Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜାନୁୟାରୀ ୧୫ ପରେ ସ୍ଥିତି ଜଟିଳ ହୋଇପାରେ
ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କାରୋନା। ଆସନ୍ତା ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ଜଟିଳ ହୋଇପାରେ ପରିସ୍ଥିତି। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର!-->…
୨୦୨୩ରେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ: ୨୦୨୩ରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଜ୍ୟ ଗୁଡ଼ିକର ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ୯ଟି ରାଜ୍ୟର ନିର୍ବାଚନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ!-->…
ଜେଲରୁ ମୁକୁଳିଲେ ଅନୀଲ ଦେଶମୁଖ
ମୁମ୍ବାଇ: ଜେଲରୁ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି ନେତା ଅନୀଲ ଦେଶମୁଖ । ପ୍ରାୟ ୧୩ ମାସ ହେବ ଜେଲରେ ରହିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ସିବିଆଇ ଫାଇଲ୍ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି!-->…
ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅମିତ ଶାହଙ୍କୁ କଂଗ୍ରେସର ଚିଠି
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଆଗକୁ ଯେମିତି ଏପରି ତ୍ରୁଟି ନ ହେବ ଓ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ!-->…
ଇରାନ ଆନ୍ଦୋଳନ : ଫୁଟବଲ ଖେଳାଳି ଅଲି ଦାଏଇଙ୍କ ପରିବାରକୁ ଦେଶ ଛାଡ଼ିବା ଉପରେ ରୋକ୍…
ତେହେରାନ : ଇରାନରେ ଚାଲିଥିବା ଜନ ଆନ୍ଦୋଳନକୁ ଚପାଇବାକୁ ଇରାନ ସରକାର କଠୋର ପଦକ୍ଷେପ ନେଉଛନ୍ତି । ଆନ୍ଦୋଳନକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେବା ସହ ଦେଶର ଲୋକପ୍ରିୟ କଳାକାର, କ୍ରୀଡ଼ାବିତ, ଲେଖକମାନଙ୍କୁ ବନ୍ଦୀ କରୁଛନ୍ତି । ଯେଉଁମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି ଓ ଆନ୍ଦୋଳନକୁ!-->…
ଚୀନର ମୁକାବିଲା ପାଇଁ ତାଇଓ୍ବାନର ପ୍ରସ୍ତୁତି, ବାଧ୍ୟତାମୂଳକ ସାମରିକ ସେବାକୁ ୧ ବର୍ଷକୁ ବୃଦ୍ଧି କଲା
ତାଇପେଇ : ଚୀନପଟୁ ବିପଦ ବଢୁଥିବାରୁ ତାଇଓ୍ବାନ ସରକାର ନିଜ ଦେଶର ସାମରିକ ବାହିନୀକୁ ଆହୁରି ଶକ୍ତିଶାଳୀ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଏହି କ୍ରମରେ ଦେଶରେ ବାଧ୍ୟତାମୂଳକ ସାମରିକ ସେବା ସମୟକୁ ୪ ମାସରୁ ୧ ବର୍ଷକୁ ବୃଦ୍ଧି କରାଯାଇଛି । ଅର୍ଥାତ ପୂର୍ବରୁ ଦେଶର ଯୁବକମାନଙ୍କୁ ୪ ମାସ!-->…
ସାଂସଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ : ରୁଷ୍
ଭୁବନେଶ୍ବର : ଓଡ଼ିଶାର ରାୟଗଡ଼ାଠାରେ ମୃତ୍ୟୁବରଣ କରିଥିବା ରୁଷୀୟ ସାଂସଦ ପଭେଲ ଆଣ୍ଟୋଭ୍ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଡେନୋଭ ପ୍ରସଙ୍ଗରେ ଏକ ବୟାନ ଜାରି କରିଛି ରୁଷ । ରୁଷ ଦୂତାବାସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଏମାନଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଥିବା!-->…
ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିବେ ମେହବୁବା ମୁଫତି
ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆସନ୍ତା ମାସରେ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଯାତ୍ରାରେ ଯୋଗଦେବେ। ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଛି ବୋଲି ନିଜେ ସୂଚନା ଦେଇଛନ୍ତି ପୂର୍ବତନ!-->…
ସୀମା ବିବାଦ: ବିଧାନସଭାରେ ପ୍ରସ୍ତାବ ପାରିତ କଲେ ସିନ୍ଦେ ସରକାର
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମା ବିବାଦ ଚର୍ଚ୍ଚାର ବିଷୟ ପାଲଟିିଛି। ଏହି ବିବାଦ ଭିତାର ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯାହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି।ମହାରାଷ୍ଟ୍ରର ଏହି!-->…
ରାହୁଲଙ୍କ ଯାତ୍ରାରେ ସାମିଲ ହେବେନି ଅଖିଲେଶ ଓ ମାୟାବତୀ
ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ଯାତ୍ରା ଜାରି ରହିଛି। ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ଏଣ୍ଟ୍ରି କରିବାକୁ ଯାଉଛି ଏହି ଯାତ୍ରା। ଏଥିରେ ଅନେକ ବଡ ବଡ ନେତା ସାମିଲ ହେବେ ବୋଲି କୁହାଯାଉଥିଲା। ଉତ୍ତରପ୍ରଦେଶର ପୂର୍ବତନ ତଥା!-->…