Browsing Category

ଦେଶ

୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ପାଳନ କରୁଛି ‘ବିଜୟ ଦିବସ’

ନୂଆଦିଲ୍ଲୀ: ୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ପ୍ରଦାନ ଉତ୍ସବରେ ଯୋଗା ଦେଇ ସହିଦ ଯବାନମାନଙ୍କ ପ୍ରତି…

ମଦ ମୃତ୍ୟୁକୁ ନେଇ କୌଣସି କ୍ଷତିପୂରଣ ମିଳିବ ନାହିଁ: ନୀତୀଶ କୁମାର

ପାଟନା: ବିହାରରରେ ମଦ ମୃତ୍ୟୁକୁ ନେଇ ଅଧିକ କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ନୀତିଶଙ୍କର କୌଣସି ସମବେଦନା ନଥିବା ସଙ୍କେତ ଦେଇଛନ୍ତି। ମୃତକଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ନୀତିଶ…

ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ଏବେ ବି ୨୨ ନିଖୋଜ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ…

ଜନ୍ମ ହେଲା ୪ ଗୋଡ଼ିଆ ଶିଶୁକନ୍ୟା

ଗ୍ୱାଲିୟର: ଆପଣ ପୂର୍ବରୁ ଯୋଡ଼ାମୁଣ୍ଡ ଶିଶୁ, ଦେହଯୋଡ଼ା ଶିଶୁଙ୍କ ପରି କେତେ ଅଜବ ଶିଶୁଙ୍କ ବିଷୟରେ ଶୁଶିଥିବେ ଓ ଦେଖିଥିବେ। ହେଲେ ଏବେ ଆଉ ଗୋଟିଏ ବିରଳ ଘଟଣା ଘଟିଛି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଜଣେ ମହିଳା ୪ଟି ଗୋଡ଼ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର…

‘ପତଲି କମରିୟା ତେରୀ’ ଗୀତରେ ଡ୍ୟାନ୍ସ କରି ନିଲମ୍ବିତ ହେଲେ ୪ ମହିଳା କନଷ୍ଟେବଲ

ଅଯୋଧ୍ୟା: ମନ ଖୁସିରେ ନାଚିବା ୪ ଜଣ ମହିଳା କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାର ସମସ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି। ଏହି ୪ ମହିଳା କନଷ୍ଟେବଲ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ହେଲେ ସେମାନେ…

ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କଲେ ଏଲନ ମସ୍କ

ସାନ ଫ୍ରାନ୍ସିକୋ: ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି କମ୍ପାନୀର ନୂଆ ମାଲିକ ଏଲନ ମସ୍କ। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା…

କ୍ଲିଣ୍ଟନଙ୍କ ‘ସାପ’ ମନ୍ତବ୍ୟ ଦୋହରାଇ ପାକିସ୍ତାନ ଉପରେ ବର୍ଷିଲେ ଏସ୍‌ ଜୟଶଙ୍କର

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି। ଅଢ଼େଇ ବର୍ଷ କରୋନା କାଳରେ ସମସ୍ତଙ୍କ ସ୍ମରଣଶକ୍ତି ଟିକିଏ କିମି ଯାଇଛି, ହେଲେ ଅନ୍ତର୍ଜାତୀୟ…

ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗ: ପୁଣି କଲେଜିୟମକୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ପୁଣିଥରେ ତୀବ୍ର ହୋଇଛି। ଗୁରୁବାର ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ କରିଣ ରିଜିଜୁ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ଏଥିସହ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ…

‘ବିହାରରେ ମଦ ଈଶ୍ବରଙ୍କ ପରି; ସବୁଆଡ଼େ ଥାଏ ହେଲେ ଦୃଶ୍ୟମାନ ହୁଏନାହିଁ’

ପାଟ୍‌ନା: ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ୍‌ ସିଂହ। ସେ କହିଛନ୍ତି କି ବିହାରରେ ସବୁ ଜାଗରେ ମଦ ଉପଲବ୍ଧ। ସେ ଥଟ୍ଟା କରି କହିଛନ୍ତି ଯେ, ଯେପରି ଈଶ୍ବର…