟର ଡୋଜକୁ ଆଗାମୀ ସପ୍ତାହରୁ ମିଳିପାରେ ମଞ୍ଜୁରୀ… !
କରୋନା ଭାଇରସ ଚୀନରେ ଦ୍ରୁତଗତିରେ ମାଡୁଥିବା ବେଳେ ଭାରତରେ କରୋନା ସ୍ଥିତି ସ୍ୱାଭାବିକ ରହିଛି । ସମଗ୍ର ବିଶ୍ୱର ଅନେକ ସ୍ଥାନରେ କରୋନା ମାମଲା ବଢୁଥିବା ଯୋଗୁଁ ଭାରତ ସରକାର ଏହାକୁ ସତର୍କତା ଅବଲମ୍ବନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସାରା ଦେଶରେ ଟିକାକରଣ ଉପରେ ଧ୍ୟାନ!-->…