Browsing Category

ଦେଶ

ଅମାନବୀୟ ଅପରାଧ ପାଇଁ ଲଜ୍ଜାରେ ମୋ ମଥା ନଇଁ ଯାଉଛି: ଦିଲ୍ଲୀ ଉପରାଜ୍ୟପାଳ…

ନୂଆଦିଲ୍ଲୀ: ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି ବୋଲି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ କାର୍‌ରେ ଲାଖି କିଛି କିଲୋମିଟର୍‌ ଘୋଷାଡ଼ି ହୋଇଯାଇ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ କଥାରେ ଦୁଃଖ ବ୍ୟକ୍ତ କରି ରବିବାର ଦିନ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନା…

ମେକ୍ସିକୀୟ ସୀମାନ୍ତ ନଗରୀ ବାରେଜ୍‌ସ୍ଥିତ କାରାଗାରରେ ସଶସ୍ତ୍ର ବ୍ୟକ୍ତିଙ୍କ ଆକ୍ରମଣ; ଅନ୍ୟୂନ ୧୪ ନିହତ…

ମେକ୍ସିକୋ ସିଟି: ଉତ୍ତରାଞ୍ଚଳ ସୀମାନ୍ତ ନଗରୀ ବାରେଜ୍‌ସ୍ଥିତ ଏକ କାରାଗାରରେ ସଶସ୍ତ୍ର ଆକ୍ରମଣ ଯୋଗୁଁ ଅନ୍ୟୂନ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ମେକ୍ସିକୀୟ ସରକାରୀ ଅଧିକାରୀମାନେ କହିଛନ୍ତି। ବିବୃତି ଦେଇ ଚିହୁଆହୁଆ ଷ୍ଟେଟ୍‌ ପ୍ରସିକ୍ୟୁଟର୍‌ କହିଛନ୍ତି ଯେ,…

୧,୬୬୭ଟି କନେଷ୍ଟବଳ ପଦବୀ ପାଇଁ ଷ୍ଟାଡିୟମ୍‌ ପଡ଼ିଆରେ ତଳେ ବସି ପରୀକ୍ଷା ଦେଲେ ୩୦,୦୦୦ରୁ ଅଧିକ ପାକିସ୍ତାନୀ ଯୁବକ…

ଇସ୍‌ଲାମାବାଦ୍‌: ଇସ୍‌ଲାମାବାଦ ପୁଲିସରେ କନେଷ୍ଟବଳ ପଦବୀରେ ଭର୍ତ୍ତି ହେବା ନିମନ୍ତେ ୩୦,୦୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଗୋଟାଏ ଷ୍ଟାଡିୟମ୍‌ ପଡ଼ିଆରେ ତଳେ ବସି ଲିଖିତ ପରୀକ୍ଷା ଦେଇଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋରୁ ଜଣାପଡ଼ିଛି। ସଂଗୃହୀତ ସୂଚନା ଅନୁସାରେ, ଶନିବାର ଦିନ…

ଜାପାନରେ କୋଭିଡ ଆତଙ୍କ: ଗତବର୍ଷ ଅପେକ୍ଷା ଏଥର ମରୁଛନ୍ତି ଅଧିକ ୧୬ଗୁଣ ରୋଗୀ…

ଟୋକିଓ: ଚୀନ୍ ବ୍ୟତୀତ ଜାପାନରେ କରୋନା ମହାମାରୀ ତାଣ୍ଡବ ରଚାଇଛି। କୋଭିଡ -୧୯ର ତଥ୍ୟ ରଖୁଥିବା ୱାର୍ଲ୍ଡମିଟର ୱେବସାଇଟ୍ ଅନୁଯାୟୀ, ଗତକାଲି ଜାପାନରେ କରୋନା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଥିଲା। ଗତକାଲି ଗୋଟିଏ ଦିନରେ ୩୨୬ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ,…

କାବୁଲ୍‌ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟଣା: ୧୦ମୃତ, ୮ଗୁରୁତର…

କାବୁଲ୍‌: ଆଜି ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ…

ଭାରତ ସରକାରଙ୍କୁ କ୍ଷମା ମାଗିଲା ହ୍ଵାଟ୍ସଆପ…

ନୂଆଦିଲ୍ଲୀ: ହ୍ବାଟ୍ସଆପ ପକ୍ଷରୁ କରାଯାଇଥିବା ଏକ ଟ୍ବିଟରେ ଭାରତର ଭୁଲ ମାନଚିତ୍ର ଦର୍ଶାଯାଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀ କଡା ତାଗିଦ କରିବା ପରେ ହ୍ଵାଟ୍ସଆପ କ୍ଷମା ମାଗିଛି। ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ମାଗୁଛି ଏବଂ ଭବିଷ୍ୟତରେ…

ଅନାଥ ପିଲାମାନଙ୍କୁ ପ୍ରଥମ ଦରମା ଦେବେ ସମସ୍ତ କଂଗ୍ରେସ ବିଧାୟକ, ଘୋଷଣା କଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ…

ସିମଲା: ହିମାଚଳପ୍ରଦେଶରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅନାଥ ପିଲାମାନଙ୍କ ପାଇଁ ୧୦୧ କୋଟି ଟଙ୍କାର ଫଣ୍ଡ ସୃଷ୍ଟି କରିଛନ୍ତି। ଯାହାର ଅର୍ଥ ଅନାଥ ପିଲାମାନଙ୍କର ଯତ୍ନ ପାଇଁ ଖର୍ଚ୍ଚ ହେବ | ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସୂଚନା ଦେଇଛନ୍ତି ଯେ ଏହି…

ମହଙ୍ଗା ମାଡ଼ରୁ ଆରମ୍ଭ ନୂଆବର୍ଷ, ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍…

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ । ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣି ଥରେ ବଢ଼ିଛି। ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ପିଛା ଦାମ୍ ୧୭୨୧…

ଯୌନ ଉତ୍ପୀଡନ ଅଭିଯୋଗ, ଗିରଫ ହୋଇପାରନ୍ତି କ୍ରୀଡା ମନ୍ତ୍ରୀ…

ନୂଆଦିଲ୍ଲୀ: ବନ୍ଧା ହେବେ କ୍ରୀଡା ମନ୍ତ୍ରୀ। ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ନାଁରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରିଛି। ଜଣେ ଜୁନିଅର ଆଥଲେଟିକ୍ସ କୋଚ୍ ତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।ଚଣ୍ଡିଗଡ ପୁଲିସରେ ଜୁନିଆର୍ ଆଥଲେଟିକ୍ସ କୋଚ୍ କ୍ରୀଡା ମନ୍ତ୍ରୀ ସନ୍ଦୀପ…

ବୌଦ୍ଧ ଧର୍ମକୁ ଧ୍ୱଂସ କରିବାକୁ ଯାଇ ଚାଇନା ବିଫଳ ହୋଇଛି : ଦଲାଇଲାମା…

ବୋଧଗୟା: ଚାଇନା ବୌଦ୍ଧ ଧର୍ମକୁ ନଷ୍ଟ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଏହି ପ୍ରୟାସରେ ଚାଇନା ବିଫଳ ହୋଇଛି। କାରଣ ଏହି ଦେଶରେ ବହୁ ଲୋକେ ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଛନ୍ତି। ତିବତ୍ତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ବୋଧଗୟା ଠାରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା…