Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୁଜରାଟ: ଅମ୍ରେଲୀରେ ଖୋଲା କୂଅରେ ପଡ଼ି ବୁଡ଼ିମଲେ ସିଂହ ଓ ସିଂହୀ…
ଚେନ୍ନାଇ: ଗୁଜରାଟର ଅମ୍ରେଲୀ ଜିଲ୍ଲା ଅନ୍ତର୍ଗତ ଗିର୍ ବନ ଉପଖଣ୍ଡ ଅଞ୍ଚଳରେ ଥିବା ଏକ ନନ୍ଦ ନ ଥିବା କୂଅରେ ପଡ଼ି ଗୋଟାଏ ସିଂହ ଓ ସିଂହୀ ବୁଡ଼ି ମରିଥିବା କଥା ଶନିବାର ଦିନ ବନ ଅଧିକାରୀମାନେ କହିଛନ୍ତି।ସେ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ୫ ଓ ୯ ବର୍ଷ ବୟସ୍କ ସିଂହ ଦୁଇଟି ଶୁକ୍ରବାର!-->…
ମୋଦୀଙ୍କଠାରୁ ବ୍ୟକ୍ତିଗତ ସହାୟତା ମିଳିବା ଅସମ୍ଭବ : ଗୌତମ ଅଦାନୀ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠତା କାରଣରୁ ଅଦାନୀ ଗ୍ରୁପର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଶିଳ୍ପପତି ଗୌତମ ଅଦାନୀ । ସେ କହିଛନ୍ତି ଯେ, ମୋଦୀଙ୍କଠାରୁ କେହି କୌଣସି ବ୍ୟକ୍ତିଗତ ସହାୟତା ପାଇପାରିବ ନାହିଁ ।ଟିଭି!-->…
ପୂଜାରୀଙ୍କ ଉପରେ ଛେପ ପକାଇଲେ ମହିଳା…
ବେଙ୍ଗାଲୁରୁ: ମହିଳାଙ୍କୁ ମନ୍ଦିର ଭିତରୁ ଘୋଷାଡି ଘୋଷାଡି ଆଣି ବାହାରେ ଫିଙ୍ଗିଲେ ମନ୍ଦିର କର୍ମଚାରୀ। ଘଟଣାଟି ଡିସେମ୍ବର ମାସରେ ଘଟିଥିବା ବେଳେ ମହିଳାଜଣକ ଏବେ ଏନେଇ ଅଭିଯୋଗ କରିବାରୁ ଏହା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର ଜଣେ କର୍ମଚାରୀ!-->…
କାହିଁକି ଅଭିଯୁକ୍ତମାନେ କାର ଅଟକାଇ ନଥିଲେ, କହିଲେ କାରଣ…
ନୂଆଦିଲ୍ଲୀ: ଆମେ ଜାଣିଥିଲୁ ଆମ କାରରେ କେହି ଜଣେ ମହିଳା ଲାଖିଯାଇଛନ୍ତି। ଆଉ ସେ ଛନ୍ଦି ହୋଇ ଘୋଷାଡ଼ି ହେଉଛନ୍ତି। କିନ୍ତୁ ଆମେ ଡରି ଯାଇ କାର ଚଳାଇ ଖସିଯିବାକୁ ଚାହିଁଥିଲୁ। ଗାଡ଼ି ଅଟକାଇଲେ କଣ ହେବ ଭାବି ଆମେ ଭୀଷଣ ଡରିଯାଇଥିଲୁ। ତେଣୁ କାର ଅଟକାଇ ନଥିଲୁ। ଦିଲ୍ଲୀ ହିଟ୍ ଆଣ୍ଡ ରନ୍!-->…
ସୁଖୁଙ୍କ କ୍ୟାବିନେଟ୍ ବିସ୍ତାର, ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ
ଡେରାଡୁନ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଖବିନ୍ଦର ସିଂହ ସୁଖୁ। ହେଲେ କ୍ୟାବିନେଟ୍ କିନ୍ତୁ ସେ ବିସ୍ତାର କରିନଥିଲେ। ଆଜି ସୁଖବିନ୍ଦର ସିଂହ ସୁଖୁ ନିଜ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି। ସୁଖୁଙ୍କ କ୍ୟାବିନେଟ୍ରେ ୭ଜଣ!-->…
ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବନି: ନୀତୀଶ କୁମାର
ବୈଶାଳୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ। ଯଦି ମହିଳାମାନେ ପାଠ ପଢ଼ିବେ ତେବେ ପ୍ରଜନନ ହାର ହ୍ରାସ ପାଇବ। ଏହା ହେଉଛି ବାସ୍ତବତା। ଏବେବି ମହିଳାମାନେ!-->…
ଶ୍ରମିକ ନେତାଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା…
ରାଞ୍ଚି: ଶ୍ରମିକ ନେତାଙ୍କୁ ଗୁଳି କରି ହତ୍ୟା। ଶନିବାର ଝାଡଖଣ୍ଡର ରାମଗଡ ଜିଲ୍ଲାର ରାଜରପ୍ପେ ପୁଲିସ ଷ୍ଟେସନ ଇଲାକାରେ ଜଣେ ଶ୍ରମିକ ସଂଗଠନର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଜାତୀୟ କୋଲ ମଜଦୁର ୟୁନିଅନର ନେତା (ସିସିଏଲ) ରମେଶ ବିଶ୍ୱକର୍ମା। ଶନିବାର ରାତି ପ୍ରାୟ!-->…
ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ, ଅରେଞ୍ଜ ଆଲର୍ଟ ଜାରି…
ନୂଆଦିଲ୍ଲୀ: ପ୍ରବଳ ଶୀତ। ଚାରିଆଡେ କୁହିଡି ସାଙ୍ଗକୁ କୋହଲା ପବନ। ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଲଗାତାର ଖସୁଛି ପାରଦ। ଦିଲ୍ଲୀ ଏନ୍ସିଆର୍ ସମେତ ପୂରା ଉତ୍ତର-ପଶ୍ଚିମ ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ଲଗାତର ପାରଦ ଖସୁଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି!-->…
ସଙ୍କଟରେ ଯୋଶୀମଠ : ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି…
ନୂଆଦିଲ୍ଲୀ: ସଙ୍କଟରେ ଉତ୍ତରାଖଣ୍ଡର ଯୋଶୀମଠ ସହର। ଦିନକୁ ଦିନ ଏଠାରେ ମାଟି ଧସିବାରେ ଲାଗିଛି। ଭୂସ୍ଖଳନ ଯୋଗୁ ସହରର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ରାସ୍ତାଘାଟ, ଘର, ଜମିରେ ବଡ଼ ବଡ଼ ଗର୍ତ୍ତ ହୋଇଯାଇଛି। ମାଟି ତଳେ ସମଗ୍ର ସହର ପୋତି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ!-->…
ଓଡ଼ିଶା ଅବକାରୀ ବିଭାଗକୁ ମିଳିଲା ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ଆୱାର୍ଡ ସମ୍ମାନ…
ଓଡ଼ିଶା ଅବକାରୀ ବିଭାଗକୁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ଆୱାର୍ଡ ସମ୍ମାନ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ପୁରସ୍କାର!-->…